Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର : ସଟଡାଉନର ଜବରଦସ୍ତ ପ୍ରଭାବ ହେଲେ ଆଜିପୁଣି ୪ ସଂକ୍ରମିତ
ସୋନପୁର,୨୬/୭ - ଅନେକ କଟକଣା ଓ ସଚେତନତା ସତ୍ତେ୍ୱ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟାବିସ୍ତାର କରିଚାଲିଛି । ଶନିବାର ପୁଣି ଡୁଙ୍ଗୁରିପାଲି ବ୍ଲକରେ ୪ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ଗତକାଲି ସହଲା ଅଞ୍ଚଳରେ ଜଣଙ୍କ ରିପୋର୍ଟ ପଜିଟିଭ ଥିବାବେଳେ ଆଜିପୁଣି ଉକ୍ତ ଅଞ୍ଚଳ!-->…
Read More...
Read More...
ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୬/୭- ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ଜଣେ, ଗୁମ୍ମାରୁ ଜଣେ, ନୂଆଗଡ଼ ବ୍ଳକରୁ ୧୧ଜଣ, ପାରଳା ପୌର ପରିଷଦରୁ ୩୪ ଜଣ, ରାୟଗଡରୁ ୮ଜଣ ,ଆର ଉଦୟଗିରି ବ୍ଳକରୁ ୮ ଜଣ କାଶୀନଗର ବ୍ଳକରୁ ୩ ଜଣ ମୋହନା ବ୍ଳକରୁ!-->…
Read More...
Read More...
ଗୋପିନାଥ ଉନ୍ନୟନ ଓ ଯୁବ ସମାଜସେବୀଙ୍କ ଅସହାୟ ମହିଳାଙ୍କୁ ନୂତନ ଗୃହ ପ୍ରଦାନ
ଚଣ୍ଡିଖୋଲ : ବଡଚଣା ବ୍ଳକ ସୁଙ୍ଗୁଡା ପଞ୍ଚାୟତର ନିଶିମଳା ଗ୍ରାମର ଅସହାୟ ବୃଦ୍ଧା ଦୁରୀ ମଳିକଙ୍କୁ ଏକ ନୂତନ ପକ୍କାଘର ପ୍ରଦାନ କଲେ ଗୋପୀନାଥ ଉନ୍ନୟନ ପରିଷଦ ଓ ଯୁବ ସମାଜସେବୀ । ଅସହାୟ ବୃଦ୍ଧା ଦୁରୀ ମଳିକ ଦୀର୍ଘବର୍ଷ ଧରି ସରକାରଙ୍କ ଆକ୍ରୋସର ଶିକାର ହୋଇ ଅତି ଦୟନୀୟ ଅବସ୍ଥାରେ ଭୋକ!-->…
Read More...
Read More...
ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ
କଣ୍ଟାମାଳ : କଣ୍ଟାମାଳ ନିକଟ ବନ୍ଧପାଲି ହନୁମାନ ବାଟିକାଠାରେ ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ତଥା ଶୁଭେଚ୍ଛୁ ଶୁଭାଷ ବାରିକ, ଉମାକାନ୍ତ ପୁଟେଲ (ଡାକ୍ତର), ଝଶାରୀ ବାଘ,ତରଣୀ ନାଏକ, ଗୌରାଙ୍ଗ!-->…
Read More...
Read More...
କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା
ଭୁବନେଶ୍ୱର : ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର!-->…
Read More...
Read More...
ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ ଯୋଗାଇବ “ଓଡ଼ିଶା ମୋ ପରିବାର’ , ୩.୫ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ…
ଭୁବନେଶ୍ୱର : ବିଶ୍ୱ, ଦେଶ ତଥା ରାଜ୍ୟ ମହାମାରୀ କୋଭିଡ୍-୧୯ର ସଂକଟ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ରକ୍ତ ସଂଗ୍ରହରେ ତିରୋଟ ଦେଖାଦେଇଛି । ଥାଲାସେମିଆ ତଥା ଅନ୍ୟ ରୋଗର ଶିକାର ହେଉଥିବା ପାଖାପାଖି ୮୦ ହଜାର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ୫୬ଟି ରକ୍ତ!-->…
Read More...
Read More...
ଟ୍ରକ୍ ଦୁର୍ଘଟଣାରେ ଚାଳକ ଘଟଣା ସ୍ଥଳରେ ମୃତ
ଫୁଲବାଣୀ,୨୬/୭ - କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଗତ ରାତ୍ରିରେ କଟକରୁ ରାୟଗଡ଼ା ଯାଉଥିବା ଏକ ଆଇଚର୍ ଟ୍ରକରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ର ସାମଗ୍ରୀ ନେଇଯାଉଥିବା ବେଳେ ଭାରସାମ୍ୟ ହରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ!-->…
Read More...
Read More...
ବିନା କାଗଜପତ୍ର ଚାଲୁଛି ଲୋଡର, ପୁଲିସ୍ ଆଦାୟକଲା ୭୦ ହଜାର ଜୋରିମାନା
ଯୋଡା: ଖଣି ଅଞ୍ଚଳରେ ଅଧିକାଂଶ ଲୋଡର ବିନା କାଗଜପତ୍ରରେ ଚାଲୁଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଠାରେ ଏକ ପ୍ଲଟରେ ଲୁହା ପିଲେଟ ବୋଝେଇ କରୁଥିବା ଏକ ଲୋଡରକୁ ଯୋଡା ପୁଲିସ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏ.ଆର.ଟି.ଓ) ଜବତ କରି ୭୦ ହଜାର ୮ଶହ ୨୫ ଟଙ୍କା!-->…
Read More...
Read More...
କରୋନା ଯୋଦ୍ଧା ଭାବେ ସମ୍ବାଦିକ ବନ୍ଧୁମାନଙ୍କୁ ସାନିଟାଜର କିଟ୍ ଦେଲେ ଜିଲ୍ଲାପାଳ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳ ଶୁକ୍ରବାର ଅପରାହ୍ନ ସମୟରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ବନ୍ଧୁ ମାନଙ୍କୁୁ ସାନିଟାଜର କିଟ୍ ପ୍ରଦାନ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବୋଲେ ସେହି ସବୁ ଖବରକୁ ସାମ୍ବାଦିକ ବନ୍ଧୁମାନେ ଦିନ ରାତିକୁ ଖାତିର!-->…
Read More...
Read More...
ଆଜି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାହେଲା ୨୬୪
ସମ୍ବଲପୁର,୨୬/୭ - ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ୧୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛି । ଜିଲ୍ଲାର ଏପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ସମଗ୍ର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ଯାଇ!-->…
Read More...
Read More...