Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡି ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭିମନ୍ୟୁ ବେହେରା
ଦାରିଙ୍ଗବାଡି, ୧୬/୭- ଦାରିଙ୍ଗବାଡି ବ୍ଲକର ନୂତନ ବିଡିଓ ଭାବରେ ଅଭିମନ୍ୟୁ ବେହେରା ଗୁରବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାରିଙ୍ଗବାଡିରେ କାର୍ଯ୍ୟରତ ବିଡିଓ ଜଗଦୀଶ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ!-->…
Read More...
Read More...
ଗଜପତି ଜିଲ୍ଲା ଡିଆଇପିଆରଓ ରବିଚନ୍ଦ୍ର ନାୟକଙ୍କ ପରଲୋକ
ବୌଦ୍ଧ,୧୬/୭ - ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିଚନ୍ଦ୍ର ନାୟକଙ୍କ (୫୫ବର୍ଷ) ବୟସରେ ପରଲୋକ ହୋଇଯାଇଛି । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପୂର୍ବରୁ ହୃଦଘାତ ଜନିତ ସମସ୍ୟା ଥିଲା ଓ!-->…
Read More...
Read More...
ବିଶାଳକାୟ ବସୁଧା ଶୋଭା ପାଉଛି ହେଲେ ମେଣ୍ଟାଉନାହିଁ ଶୋଷ
କଣ୍ଟାବାଞ୍ଜି,୧୬/୭: ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଧ୍ୟାଙ୍ଗା ଗାଁ କୁ ପଶିଲେ ବସୁଧା ଯୋଜନା ରେ ନିର୍ମିତ ପାଣି ଟାଙ୍କି ଦେଖାଯାଏ । ପଛୁଆଁ ବ୍ଲକ ଏହି ସୁଖାଞ୍ଚଳ ଧାମନଧ୍ୟାଙ୍ଗା ଗାଁ ରେ ପିଇବା ପାଣି ସମସ୍ୟା ବସୁଧା ଯୋଗୁଁ ନଥିବା ଯେକେହି ଅନୁମାନ କରିବ । କିନ୍ତ ଏଠି ସବୁ ଓଲଟା!-->…
Read More...
Read More...
ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ କରୋନା ସଚେତନତା
ଫୁଲବାଣୀ,୧୬/୭: କରୋନା ମହାମାରୀ କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ସେ ତୁଳନାରେ ମଧ୍ୟ ସଂକ୍ରମିତ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଡାକ୍ତର ଟିମ,ସଫେଇ କର୍ମଚାରୀ ସହିତ ଆଶାକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଦିନରାତି!-->…
Read More...
Read More...
ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍ ଛାତ୍ରୀ ଶୁଭୋମିତା ଚକ୍ରବର୍ତ୍ତୀ ସର୍ବାଧିକ!-->…
Read More...
Read More...
ଭିନୀତ୍ ଅଗ୍ରୱାଲ ହେଲେ କନ୍ଧମାଳର ନୁତନ ଅରକ୍ଷୀ ଅଧିକ୍ଷକ
ଫୁଲବାଣୀ : କନ୍ଧମାଳ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଙ୍କର ଡିସିପି ଭାବରେ ପଦୋନ୍ନତି ହେବା ସହିତ ତାଙ୍କୁ କଟକ ଜିଲାକୁ ବଦଳି କରାଯାଇଛି । କନ୍ଧମାଳ ଜିଲାରେ କାର୍ଯ୍ୟକାଳରେ ସେ ଜିଲାରେ ଲୋକଙ୍କର ସୁବିଧା ଅସୁବିଧା ସହିତ ଜଡିତ ହେବା ସହ ମାଓ ଦମନ କାର୍ଯ୍ୟକୁ ମଧ୍ୟ ସୁଚାରୁ ରୁପରେ!-->…
Read More...
Read More...
ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ
ଆଜି ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ପଳାଶୁଣି ଠାରେ ବୃକ୍ଷ ରୋପଣ କରାଯାଇଛି।ଏଥିରେ ଅତିଥି ଭାବେ ରାଜ୍ୟ ଜଳ ଯୋଗାଣ କର୍ମଚାରୀ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଓ ସେବା ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ଅଶୀଳ କୁମାର ବ୍ରହ୍ମ ଯୋଗଦେଇ ଔଷଧୀୟ ଚାରା ରୋପଣ!-->…
Read More...
Read More...
ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ହରଭଙ୍ଗା,୧୬/୭ - ନୟାଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଡିଭିଜନ ଅଧିନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧୀନ ନୂଆପଡା ଗ୍ରାମରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ ବନ୍ୟପ୍ରାଣୀ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା,!-->…
Read More...
Read More...
ମଧୁପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୁଣ୍ଟବନ୍ଧ ସରପଞ୍ଚ
ବୌଦ୍ଧ,୧୬/୭ - ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିବା ମଧୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ମଧୁପୁର ଛକ ଓ ତତସଂଲଗ୍ନ ୫୦୦ ମିଟର୍ ଦୁରତା ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା!-->…
Read More...
Read More...
ତଦନ୍ତରେ ଶିଥିଳତା, ଆନ୍ଦୋଳନ ଧମକ ଦେଲେ ଅଭିଯୋଗକାରୀ
ବୌଦ୍ଧ,୧୬/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଶିମିଳିପଦର ଗ୍ରାମର ସୁଶାନ୍ତ ମିଶ୍ର ବୌଦ୍ଧସ୍ଥିତ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ!-->…
Read More...
Read More...