Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଞ୍ଜାମର ୮୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ ଅନ୍ତର୍ଗତ
ଭୁବନେଶ୍ୱର,(ହୀ.ପ୍ର): ରାଜ୍ୟରେ କରୋନା ମହାମାରୀ ବ୍ୟାପକତା ପାଇଁ ସଚରାଚର ଚିନ୍ତାର ବିଷୟ ହୋଇଥିବା ବେଳେ ହଟସ୍ପଟ ଜୋନରେ ଥିବା ଗଞ୍ଜାମ ଜିଲ୍ଲାର ୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ ଥିବା ଆଜି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏହି ଜିଲ୍ଲାର ୮୨!-->…
Read More...
Read More...
ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ବାର୍ଷିକ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳରୁ ଜଣାପଡିଛି ଯେ, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ!-->…
Read More...
Read More...
ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି :-ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୫ ଜଣ ଓ ପାରଳା ପୌରପରିଷଦରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ!-->…
Read More...
Read More...
ଯାତ୍ରୀ ପ୍ରତୀକ୍ଷାଳୟକୁ ପ୍ରଶାସନର ଦୃଷ୍ଟି କେବେ ?
ପାଟଣାଗଡ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବେଲପଡା ମୁଖ୍ୟରାସ୍ତା ବେଲପଡାଠୁ ମାତ୍ର କିଲୋମିଟର ମୁଣ୍ଡୋଦର୍ହ ଛକ । ଏଠି ଯାତ୍ରୀ ବିଶ୍ରାମଗାରଟିଏ ରହିଛି । ହେଲେ ଏହି ରାସ୍ତା ଦେଇ ଅନେକ ନେତା ଅଫିସରମାନେ ଯିବାଆସିବା କରିଥାନ୍ତି । ଉଣା ଅଧିକେ ଜିଲ୍ଲାରୁ ପଞ୍ଚାୟତ ଯାଏଁ ଏହି ଗାଁର!-->…
Read More...
Read More...
କରୋନା ସଂକ୍ରମଣ ଯୋଗୁଁ ଭିମସାରରେ ସ୍ଥିତି ବିପନ୍ନ : ସମ୍ବଲପୁର ଜିଲ୍ଲାରେ ପୁଣି ୧୦ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଅଞ୍ଚଳର ସବୁଠାରୁ ବଡ଼ ହସ୍ପିଟାଲ "ଭିମସାର" ହେଉଛି ବର୍ତ୍ତମାନ କୋଭିଡ ନୋଡାଲ ସେଣ୍ଟର ଓ ସେଠାରେ ହଠାତ୍ କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସାଂଘାତିକ ସ୍ଥିତି ସାମ୍ନାକୁ ଆସିଛି । ସେଠାରେ ଆଜି ଜଣେ ଡାକ୍ତର ଓ ଦୁଇଜଣ ସେବିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ବିଭାଗରେ!-->…
Read More...
Read More...
ଝାଡ୍ରାଜିଙ୍ଗ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୫/୭ : ଗତକାଲି ବୌଦ୍ଧ ସହର, ପୁରୁଣାକଟକ ଓ ମଥୁରା ଅଂଚଳରୁ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଚାରିଛକ ଅଂଚଳରୁ ପୁଣି ୨ ଜଣ କରୋନା ସଂକ୍ରମଣ ଥିବା ରିପୋର୍ଟ ଆସିଛି । ଆଜିର ୨ ଜଣ ବ୍ୟକ୍ତିଙ୍କୁ ମିଶାଇଲେ ବୌଦ୍ଧ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୨ରେ ପହଞ୍ଚିଛି!-->…
Read More...
Read More...
ସାଂଘାତିକ ହେଉଛି ରାଜ୍ୟରେ କରୋନା ସ୍ଥିତି : ପୁଣି ୬୧୮ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳରେ ସଟଡାଉନ ଘୋଷଣା କରୁଥିଲେ ମଧ୍ୟ ତାହା ସ୍ଥିତିକୁ ସୁଧାରିବାରେ ସଫଳ ହୋଇପାରୁନାହିଁ । ଆଜି ପୁଣି ରାଜ୍ୟରେ ୬୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ!-->…
Read More...
Read More...
ମହାନଦୀ ବ୍ରିଜରୁ ଡେଇଁପଡିଲେ ମହିଳା
ସୋନପୁର : ଗତକାଲି ସଂଧ୍ୟାରେ ସୋନପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁପଡିଲେ ଜଣେ ମହିଳା । ସଂନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ତାଙ୍କ ପତ୍ନୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ ।!-->…
Read More...
Read More...
ରିପୋର୍ଟ ନେଗେଟିଭ ଆସିଲେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆଶାବାଦୀ ପୁଅ
ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମର ୫୨ ବର୍ଷିୟ ପଞ୍ଚୁ ଦନାୟକଙ୍କ ଗତ ଗୁରୁବାର ଦିନ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ଦନାୟକ ରୋଜଗାର କରିବା ପାଇଁ ସୁରଟକୁ କାମ କରିବାକୁ ଯାଇଥିବାରୁ ଶେଷ ସମୟରେ ବାପାଙ୍କ ମୁହଁ ଦେଖି ପାରିଲେ ନାହିଁ । ବାପାଙ୍କ ମ୍ରୁତ୍ୟୁ ଖବର ପରିବାର!-->…
Read More...
Read More...
ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ
ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇ ପଡୁଛି । ଉକ୍ତ ରାସ୍ତା ଉପରେ ସମଗ୍ର ରେଙ୍ଗାଲି ଗ୍ରାମ ପଂଚାୟତର ଲୋକ ପଂଚାୟତ କାର୍ଯ୍ୟାଳୟକୁ!-->…
Read More...
Read More...