Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ଫୁଟିଛି ବିରଳ ସହସ୍ରଦଳ ପଦ୍ମଫୁଲ: ସମଗ୍ର ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା
ସମ୍ବଲପୁର:ଜଣେ ସ୍ଥାନୀୟ ଉଦ୍ୟମୀଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ସାଧାରଣତଃ ଲୋକେ ଶତଦଳ ପଦ୍ମଫୁଲ କୁ ଶ୍ରଦ୍ଧା ସହକାରେ ଭଗବାନଙ୍କ ପୂଜା ଓ ବିଶେଷକରି ମହାଲକ୍ଷ୍ମୀଙ୍କ ସାମ୍ନାରେ!-->…
Read More...
Read More...
ଆଜି ବୌଦ୍ଧରେ ଗୋଟିଏ କରୋନା ପଜିଟିଭ ଚିହ୍ନଟ, ପ୍ରଶାସନକୁ ମିଳିନି ସୂଚନା !
ବୌଦ୍ଧ,୫/୮ - ଆଜି ବୌଦ୍ଧଜିଲ୍ଲାରେ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୁର୍ବରୁ ବୌଦ୍ଧଜିଲ୍ଲାରେ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭକୁ ମିଶାଇଲେ ସଂକ୍ରମିତ ସଂଖ୍ୟା ୧୫୨ ହେବା କଥା!-->…
Read More...
Read More...
ଆଜି ନୂଆ ୭୨ ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରରେ ସ୍ଥିତି ଗମ୍ଭୀର ଗତ ୨୪ ଘଣ୍ଟା ମଧ୍ୟରେ କେହି ଆରୋଗ୍ୟ ହୋଇନାହାନ୍ତି
ସମ୍ବଲପୁର,୫/୮ - ଆଜି ସମଗ୍ର ସମ୍ବଲପୁର ଜିଲ୍ଲାରେ ୭୨ ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ଏଠାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୭ରେ ପହଞ୍ଚିଛି । ପୁଣି ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ କେହି ଜଣେ ମଧ୍ୟ କରୋନାରୁ ସୁସ୍ଥ ହୋଇନାହାନ୍ତି, ଯାହାକି ଚିନ୍ତା ବଢ଼ାଉଛି ।!-->…
Read More...
Read More...
ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ‘ପଦ୍ମ’…
ସୁବର୍ଣ୍ଣପୁର: ସମ୍ବଲପୁରୀ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ମହାନ ସାଧକ। ସମ୍ବଲପୁରୀ ସଙ୍ଗୀତ ଜଗତର ସମ୍ରାଟ ସ୍ବର୍ଗତ ଶ୍ରୀ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର 'ପଦ୍ମ' ପୁରସ୍କାରରେ ସମ୍ମାନିତ କରିବା ପାଇଁ ବିଜେପି ଜିଲ୍ଲା ସମ୍ପାଦକ ରାମ ଶଙ୍କର ଭୋଇ କେନ୍ଦ୍ର ପେଟ୍ରୋଲିୟମ!-->!-->!-->…
Read More...
Read More...
ବୌଦ୍ଧ : ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ
ବୌଦ୍ଧ,୬/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆ ସାରର ବସ୍ତା ପ୍ରତି ଦର ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ଡିଲର ମାନେ ୪୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଥିବା କୁହାଯାଉଛି । କୃଷି ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ!-->…
Read More...
Read More...
କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ଅସୁବିଧା ଦୂର କରିବାପାଇଁ ଦାବିପତ୍ର ପ୍ରଦାନ
ଫୁଲବାଣୀ,୬/୮: ଦିନକୁଦିନ କ୍ରମବର୍ଦ୍ଧିଷ୍ଣୁ କରୋନା ପ୍ରକୋପର ନିୟନ୍ତ୍ରଣ ପାଇଁ ସରକାର ଯତପରୋନାସ୍ତି ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି କିନ୍ତୁ ପ୍ରବାସୀ ଓ ଅଜଣା ବ୍ୟକ୍ତିଙ୍କ ଅନଧିକାର ଓ ଅମାନିଆ ଅନୁପ୍ରବେଶ ଯୋଗୁଁ ଆମ!-->…
Read More...
Read More...
ସ୍ୱାତୀର ସମ୍ପାଦକ ହରିଶଙ୍କରଙ୍କ ପିତୃ ବିୟୋଗ
ଫୁଲବାଣୀ,୬/୮: ସ୍ୱାତୀ ଅନୁଷ୍ଠାନର ସଂମ୍ପାଦକ ହରିଶଙ୍କର ରାଉତଙ୍କ ବାପା ସ୍ୱର୍ଗତ କାହ୍ନୁଚରଣ ରାଉତ ମଙ୍ଗଳବାର ୪ ତାରିଖ ସକାଳୁ ୮୬ବର୍ଷ ବୟସରେ ବ୍ରହ୍ମପୁରସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ଝିଅ ଓ ହରିଶଙ୍କରଙ୍କ ମାଆ ଉପସ୍ଥିତ ଥିଲେ । ଖବର ପାଇ!-->…
Read More...
Read More...
ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ
ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେ ବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା କିଣିବା ଅଭିଯୋଗ ରେ ସ୍ଥାନୀୟ ବୈଦ୍ୟନାଥ ଛକ ପାଖରୁ!-->…
Read More...
Read More...
ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ନିଜେ କେନ୍ଦ୍ର ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ମୋ ଦେହରେ!-->…
Read More...
Read More...
କୋଭିଡ୍ ସେଣ୍ଟରକୁ ଖଟିଆ ବୁହା ପ୍ରସଙ୍ଗ, ଘଟଣା ସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କୁ ଧମକ ଦେଲେ…
ବାଲିଗୁଡା/କ.ନୂଆଗାଁ-ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ସେମାନେ ସେମାନଙ୍କର ଅଧିକାର ପାଇବାରେ ସବୁଠାରେ ବିଫଳ।ଘରେ,ବାହାରେ,ବିଦ୍ୟାଳୟରେ ସବୁଠି ଉପେକ୍ଷିତ। ସେମାନଙ୍କ ପାଇଁ ସରକାର ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବହୁତ ଯୋଜନା କରୁଛନ୍ତି ସତ କିନ୍ତୁ ତାହା କେତେ ଫଳପ୍ରଦ ହେଉଛି!-->…
Read More...
Read More...