Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗଷ୍ଟ କ୍ରାନ୍ତି ଦିବସ ପାଳିତ
ବୌଦ୍ଧ,୯/୮ - ଆଜିର ଦିନରେ ୧୯୪୨ ମସିହାରେ ଜାତିର ପିତା ମହାତ୍ମାଗାନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ | ଏ ଦିବସକୁ ସାରା ଭାରତରେ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି l ଆଜି ବୌଦ୍ଧ ଠାରେ କାଂଗ୍ରେସ କର୍ମୀ ମାନେ ମିଳିତ ହୋଇ ସେହି ଦିବସର ସ୍ମୃତିରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ!-->…
Read More...
Read More...
ହଳ କଲାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଦୁର୍ଘଟଣା
ବୌଦ୍ଧ ,୯/୮- ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ ବlଉଁଶୁଣିରେ ହଳ କରୁଥିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ଟ୍ରାକ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବlଉଁଶୁଣି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପଛ ପାଖରେ ଜାତୀୟ ରାଜପଥ ନମ୍ବର୍ 57 ଠାରୁ ପ୍ରାୟ ଅଧା!-->!-->!-->…
Read More...
Read More...
ଜୀବନବିନ୍ଦୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି :ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ୦୯ .୦୮ . ୨୦ କ୍ରାନ୍ତି ଦିବସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନହଲ ଠାରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ!-->…
Read More...
Read More...
କରୋନାରୁ ସୁସ୍ଥ ହେଲା ଯୁବ ସମାଜସେବୀ ମିଲନ
ସାରା ବିଶ୍ୱ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି l ଏହି କରୋନା ମହାମାରୀ ଅନେକ ଲୋକ ମୃତୁ୳ ହେବା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି l ସେହିପରି ଭାବେ ସାରା ଭୁବନେଶ୍ୱର ପରିଚିତ ଯୁବ ସମାଜସେବୀ ମିଲନ୍ ପାଇକରାୟ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ସେଥିପାଇଁ ସେ!-->…
Read More...
Read More...
ସର୍ଟସର୍କିଟ୍ରୁ ଜଳିଗଲା ୨ ବଖରା ଘର
ଦାରିଙ୍ଗିବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା କିରିକୂଟୀ ପଞ୍ଚାୟତର ପାଙ୍ଗାଲମାହରେ ଅଘଟଣ । ସର୍ଟ ସର୍କିଟ୍ରୁ ଜଳିଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।!-->…
Read More...
Read More...
ଚିନ୍ତା ବଢାଇଲା ଏସସିବି :୨୦ଡାକ୍ତର ହେଲେଣି ଆକ୍ରାନ୍ତ
କଟକ : କରୋନା ସଂକ୍ରମଣ ଡାକ୍ତରଙ୍କୁ ମଧ୍ୟ ବାଦ ଦେଇନାହିଁ । କରୋନା ଯୋଦ୍ଧା ଭାବରେ ଆଗଧାଡିରେ ରହି କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଉଥିବା ଏସସିବି ତଥା କଟକ ବଡ ଡାକ୍ତରଖାନାର ୨୦ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବାପରେ ଚିନ୍ତା ବଢିଯାଇଛି । ଗତ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ!-->…
Read More...
Read More...
ଅଯୋଗ୍ୟ ହିତାଧିକାରୀ ଏବେ ଫେରାଇବେନି କାଳିଆ ଟଙ୍କା
ଭୁବନେଶ୍ୱର : କରୋନା ସ୍ଥିତି ଓ ଖରିଫ ଚାଷ ସମୟ ହୋଇଥିବାରୁ ଚାଷୀଙ୍କ ଉପରେ ସରକାର ଚାପ ଦେବା ପାଇଁ ଚାହିଁଲେ ନାହିଁ । ଏହି କାରଣରୁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଏବେ ଫେରାଇବେ ନାହିଁ ବୋଲି ସରକାର ପୂର୍ବରୁ ଦେଇଥିବା ନିଷ୍ପତ୍ତିକୁ ସ୍ଥଗିତ କରିଛନ୍ତି । ଚାଷୀଙ୍କ ଉପରେ ଏଭଳି!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୫୯କରୋନା ପଜିଟିଭ ଚିହ୍ନଟ। (ମୋଟ ପଜିଟିଭଙ୍କ ସଂଖ୍ୟା ୮୯୯,ସୁସ୍ଥ୪୮୩,ମୋଟ ମୃତକଙ୍କ ସଂଖ୍ୟା…
କନ୍ଧମାଳ,୯/୮ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୫୯କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୮୯୯ରେ ପହଂଚିଛି।ସେଥିରୁ!-->…
Read More...
Read More...
ମାସ୍କ ବାଣ୍ଟିଲେ ମନ୍ତ୍ରୀ ଓ ସାଂସଦ
କରୋନା ମହାମାରୀର ମୁକାବିଲା ସହ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ହେଲେ ସାମାଜିକତ ଦୂରତା ଏବଂ ମାସ୍ତ୍ର ପରିଧାନ ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମୟରେ ଲୋକେ ମାସ୍କ ପାଇଁ ଗହଳି ଲଗାଉଥିବା ବେଳେ ଏହାର ସୁଯୋଗ ନେଇ ଦୋକାନୀମାନେ ନାହିଁନଥିବା ଦରବୃଦ୍ଧି କରୁଛନ୍ତି ।!-->…
Read More...
Read More...
ନୂଆଁଖାଇ ପାଇଁ କଟକଣା କୋହଳ ଦାବି କଲେ ସାଂସଦ ପୂଜାରୀ
ସମ୍ବଲପୁର : ସାଂସଦ ସୁରେଶ ପୂଜାରୀ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ଼ କଟକଣା କୋହଳ କରିବା ପାଇଁ ଓଡ଼ିଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାଂସଦ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ନୂଆଁଖାଇ ଆମ ଓଡ଼ିଶାର ଏକ ବିଶିଷ୍ଟ ଗଣପର୍ବ ଯାହାକି ପୃଥିବୀ ପ୍ରସିଦ୍ଧ!-->…
Read More...
Read More...