Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଜମାଦାର, ସମ୍ମାନିତ ଅତିଥି ରୂପେ ସମ୍ପାଦକ!-->…
Read More...
Read More...
ଚିପିଲିମା ମାର୍କେଟରେ ଅଷ୍ଟପ୍ରହରୀ ଓ ଅଖଣ୍ଡ ନାମଯଜ୍ଞ ଆୟୋଜିତ
ସମ୍ବଲପୁର : ସମ୍ବଲପୁର ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିମାସ ଶୁକ୍ଳ ଚତୁର୍ଦଶୀ ଦିନ ଏକ ଦିବସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଥିବାବେଳେ, ଗତ ରବିବାର ମହାସମାରୋହ ମଧ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଭାତରୁ!-->…
Read More...
Read More...
ମହାପ୍ରଭୁଙ୍କ ଶରଣରେ ବିଧାୟକ ପ୍ରାର୍ଥୀ
ପୁରୀ : ବିଜେଡିର ପ୍ରାର୍ଥୀ ଘୋଷଣାପରେ ନେତାମାନେ ଏବେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଆଶୀର୍ବାଦ ନେଉଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଧାମନଗର ବିଧାୟକ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ
ପୁରୀ : ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ ମାନସ ରଂଜନ ବେହେରା । ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ । ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସଟି,ଏନଫୋର୍ସମେଣ୍ଟ ୟୁନିଟ୍ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାପ କରିବାରେ ସଫଳ!-->…
Read More...
Read More...
ବିଜେଡି ମିଡିଆ ସେଲ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ;
ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି…
ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ,ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା!-->…
Read More...
Read More...
ବିଜେଡିର ଦ୍ବିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି
ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି।!-->…
Read More...
Read More...
ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା!-->…
Read More...
Read More...
ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭୁବନେଶ୍ୱର : ଆଗାମୀ ଲୋକସଭା ୨୦୨୪ ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶାର ୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବହୁ ଚର୍ଚ୍ଚିତ ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢିବେ ।!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ପୁରୀ : ବାଲୁକା ଚିତ୍ରକଳାରେ ରୁଷିଆର ମସ୍କୋରେ ହୋଇଥିବା ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି । ଗତକାଲି ରାତିରେ ରୁଷିଆର ମସ୍କୋରେ ବଡଧରଣର ଆତଙ୍କୀ ହମଲାରେ ଶତାଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ଅନେକ ସେଠାରେ ଟଳିପଡିଥିଲେ । ତେବେ ମୃତକ!-->…
Read More...
Read More...
ଆହତ କଲରାପତରିଆ ବାଘକୁ ଚିକିତ୍ସା ପାଇଁ ନନ୍ଦନକାନନକୁ ପଠାଗଲା
ଦଶପଲ୍ଲା : ଆହତ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନନ୍ଦନକାନନକୁ ପଠାଯାଇଥିବା ଜଣାପଡିଛି ।ଶୁକ୍ରବାର ଦିନ ବାଣିଗୋଚ୍ଛା ବନାଞ୍ଚଳ ଅଧିକାରୀ ଖବର ପାଇଥିଲେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏକ ବାଘର ଘୋଷଡା ଚି଼ହ୍ନ ପଡିଛି । ବନ ବିଭାଗ କର୍ମଚାରୀ ଖୋଜାଖୋଜି କଲାପରେ ଏକ!-->…
Read More...
Read More...