Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଉ ଜଣେ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା
ସମ୍ବଲପୁର :ଆଜି ଆଉଜଣେ ୩୨ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା୨୪ରେ ପହଞ୍ଚିଛି । ଏହି ଜଣକ ଦିଲ୍ଲୀରୁ ଏଠାକୁ ଆସିବା ପରଠାରୁ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ଅନୁଧ୍ୟାନ ପାଇଁ ରଖାଯାଇଥିଲା ଓ ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରିବାରୁ!-->…
Read More...
Read More...
ବୌଦ୍ଧ: ଡାକ୍ତରଙ୍କ ରିପୋର୍ଟ ନେଗେଟିଭ ଆସିବାପରେ ଲୋକେ ଆଶ୍ୱସ୍ତ
ବୌଦ୍ଧ : ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଖମାରସାହିର କରୋନା ଆକ୍ରାନ୍ତକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କଠାରେ ଚିକିତ୍ସିତ ହୋଇଥିବା ରୋଗୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି । ଡାକ୍ତରଙ୍କୁ ପ୍ରାୟ ସପ୍ତାହେ ହେଲା ହୋମ!-->…
Read More...
Read More...
ବେଦାନ୍ତ ଦ୍ୱାରା ଏହାର କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ : କୋଭିଡ ରିଲିଫ ପ୍ରୟାସରେ ସେମାନଙ୍କର ଅବଦାନ ପାଇଁ ୨୨ଟି…
ଭୁବନେଶ୍ୱର : ଦେଶର ୭ଟି ସ୍ଥାନରେ କରୋନା ମୁକାବିଲା ପରିପ୍ରେକ୍ଷୀରେ ଉନ୍ନତମାନର ପଦକ୍ଷେପ ନେଇଥିବା କୋଭିଡ ଯୋଦ୍ଧାମାନଙ୍କୁ ସ୍ୱୀକୃତି ଏବଂ ଉତ୍ସାହିତ କରିବା ପାଇଁ ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ, ବେଦାନ୍ତ କେୟାର୍ସ ନାମ୍ନୀ ଏକ ଡିଜିଟାଲ ପଦକ୍ଷେପ ନେଇଛନ୍ତି । ବେଦାନ୍ତର!-->…
Read More...
Read More...
କୋଭିଡ଼ ଯୋଦ୍ଧାଙ୍କୁ ବେଦାନ୍ତ ପକ୍ଷରୁ ସମ୍ମାନ
ଭୁବନେଶ୍ୱର : ବେଦାନ୍ତ କେୟାରସ ଓ ପ୍ରଥମ ଇ-ଟାଉନହଲ ପକ୍ଷରୁ ଗୋଷ୍ଠୀ ସହଯୋଗରେ କଂପାନୀ ସହ ୭ଟି ସ୍ଥାନରେ ସହଭାଗିତା କରିଥିବା କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କାର୍ଯ୍ୟ ପ୍ରତି ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ବେଦାନ୍ତ ଚେୟାରମ୍ୟାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି!-->…
Read More...
Read More...
ରାଜ୍ୟରେ ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୪୦୫୫କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ !
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ ମାନେ ପହଞ୍ଚି ଯାଇଥିବା ନେଇ ଜନସାଧାରଣରେ ଆଲୋଚନା ହେଉଛି । ସାମାଜିକ ଗଣମାଧ୍ୟମରେ ପଙ୍ଗପାଳମାନଙ୍କ ଫଟୋ ଭାଇରାଲ୍ ହେଉଛି । ବଡ଼ ବଡ଼ ଦଳରେ ନ ଆସି ବିକ୍ଷିପ୍ତ ଭାବରେ ଛୋଟ ଛୋଟ ଦଳରେ ଆସି ଅନେକ ସ୍ଥାନରେ ପହଞ୍ଚି ଥିବା ଶୁଣିବାକୁ ମିଳେ । କୃଷି ବିଭାଗ!-->…
Read More...
Read More...
ବୌଦ୍ଧରେ ରଥଯାତ୍ରା ହେବ ତ ! ଆଶା ଓ ଆଶଙ୍କା ମଧ୍ୟରେ ରଥ ମରାମତି ଆରମ୍ଭ
ବୌଦ୍ଧ:- ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ରାଜଧାନୀ ବୌଦ୍ଧ ସହରରେ ୪ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜୁଡା ସମୟରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସିଛି । ଦେଶ ସ୍ୱାଧୀନତା ପରେ ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳିତ ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଚଳିତବର୍ଷ!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀକୁ ବିରୋଧ
ବୌଦ୍ଧ: ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଙ୍ଗୀତ ଭାବରେ କ୍ୟାବିନେଟରେ ମଞ୍ଜୁରୀ ମିଳିବାପରେ ସାରା ପଶ୍ଚିମ ଓଡିଶାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳୁଛି । ସେହି କ୍ରମରେ କୋଶଲ ରାଜ୍ୟ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ପକ୍ଷରୁ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଗତକାଲି ମନମୁଣ୍ଡା!-->…
Read More...
Read More...
ବିଶ୍ବ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଶିବିର
ବିଶ୍ବ ରକ୍ତଦାନ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାତା ସଙ୍ଘ ସୁବର୍ଣପୁର ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଆୟୋଜିତ ଏହି ଶିବିରରେ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ତା ସହ ଜିଲ୍ଲାରେ ରକ୍ତଦାନ ପରି ମହତ!-->…
Read More...
Read More...
କଳିଙ୍ଗା ଘାଟିରେ ଡକାୟତି ଘଟଣାରେ ତିନିଜଣ ଡକାୟତ ଗିରଫ
ବାଲିଗୁଡ଼ା: କଳିଙ୍ଗା ଘାଟିରେ ଡକାୟତି ଘଟଣାରେ ତିନିଜଣ ଡକାୟତଙ୍କୁ ଗିରଫ କଲା ଜି.ଉଦୟଗିରି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୫୦୦୦ଟଙ୍କା ସହ ୫ଟି ମୋବାଇଲ୍, ଦୁଇଟି ମୋଟରସାଇକେଲ,ଖଣ୍ଡା,କାତି ଓ ଲାଠି ଜବତ କରିଛି ପୋଲିସ୍ । ଗିରଫ ସମସ୍ତ ଡକାୟତ ଜି.ଉଦୟଗିରି ଥାନା କଳିଙ୍ଗା ଗ୍ରାମ ଅଞ୍ଚଳର!-->…
Read More...
Read More...