Browsing Category

ରାଜ୍ୟ

ପ୍ଲାଜମା ଦାନ କଲେ ଆଉ ଦୁଇ ପୁଲିସ ଅଧିକାରୀ

ଭୁବନେଶ୍ୱର : ଆଜି ଆଉ ଦୁଇଜଣ ପୁଲିସ ଅଧିକାରୀ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇଜଣ ଅଧିକାରୀ ହେଲେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ରବିନ୍ଦ୍ର ନାଥ ମହାପାତ୍ର ଓ ସୁଦର୍ଶନ ସେଠୀ । କଟକ ବଡ ଡାକ୍ତରଖାନାରେ ଏହି ଦୁଇ ଅଧିକାରୀ ପ୍ଲାଜମା ଦାନ କରିଥିବା ନେଇ
Read More...

ବୁଦାମୂଳରୁ ମିଳିଲା ନବଜାତ ଶିଶୁ

ଭୁବନେଶ୍ୱର : ଖୋର୍ଦ୍ଧା-ଜଟଣୀ ରାସ୍ତା ଚିନ୍ତାମଣିନଗର ରାସ୍ତାକଡ ବୁଦାମୂଳରୁ ଆଜି ପୁଣି ଗୋଟିଏ ନବଜାତ ଶିଶୁପୁତ୍ର ମିଳିଛି । ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଶିଶୁପୁତ୍ର କାନ୍ଦ ଶୁଣି ଜଟଣୀ ପୁଲିସକୁ ଖବର ଦେଇଥିଲେ । ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଦ୍ୟ ପ୍ରସବ ହୋଇଥିବା
Read More...

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା :କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଶ୍ରୀ ଅଭୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଭୁବନେଶ୍ୱର ସ୍ଥିତ ଜିଆର୍‌ପି ଥାନାରେ ପହଞ୍ଚି
Read More...

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି
Read More...

କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର
Read More...

ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ୭୪ କରୋନା ପଜିଟିଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ
Read More...

ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା

ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍‌ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ
Read More...

ଆଜି ପୁଣି ୧୧ ରୋଗୀ ଚିହ୍ନଟ, ମୋଟ ୪୬୩ ରେ ପଂହଚିଲା ପଜିଟିଭଙ୍କ ସଂଖ୍ୟା,୧ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪
Read More...

ବୌଦ୍ଧ : ବିରଞ୍ଚି ଧରୁଆ ହେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ : ଓଡିଶା ରାଜସ୍ୱ ସେବାର ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ନିଯୁକ୍ତ କରିଥିବା ବେଳେ ସେ ନିଜ ମୂଳ
Read More...