Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଘନଦୀରେ ଭାସି ଯାଇଥିବା ଟ୍ରାକ୍ଟର ଉଦ୍ଧାର
ବୌଦ୍ଧ,୫/୭ - ହଠାତ୍ ବାଘନଦୀରେ ବନ୍ୟା ଜଳ ମାଡି ଆସିବାରୁ ଗତକାଲି ଭାସି ଯାଇଥିବା ଟ୍ରାକ୍ଟର ଆଜି ହାଇଡ୍ରା ଯୋଗେ ଉଦ୍ଧାର କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଶଗଡା ଗ୍ରାମ ପଂଚାୟତର କନପା ଗ୍ରାମ ନିକଟ ଦେବତା ଘାଟରେ ବାଘ ନଦୀ ଉପରେ ବ୍ରିଜ କାମ ପାଇଁ!-->…
Read More...
Read More...
ବଙ୍ଗରୁ ପାହାଡ଼ ଉପରେ ୪ମାଓବାଦୀଙ୍କ ମୃତ ଶରୀର ଠାବ
ଫୁଲବାଣୀ,୫/୭- କନ୍ଧମାଳ ଜିଲ୍ଲା ପୁଲିସର ଏସ୍ଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ!-->…
Read More...
Read More...
କିସ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ
ପାଟଣାଗଡ,୫/୭ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କିସ୍ ଆଦିବାସୀ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ଏକ ବସ୍ରେ କିସ୍ ପ୍ରତିଷ୍ଠାତ ଡ. ଅଚ୍ୟୁତ!-->…
Read More...
Read More...
ପାରାଦ୍ୱୀପ ବନ୍ଦର ପକ୍ଷରୁ ବନ ମହୋତ୍ସବ ପାଳିତ
ପାରାଦ୍ୱୀପ : ସାରା ଦେଶରେ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସଂପ୍ରତି କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା କରି ପାରାଦ୍ୱୀପ ବନ୍ଦର ପକ୍ଷରୁ ଏହି ଉତ୍ସବକୁ ସାଧାରଣ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ମେରାଇନ୍ ଡ୍ରାଇଭ କଡରେ!-->…
Read More...
Read More...
ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲାରେ ସଟ୍ ଡାଉନ
ପାରଳାଖେମୁଣ୍ଡି, ୫/୭- ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଏହି ସଟ ଡାଉନ ସମୟରେ ଔଷଧ ଦୋକାନ ଦୁଗ୍ଧ ଓ ଗ୍ୟାସ!-->…
Read More...
Read More...
ପାଗଳା ଗାଈ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ,୫/୭ - ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଗୋଟିଏ ପାଗଳା ଗାଈ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ଧାପଥର ଗ୍ରାମର ଗୋଟିଏ ଗାଈ କୁକୁର କାମୁଡାରେ ଆକ୍ରାନ୍ତ ହୋଇ ପାଗଳ ହୋଇ ଯାଇଛି । ତାର ଦେହରେ କୁକୁର ଭଳି ସବୁ!-->…
Read More...
Read More...
ଶ୍ରୀକାନ୍ତ ମାଧବ ବୈଦ୍ୟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ନୂତନ ଅଧ୍ୟକ୍ଷ
ପାରାଦ୍ୱୀପ : ରାଷ୍ଟ୍ରୟତ ଉଦ୍ୟେଗ ଇଣ୍ଡିଆନ ଅଏଲ୍ କର୍ପୋରେସନର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସଂଜୀବ ସିଂହ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଉରକେଲା ଏନ୍ଆଇଟି ରୁ କେମିକାଲ ଇଂଜିନିୟରିଂ କରିଥିବା ଶ୍ରୀ ବୈଦ୍ୟ ଦୀର୍ଘ ୩୪ବର୍ଷ!-->…
Read More...
Read More...
ଇତିହାସ ରଚିଲା ପାରାଦ୍ୱୀପ ବନ୍ଦର , ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର
ପାରାଦ୍ୱୀପ: ସାରା ବିଶ୍ୱରେ କୋଭିଡ୍-୧୯ ପ୍ରଭାବରେ ବ୍ୟବସାୟ, ଯୋଗାଣ ଓ ରପ୍ତାନୀ ଆମଦାନୀ ଇତ୍ୟାଦି କ୍ଷତିଗ୍ରସ୍ତ ହେଉଥିବା ବେଳେ ଏସବୁଥିରେ ଶିଥିଳତା ଦେଖାଯାଉଛି । ତେବେ ଏସବୁ ପ୍ରତିବନ୍ଧକ ସତ୍ୱେ ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ରେ ଦେଶର ବୃହତ ବନ୍ଦର!-->…
Read More...
Read More...
ଗଜପତିରେ ପୁଣି ୧୨ ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି,୫/୭- ଗଜପତିରେ ପୁଣି ୧୨ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, କୋଭିଡ ଯୋଦ୍ଧା ୧୦ଜଣ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ!-->…
Read More...
Read More...
ଆଜି ସମ୍ବଲପୁର ଜିଲ୍ଲାରେ୧୩ କରୋନା ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜି ୧୩ଜଣଙ୍କୁ ନୂଆ କରୋନା ପଜିଟିଭ ଚିହ୍ନଟ କରାଯାଇ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ରହିଛି । ସମଗ୍ର ଜିଲ୍ଲାରେ ଗୋଟିଏ ଦିନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ମାମଲା । ଏହା ସହିତ ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ଓ!-->…
Read More...
Read More...