Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଣେଶ ପୂଜା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡିଲେ ହାଇକୋର୍ଟ
କଟକ : ଗଣେଶ ପୂଜା ନେଇ ମାନ୍ୟବର ହାଇକୋର୍ଟ ଆଜି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିକୁ ନିର୍ଣ୍ଣାୟ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଣେଶ ପୂଜା ହେବ କି ନା ସ୍ଥାନୀୟ ପ୍ରଶାସନ ଅନୁକୂଳ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଷ୍ପତ୍ତି ନେବେ । କଟକ ବୁଢା ଗଣେଶ ପୂଜା ମଣ୍ଡପ!-->…
Read More...
Read More...
ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟରେ!-->…
Read More...
Read More...
ଗଜପତିରେ ପୁଣି ୫୩ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୪ ଜଣ, ଗୁମ୍ମା ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୧୫ ଜଣ, ନୂଆଗଡ଼ ବ୍ଳକରୁ ୫ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ମୋହନା ବ୍ଳକରୁ ୧୧ ଜଣ, କାଶୀନଗର!-->…
Read More...
Read More...
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ଗୁରୁତର
ବୌଦ୍ଧ / ବାଉଁଶୁଣି - ଆଜି ଅପରାହ୍ନ ପ୍ରାୟ ଘ.୧. ୩୦ ମିନିଟ ସମୟରେ ଗୁଦୁଗୁଦା ପାଟଳୀପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ବୁଢୀକଣ ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୀରମହାରାଜପୁର ଉପଖଣ୍ଡ!-->…
Read More...
Read More...
ଯୁବ ବିଜୁବାହିନୀଙ୍କୁ କ୍ରିକେଟଖେଳ ସାମଗ୍ରୀ ପ୍ରଦାନ
ଖପ୍ରାଖୋଲ,୨୦/୮- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଯୁବ ବିଜୁବାହିନୀଙ୍କୁ କ୍ରିକେଟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି । ବ୍ଳକ ସଭା ଗୃହରେ ବିଡ଼ିଓ ତରଣି ସୁନା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଯୁବ ବାହିନୀକୁ କ୍ରିକେଟ ଖେଳ!-->…
Read More...
Read More...
ନଳକୂପର ପୁନଃଉଦ୍ଧାର ଦାବି
ବୌଦ୍ଧ,୨୦/୮ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ପାର୍ଶ୍ୱରେ ଥିବା ନଳକୂପ ଗଛ ଲତା ମଧ୍ୟରେ ପରିବେଷ୍ଟିତ ହୋଇରହିଥିବାରୁ ତାକୁ ପୁନଃଉଦ୍ଧାର କରାଯିବାକୁ ଜନସାଧାରଣରେ ଦାବୀ ହେଉଛି । ଦୀର୍ଘ ୫/୬ ବର୍ଷ ଧରି ଏଭଳି!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ପୁଣି ୭୭ ଜଣ ନୂଆ ପଜିଟିଭ ଚିହ୍ନଟ: ମହାନଗର ଅଞ୍ଚଳରେ ସ୍ଥିତି ସୁଧୁରିବା ସହିତ ଗ୍ରାମାଞ୍ଚଳ…
ସମ୍ବଲପୁର : ଗତକାଲି ଏଠାକାର ଜଣେ ଆଇନଜୀବିଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଏହା ସହିତ ସମଗ୍ର ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଠ ରେ ପହଞ୍ଚିଛି । ଆଜି ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର!-->…
Read More...
Read More...
ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ପ୍ରତିବନ୍ଧିତ ହେଲା
ସମ୍ବଲପୁର : ସବୁଆଡେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ଏଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଆଗାମୀ ୨୨ ଅଗଷ୍ଟ ଶନିବାର ଦିନ ଗଣେଶ ପୂଜା ପାଳନ ପରିପ୍ରେକ୍ଷୀରେ ସାର୍ବଜନିକ ସ୍ଥାନରେ ଏହାର ଆୟୋଜନ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।!-->…
Read More...
Read More...
ସମଲେଇ ମନ୍ଦିରରେ ନୂଆଖାଇ ପାଇଁ ପ୍ରଥମ ନୂଆଧାନ ପହଞ୍ଚିଲା
ସମ୍ବଲପୁର : ଏହି ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତ ମା ସମଲେଶ୍ୱରୀ (ସମଲେଇ)ଙ୍କ ପାଖରେ ନୂଆଖାଇର ପ୍ରଥମଭୋଗ ପାଇଁଁ ନୂଆଧାନ ପହଞ୍ଚିି ଯାଇଛି । ସ୍ଥାନୀୟ ବଲବସପୁରର ଚାଷୀ ସୁବାଷ ବେହେରା ଏହା ବଡରମା ଅଂଚଳରୁ ସଂଗ୍ରହକରି ସମଲେଇ ମନ୍ଦିର ମୁଖ୍ୟ ପୂଜକ!-->…
Read More...
Read More...
ବୌଦ୍ଧ : ଆଜି ବିରତି ଦେଲା କରୋନା
ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲାରେ କରୋନା ବିରତି ଦେଇଛି । ପ୍ରତିଦିନ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଘୋ ଘୋ ହୋଇ ବଢି ଚାଲିଥିବା ବେଳେ ଆକି ସେଭଳି ଦେଖିବାକୁ ମିଳିନାହିଁ । ଆଜି ରାଜ୍ୟରେ ୨୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ମାତ୍ର ଜଣେ ବ୍ୟକ୍ତି କରୋନା!-->…
Read More...
Read More...