Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାତଳୀକ୍ଷେତ୍ର ରେ ଗଡ଼ିଲାନି ରଥ ନୀତି କାନ୍ତି ସହ ପାଳନହେଲା ବିଧି
ସୁବର୍ଣ୍ଣ ପୁର ଜିଲ୍ଲାରକୋଟସମଲାଇ ସ୍ଥିତ ପାତଳୀ କ୍ଷେତ୍ର ରେ ଆଜି ଗଡ଼ି ଲାଣି ରଥ l କରୋ ନା କଟକଣା ତଥା ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କ୍ରମେ ପ୍ରଶାସନ ର ବାରଣ ହେତୁ ଆଜି ଶ୍ରୀଜଗନ୍ନାଥ ଙ୍କ ଆଦି ଲୀଳା କ୍ଷେତ୍ର ରେ କେବଳ ରୀତିନୀତି ରେ ସୀମିତ ରହିଛି ଠାକୁର ଙ୍କ ଘୋଷ ଯାତ୍ରା l ଆଜି!-->…
Read More...
Read More...
ବୌଦ୍ଧରେ କଟକଣା ଢିଲା: ବିିଧି ଅନୁଯାୟୀ ସବୁଠି ରଥଯାତ୍ରା ହେଲା ପାଳନ
ବୈାଦ୍ଧ : ବିନା ଭକ୍ତ ଓ ବିନା ରଥରେ ଚଳିତବର୍ଷ ରଥଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ଆଦେଶ ଦେଇଥିଲା । ଜିଲ୍ଲା ପ୍ରଶାସନ ତଥା ବୌଦ୍ଧ ଦେବୋତ୍ତ ଅଧୀନରେ ଥିବା ୪ଟି ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ୮୦ ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ଗତକାଲି ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ!-->…
Read More...
Read More...
ସିମନବାଡ଼ି ରେ ରଥଯାତ୍ରା ବନ୍ଦ ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ,ମନ୍ଦିର ଭିତରେ ପାଳନ ହେଲା ଦେଵନୀତି
ଦାରିଙ୍ଗବାଡ଼ି : କରୋନା ର ଭୟାବହ ତା କାରଣରୁ ସୁପ୍ରିମକୋର୍ଟ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ l ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମରେ ବହୁ ବର୍ଷ ଧରି ପାଳନ ହୋଇଆସୁଥିବା!-->…
Read More...
Read More...
ଦାରିଙ୍ଗବାଡ଼ି ବନବିଭାଗ ତରଫରୁ କୁଟୁରା ଉଦ୍ଧାର
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଏ-ଡକେବାଡ଼ି ଅଞ୍ଚଳରୁ ଏକ କୁଟୁରାକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ ପାଖ ଜଙ୍ଗଲରୁ ଏକ କୁଟୁରା ଟି ଏ-ଡକେବାଡ଼ି ଅଞ୍ଚଳକୁ ଆସି ଲଡୁକିଶୋର!-->…
Read More...
Read More...
ବଡରମା ଅଭୟାରଣ୍ୟ ରେ କର୍ଲାପତରିଆ ବାଘର ମୃତଦେହ ଠାବ :ମୃତ୍ୟୁର କାରଣ ଅସ୍ପଷ୍ଟ
ସମ୍ବଲପୁର: ଏହି ଜିଲ୍ଲାର ବାମରା ବନ୍ଯପ୍ରାଣୀ ଡିଭିଜନ ଅନ୍ତର୍ଗତ ବଡରମା ଅଭୟାରଣ୍ୟର କ୍ଯାମ୍ପ ୭ ଅଞ୍ଚଳରେ ଏକ ଅଣ୍ଡିରା କର୍ଲାପତରିଆ ବାଘର ମୃତଦେହ ଠାବ କରାଯାଇଛି ଓ ବାଘଟି ଏକ ପଥରଗଦା ମଧ୍ୟରେ ଶୋଇଥିବା ସମୟ ରେ ମରିଥିବା ଜଣାପଡୁଛି । ଏହି ଅଭୟାରଣ୍ୟ ରେ ତିନୋଟି କର୍ଲାପତରିଆ ବାଘ ରହୁ!-->…
Read More...
Read More...
କରୋନା ପାଇଁ ଫିକା ପଡ଼ିଲା ରଥଯାତ୍ରା
ଫୁଲବାଣୀ :ଆଜି ହେଉଛି ପବିତ୍ର ରଥଯାତ୍ରା ସମଗ୍ର ବିଶ୍ୱ କରୋନା ମହାମାରୀ କବଳରେ କବଳିତ ଏହାକୁ ଆଖି ଆଗରେ ରଖି କେବଳ ପୁରୀକୁ ଛାଡ଼ି ସବୁଜିଲ୍ଲାରେ ରଥଯାତ୍ରା ବନ୍ଦ କରାଯାଇ ମନ୍ଦିର ପରିସରରେ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ଜଗନ୍ନାଥ ମନ୍ଦିରରେ!-->!-->!-->…
Read More...
Read More...
ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ବୌଦ୍ଧ -ମନମୁଣ୍ଡା ଥାନା ବିଲାସପୁର ଗ୍ରାମ ପଂଚାୟତର ବଡ଼ ରାହାଜୋର୍ ଗ୍ରାମରେ ଆଜି ଅପରାନ୍ହ ସମୟରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଅପରାହ୍ନ ଘ 3. 30 ମିନିଟ ସମୟରେ ନିଜ ଘରେ କୌଣସି ପ୍ରକାରେ ବଡ଼ ରାହାଜୋର୍ ଗ୍ରାମର ସୁବାସ!-->!-->!-->…
Read More...
Read More...
ବାଇକ ଧକ୍କାରେ ଯୁବକ ଗୁରୁତର
ବୌଦ୍ଧ - ଆଜି ସନ୍ଧ୍ୟା 7 ଘଣ୍ଟା 30 ମିନିଟ ସମୟରେ ସରସରା ନିକଟ ମଡେଲ୍ ଡ଼ିଗ୍ରୀ କଲେଜ୍ ସାମ୍ନାରେ ବାଇକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମଥୁରା ଗ୍ରାମର ସୁଜିତ୍ ସାଣ୍ଡ ନିଜ ବାଇକ ଯୋଗେ ବଉଦ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର୍ 57 ର!-->…
Read More...
Read More...
ଶାନ୍ତିଶୃଙ୍ଖଳା ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ସଂପନ୍ନ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ
ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଶାନ୍ତିଶୃଙ୍ଖଳାସହ ଠିକ୍ ସମୟରେ ନୀତିକାନ୍ତି ସଂପନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି କୋଭିଡ-୧୯ର ଗାଇଡଲାଇନକୁ ପାଳନକରି କାର୍ଯ୍ୟକରିଥିବା ସେବାୟତ, ପୁରୀ ଜିଲ୍ଲା!-->…
Read More...
Read More...
ଜାଲ ନୋଟ ଛପାଳି ଗିରଫ, ଛପା ଟଙ୍କା ସହ ମେସିନ ଜବତ
କନ୍ଧମାଳ : ଫିରିଙ୍ଗିଆ ଥାନାକୁ ବଡ ସଫଳତା ମିଳିଛି ୨ ଦିନ ପୂର୍ବେ ଜାଲ ନୋଟ୍ ସହ ଗଞ୍ଜେଇ ବେପାରୀକୁ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ ଆଜି ଜାଲ ନୋଟ ତିଆରି କରୁଥିବା ଯୁବକକୁ ଗିରଫ କରିଛି । ଏହି ଜାଲ ନୋଟ ତିଆରି କରୁଥିଲେ ଫୁଲବାଣୀ ସଦର ମହକୁମା ଚିତ୍ରକୁଟା ସାହିର ଆକାଶ କୁମାର ନାୟକ!-->…
Read More...
Read More...