Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମନମୁଣ୍ଡା ମଣ୍ଡିରେ ଭିଜୁଛି ଶହଶହ ବସ୍ତା ରବିଧାନ
ବୌଦ୍ଧ: କଣ୍ଟାମାଳ ବ୍ଲକ ମନମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ବାସୁଦେବପାଲିସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କରାଯାଇଥିବା ରବି ଧାନ ମଣ୍ଡିରେ ଚାଷୀଙ୍କ ଶହଶହ ବସ୍ତା ଧାନ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳୁଛି । ଟୋକନ ପାଇ ଚାଷୀମାନେ ବିକ୍ରିପାଇଁ ମଣ୍ଡିକୁ!-->…
Read More...
Read More...
ବିନା ମୁଖ୍ୟ କିରାଣୀରେ ବର୍ଷବର୍ଷ ଧରି ଚାଲିଛି ଡିଇଓ ଅଫିସ
ବୌଦ୍ଧ: ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେଲା ମୁଖ୍ୟକିରାଣୀ ପଦବୀ ଖାଲି ପଡିଥିବାବେଳେ ଜନୈକ ବରିଷ୍ଠ କିରାଣୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱରେ ରଖାଯାଇଥିବାରୁ କୌଣସି କାମ ଠିକଣା ସମୟରେ ହୋଇପାରୁନଥିବା ଅଭିଯୋଗ ହେଉଛି । ପୂର୍ବରୁ ମୁଖ୍ୟକିରାଣୀ ଥିବା ଶଙ୍କର୍ଷଣ!-->…
Read More...
Read More...
ବୌଦ୍ଧରେ ଖୋଲିବ ଆଉ ୪ଟି ବିଦେଶୀ ମଦ ଦୋକାନ!
ବୌଦ୍ଧ: ବୌଦ୍ଧଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଓ ଗୋଟିଏ ବାର୍ ଥିବାବେଳେ ସରକାର ଆଉ ୪ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଖୋଲିବାପାଇଁ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି । ଜିଲ୍ଲାସ୍ତରରୁ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇ ସରକାରଙ୍କ ଅନୁମୋଦନ ପାଇଁ!-->…
Read More...
Read More...
ନଦୀ ମଝିରେ ଘର….
ବୌଦ୍ଧ: ମହାନଦୀ ମଝିରେ ଥିବା ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡରେ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଉଭୟ ୱାର୍ଡରେ ୧୫ଶହରୁ ଅଧିକ ଲୋକ ବାସକରନ୍ତି । ଖାଇବା ପିଇବା ପାଇଁ ମର୍ଜାକୁଦ ଅଧିବାସୀମାନେ ସିଧାସଳଖ ମହାନଦୀ ଉପରେ ହିଁ ନିର୍ଭର!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ
ଟିଟିଲାଗଡ: ଦ୍ରୁତଗତିରେ ଆସୁଥିବା ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଏନ୍ ଏଚ୍-୨୬ କୁସୁମଖାଲ ନିକଟରେ ରାସ୍ତାରୁ ଓଲ୍ଲାଇ ଏକ ଗଛରେ ପିଟିହୋଇଥିଲା । ଘଟଣାସ୍ଥଳରେ ଚାଳକ ଅନଗୁଳ ଜିଲ୍ଲା କଳାମାଣ୍ଡିଆ ନିବାସୀ ବସନ୍ତ ମାଝୀଙ୍କ ମୃତ୍ୟୁ ହୋଇଥିଲା । ସଇତଲା ଥାନାଧିକାରୀ ଦୁର୍ଘଟଣା ସ୍ଥଳରେ!-->…
Read More...
Read More...
ରକ୍ତଦାନ ଶିବିର ଅନୁଷ୍ଠିତ : ୨୦ ୟୁନିଟ ରକ୍ତ ସଂଗ୍ରହ
ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ରକ୍ତଦାନ ଭଣ୍ଡାରରେ ରବିବାର ଗଜପତି ଜିଲ୍ଲା ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି!-->…
Read More...
Read More...
ସିଣ୍ଡିବୁରକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା
ପାରଳାଖେମୁଣ୍ଡି :ସବୁବେଳେ କିଛି ନୂତନ କାମ କରି ଚର୍ଚ୍ଚାରେ ରୁହନ୍ତି ଗଜପତି ଏସପି ସାରା ଶର୍ମା କେତେବେଳେ ଭୋକିଲାକୁ ଖାଦ୍ୟ ଦେଇ ତ କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି ଟିମ ଗଠନ କରି । ହେଲେ ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଭୁବୁନି ପଞ୍ଚାୟତର ପାହାଡିଆ ଏକ ଆଦିବାସୀ ଅଧ୍ୟୁଷିତ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା : କରୋନାମୁକ୍ତର ୨୪ଘଣ୍ଟା ପରେ ପୁଣି ୨ଆକ୍ରାନ୍ତ
ସୋନପୁର : ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୨୪ଘଣ୍ଟା ପରେ ପୁଣି ୨ଜଣ ଙ୍କ ଆକ୍ରାନ୍ତ ଖବର ଜନସାଧାରଣ ରେ ନୈରାଶ୍ୟ ଖେଳେଇଦେଇଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ କରୋନା ମୁକ୍ତ ଥିବାବେଳେ ଗତକାଲି ର ଆକ୍ରାନ୍ତ ଲିଷ୍ଟରେ ଜଣେ!-->…
Read More...
Read More...
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ସଂଯୁକ୍ତା ନାୟକଙ୍କୁ ନିଯୁ୍କ୍ତି, ବିଭିନ୍ନ ମହଲରେ ସ୍ୱାଗତ
ବୌଦ୍ଧ : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ଏଥିରେ ବୌଦ୍ଧ ଜିଲ୍ଲାରୁ ବୌଦ୍ଧଗଡ ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ନୂତନ ଭାବେ ରାଜ୍ୟ!-->…
Read More...
Read More...
ଦେବନଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଏକ ଭିନ୍ନ ଉଦ୍ୟମ
ସମ୍ବଲପୁର : ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରପ୍ରସାର ଦିଗରେ ୨୦୧୬ ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପୁଣି ଏକ ନୂଆ ଉଦ୍ୟମ କରିଛି । ସମ୍ବଲପୁରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାପାଇଁ ଆନ୍ଦୋଳନ ଚାଲିଛି । ତେବେ ଓଡିଆ!-->…
Read More...
Read More...