Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ୨୯୨୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୧୬ ।୦୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟା ୨୯୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ!-->…
Read More...
Read More...
ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ : ଦୁଇଜଣ ଚାଲାଣକରୀ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ୩୫କେଜି ସହ ପିକ୍ଅପ୍ ଭ୍ୟାନ୍ ଜବତ । ଦୁଇଜଣ ଚାଲାଣକରୀ ଗିରଫ । ସୂଚନା ପ୍ରକାରେ ପୋଲିସ୍ ପଟ୍ରୋଲିଂ ଚାଲିଥିବା ବେଳେ ପୋଲିସ୍ କୁ ଦେଖି ଦୃତଗତିରେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ କୁ ପିଛା କରିଥିଲା ପୋଲିସ୍ ।!-->…
Read More...
Read More...
ରାସ୍ତା ଉପରେ ପାଣି, ୧୦ ଗ୍ରାମକୁ ଯୋଗାଯୋଗ ବିଛିନ୍ନ
ବୌଦ୍ଧ,୧୬/୮ - ଗତ କାଲିର ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ୩ପୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ବୌଦ୍ଧବ୍ଲକ୍ ରକ୍ସା ପଞ୍ଚାୟତରେ ଯୋଗାଯୋଗ ବିଚ୍ଛିନ୍ନ୍ନ ହୋଇ ପଡିଛି । ବୌଦ୍ଧବ୍ଲକ୍ ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥର ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଦୁଇ କିଲୋମିଟର ଦୂରରେ ଥିବା!-->…
Read More...
Read More...
ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ ଓ ୫୧ ୟୁନିଟ ରକ୍ତ ସଂଗ୍ରହିତ
ସମ୍ବଲପୁର :ସମ୍ବଲପୁର ଜ଼ିଲ୍ଲା ବିଜେଡି କାର୍ଯ୍ୟାଳୟରେ କୋଭିଡ କଟକଣାକୁ ମାନି ନିରାଡମ୍ବର ଭାବରେ ପାଳନ ହୋଇଛି ୭୪ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ!-->…
Read More...
Read More...
ବାଉଁଶୁଣୀରେ ଦୋକାନ ଭିତରେ ପଶିଲା ଡ୍ରେନ ପାଣି
ବାଉଁଶୁଣୀ/ବୌଦ୍ଧ,୧୬/୮ - ବାଉଁଶୁଣୀ ବୌଦ୍ଧଜିଲ୍ଲାର ଗୋଟିଏ ପ୍ରମୁଖ ବ୍ୟବସାୟିକ ସ୍ଥଳୀ । ଜାତୀୟ ରାଜପଥ କଡରେ ଥିବା ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଉପରେ ୧୦ ଗୋଟି ଗ୍ରାମ ପଂଚାୟତର ଲୋକେ ନିର୍ଭର କରିଥାଆନ୍ତି । ମାତ୍ର ଦୁଃଖର ବିଷୟ ଜାତୀୟ ରାଜପଥ ନମ୍ବର୍ ୫୭ର ଡ୍ରେନ ଗୁଡିକରେ!-->…
Read More...
Read More...
ଜାମ୍ବୁନାଳରେ ୫ଫୁଟ ପାଣି, କମିରା ବାହ୍ୟଜଗତରୁ ବିଚ୍ଛିନ୍ନ
ଜହ୍ନାପଙ୍କ,୧୬/୮: ବୌଦ୍ଧବ୍ଲକ ଖମାରିପଡା ରାସ୍ତାର କମିରା ଦାମୋଦରପୁର ମଝିରେ ଥିବା ଜାମ୍ବୁନାଳ ଉପରେ ଆଜି ସକାଳୁ ୫ ଫୁଟ ଉପରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଖଣ୍ଡପଡା, କମିରା, ଖମାରିପଡା ସମେତ ବ୍ରାହ୍ମଣୀପ ।ଲି ପଂଚାୟତ ଲୋକମାନେ ଏହି ରାସ୍ତାରେ!-->…
Read More...
Read More...
ନିୟତି ମାନସିକ ଅନଗ୍ରସର ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି :ନିୟତି ମାନସିକ ଅନଗ୍ରସର ଅନୁଷ୍ଠାନ (ରାଣୀପେଣ୍ଠ) ଠାରେ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ନିଡ଼ାମ୍ବର ସହକାରେ ପାଳନ ହୋଇଛି ।ସହରର ବିଶିଷ୍ଟ ବୁଦ୍ଧିଜୀବୀ, ସାଇ ଡ଼ିଟିପି ସେଣ୍ଟରର ମାଲିକ ଟୁକୁନା ପାଢ଼ୀ ମୁଖ୍ୟ ଅତିଥି ରୂପେ ପତାକା ଉତୋଳନ କରିଥିବା ବେଳେ, ଓଁମ ଅଫସେଟ ମାଲିକ!-->…
Read More...
Read More...
ପାରଳାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ଆମ ପରିବାର ପକ୍ଷରୁ ଷଷ୍ଠ ଦିନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୧ୟୁନିଟ ରକ୍ତ ସଂଗ୍ରହ!-->…
Read More...
Read More...
ମହୁମାଛି ଆକ୍ରମଣରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ବୌଦ୍ଧ,୧୬/୮ - କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ନଦିଆନଗର ଗ୍ରାମରେ ମହୁମାଛି ଆକ୍ରମଣରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶୁଣ୍ଢିପଦର ଗ୍ରାମ ପଂଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ତାଙ୍କ ସ୍ତ୍ରୀଙ୍କ ସହ!-->…
Read More...
Read More...
କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ : କ.ନୂଆଗାଁ ଥାନା ଅଞ୍ଚଳରେ କେକେବିଏନ ମାଓ ସଂଗଠନର…
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଦାରିଙ୍ଗବାଡି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓ ବ୍ୟାନର । କେକେବିଏନ ମାଓ ସଙ୍ଗଠନ ପକ୍ଷରୁ ଏହି ବ୍ୟାନର ଜାରି କରାଯାଇଥିବା ବ୍ୟାନରରେ ଉଲ୍ଲେଖ ଥିବା ବେଳେ ଅଗଷ୍ଟ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦକୁ ସଫଳ କରିବାକୁ!-->…
Read More...
Read More...