Browsing Category

ରାଜ୍ୟ

ମନରେଗାରେ ଗାଈ ଗୁହାଳ ଯୋଜନା ପ୍ରହସନ

ଦାରିଙ୍ଗବାଡି : ଗରିବ ଲୋକଙ୍କୁ ଯେଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେଉଛନ୍ତି ସେଭଳି ଗୃହ ପାଳିତ ପଶୁ ଗାଈ, ଛେଳି, ଘୁଷୁରି ଭଳି ପଶୁଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ମାଧ୍ୟମରେ
Read More...

ପ୍ରଶାସନର ନିଘା ନାହିଁ : ଦୁର୍ଘଟଣାରେ ଗୁରୁତର ଗାଈର ଚିକିତ୍ସା କରାଇଲେ ଟିମ୍ ହେଲ୍ପର ସଦସ୍ୟ

ବାଲିଗୁଡ଼ା: ଆଜିବି ବଞ୍ଚିଛି ମାନବିକତା । ହିନ୍ଦୁ ଧର୍ମରେ ଗୋ ସେବା କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଗାଇର ସେବା ଯତ୍ନ କରି ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ହେଲ୍ପର ସଦସ୍ୟମାନେ । ଖବର ଅନୁଯାୟୀ ଚାରିଦିନ ତଳେ ୫୯
Read More...

ରେକର୍ଡ : ୨୪ ଘଣ୍ଟାରେ ୧୨୬୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୩ ।୦୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ
Read More...

ହରଭଙ୍ଗା: ନୂତନ ବନୀକରଣ ପାଇଁ ଚାରା ପ୍ରସ୍ତୁତି

ହରଭଙ୍ଗା,୨୩/୭ – ଜଙ୍ଗଲ ଓ ପରିବେଶ ବିଭାଗ ଓ ମନରେଗା ଯୋଜନାର ଆର୍ଥିକ ସହାୟତାରେ ବୌଦ୍ଧ ବନଖଣ୍ଡ ଅଧୀନରେ ହରଭଙ୍ଗା ବନବିଭାଗ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣ ପାଇଁ ହରଭଙ୍ଗା ଶଗଡିଆ ନାଳ ଓ ଖରସଙ୍କୁଲେଇ ଠାରେ ଚାରାନର୍ସରୀ କରାଯାଇ ୧ଲକ୍ଷ ୫୦ ହଜାର ନୂତନ ଚାରା ପ୍ରସ୍ତୁତି
Read More...

ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ମନୋନୀତ

ପାରଳାଖେମୁଣ୍ଡି : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦଷ୍ୟ ଭବେ ମନୋନୀତ ହୋଇଛନ୍ତି । ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪/୦୭/୨୦୨୦ ୨୩/୦୭/୨୦୨୩
Read More...

ଶହ ଶହ ପ୍ରକଳ୍ପ ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି ଜିଲ୍ଲାରେ !

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅନେକ ଉନ୍ନୟନ ଯୋଜନାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସରକାରୀ ଯୋଜନାରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ କରାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକତାର ଘୋର ଅଭାବ ଯୋଗୁଁ
Read More...

ଭେଟଖୋଲ ଘାଟିରେ ଡକାୟତି : ୨ ଡକାୟତି ଗିରଫ

ଫୁଲବାଣୀ:-ଫୁଲବାଣୀ ସଦରଥାନା ଅନ୍ତର୍ଗତ ଭେଟଖୋଲ ଘାଟି ମଧ୍ୟ ଭାଗରେ ଅନୁଗୁଳ ଜିଲ୍ଲାର ଏକ ବୋଲେରୋକୁ ପଥର ମାରିବା ସହିତ ଡ୍ରାଇଭର ଠାରୁ ୭୨୦୦୦ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇଥିଲେ ୪ ଜଣ ଡକାୟତ । ଆଜି ଫୁଲବାଣୀ ସଦର ପୋଲିସ ଖୋଜିବା ସହିତ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କୋର୍ଟ ଚାଲାଣ
Read More...

ଖଜୁରିପଡାରେ ୩କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନର ତତ୍ପରତା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍ ନୂଆଗାଁ ଏବଂ ଟିଟ୍ରାପଙ୍ଗା ଅଂଚଳରେ ୩ ଜଣ କରୋନା ପଜିଟିଭ ଖବର ପରେ ତୁରନ୍ତ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଏବଂ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ପ୍ରମୁଖ
Read More...

ଦୁଇ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନ ସହିତ ନର୍ସିଂହୋମ ସିଲ୍‌

ସମ୍ବଲପୁର : ଏଠାକାର ସବୁଠୁ ବଡ଼ ଘରୋଇ ଚିକିତ୍ସାଳୟ ସଞ୍ଜିବନୀ ହସ୍ପିଟାଲରରେ ଗତରାତି ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେଠାକାର ଦୁଇଜଣ ବରିଷ୍ଠ ଡାକ୍ତର ଓ ୩୨ଜଣ କର୍ମଚାରୀ କ୍ୱାରେନଣ୍ଟାଇନକୁ ଯାଇଛନ୍ତି ଓ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି । ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ
Read More...

ଲଭ୍ ସେକ୍ସ୍ ଧୋକା : ପ୍ରତାରଣା ଓ ଗର୍ଭପାତ କରାଇଥିବା ଅଭିଯୋଗ, ପ୍ରେମିକ ଓ ଗର୍ଭପାତ କରାଇଥିବା ବ୍ୟକ୍ତି ଗିରଫ

ବାଲିଗୁଡ଼ା: ଲଭ୍ ସେକ୍ସ୍ ଧୋକା । ପ୍ରଥମେ ପ୍ରେମ,ପରେ ଶାରୀରିକ ସମ୍ପର୍କ ତା ପରେ ଗର୍ଭପାତ ଏବଂ ପ୍ରତାରଣା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଥାନା ଗ୍ରୀନ୍ ବାଡ଼ି ଅଞ୍ଚଳର ଆକାଶ ପ୍ରଧାନ ନାମକ ଜଣେ
Read More...