Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ବ ରକ୍ତଦାନ ଦିବସରେ ଶିକ୍ଷା ନିକେତନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୨୫ ୟୁନିଟ୍ ରକ୍ତ ସଂଗ୍ରହ
ବାଲିଗୁଡ଼ା: ବିଶ୍ବ ରକ୍ତଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଓ ଫାରେଲ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।!-->…
Read More...
Read More...
ଅଭିନେତା ବିଜୟ ମହାନ୍ତି ଓଡିଶା ଫେରିଲେ
ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ଓଡିଶା ମାଟିରେ ପହଞ୍ଚିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମ କ୍ରମେ ସେ ଗତକାଲି ଏକ ଉନ୍ନତମାନର ଆମ୍ବୁଲାନ୍ସରେ ସଡକପଥ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ପୁଣି ଏକ ଘରୋଇ!-->…
Read More...
Read More...
ପୁଣି ଭୁବନେଶ୍ୱରରେ ୧୬ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପାଇଁ ଚଳିତ ମାସଟି ଗୁରୁତ୍ୱପୂର୍ଣ୍ଣ ବୋଲି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ କହିଥିଲେ । ଏହି ସମୟରେ ଆମେ ସମସ୍ତେ ଅଧିକ ସତର୍କ ହେଲେ ଏହାକୁ ଜିତିବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ହେଲେ ପହିଲି ରଜର ପୂର୍ବଦିନ ରାଜ୍ୟର ହାଟ!-->…
Read More...
Read More...
ମଟର ପୋଡିକୁ ୩ ମାସ ହେଲା : ପଦ୍ମନପୁରକୁ ଜଳଯୋଗାଣ ବନ୍ଦ, ଲୋକେ ପାଣିପାଇଁ ହନ୍ତସନ୍ତ
ବୌଦ୍ଧ/ଜହ୍ନାପଙ୍କ:ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସମନ୍ୱୟ ଅଭାବରୁ ପାନୀୟଜଳ ପ୍ରକଳ୍ପ ଠିକଭାବେ ଚାଲୁନଥିବା ଅଭିଯୋଗ!-->…
Read More...
Read More...
ବନବିଭାଗ ଦ୍ୱାରା କୁଟୁରା ଉଦ୍ଧାର
ବୌଦ୍ଧ: ବୌଦ୍ଧରେଞ୍ଜ ଅନ୍ତର୍ଗତ ବଘିଆପଡା ସେକସନ୍ର କନକପୁର ଗ୍ରାମ ନିକଟରୁ ବନବିଭାଗ ଏକ କୁଟୁରାକୁ ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କନକପୁର ଗ୍ରାମ ନିକଟରେ ଥିବା ଏକ କଦଳୀ ବଗିଚା ମଧ୍ୟରେ ଏକ ଜଙ୍ଗଲୀ କୁଟୁରା ବାଟବଣା ହୋଇ ରହିଯାଇଥିବା ସ୍ଥାନୀୟ ଲୋକେ ଆଜି!-->…
Read More...
Read More...
ଗଜପତିରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ଜଣ ତାମିଲନାଡୁ ଫେରନ୍ତା,ଜଣେ କେରଳରୁ ଫେରିଥିବା ବେଳେ,ଜଣେ ତେଲେଙ୍ଗାନାରୁ ଓ ଅନ୍ୟ ୨ ଜଣ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନେ!-->…
Read More...
Read More...
ଭାଜପାରେ ସମ୍ବଲପୁର ଜିଲ୍ଲାକୁ ଏଥର ଗୁରୁତ୍ୱ ଦିଆଯାଇଛି : ରାଜ୍ୟ କମିଟିରେ ନବନିଯୁକ୍ତ ପଦାଧିକାରୀମାନଙ୍କୁ…
ସମ୍ବଲପୁର: ଭାରତୀୟ ଜନତାପାର୍ଟିର ସ୍ଥାନୀୟଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁହଁରେ ମାସ୍କ ସହିତ ସାମାଜିକ ଦୂରତା ରକ୍ଷାକରି ଏଠାକାର ବିଭିନ୍ନ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଏହି ସଭାରେ ସାମିଲ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର!-->…
Read More...
Read More...
ପଜିଟିଭ ଚିହ୍ନିତ ପ୍ରସୂତୀଙ୍କୁ ବୁର୍ଲାରୁ ରାଉରକେଲା ପଠାଗଲା : ଚିକିତ୍ସାରତ ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନ ସହିତ…
ସମ୍ବଲପୁର: ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ତାଙ୍କର ଚିକିତ୍ସାରେ ନିୟୋଜିତ ୨ ଡାକ୍ତର, ୨ ସେବିକା ଓ ଜଣେ ଆଟେନଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ତାଙ୍କର ବ୍ୟବହୃତ କକ୍ଷକୁ ବିଶୋଧିତ କରାଯାଇଛି । ଏବିଷୟରେ ସବୁ ବୁଝିଲା ପରେ ଜିଲ୍ଳାପାଳ ଶୁଭମ!-->…
Read More...
Read More...
ବୌଦ୍ଧ ଶିକ୍ଷା ଜିଲ୍ଲାରେ କେବେ ହେବ ଶିକ୍ଷକ ପଦୋନ୍ନତି ?
ବୌଦ୍ଧ: ପ୍ରାୟ ୨୦ ବର୍ଷ ହେଲା ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦୋନ୍ନତି ହୋଇନଥିବାରୁ ପଦୋନ୍ନତି ଆଶାୟୀମାନେ ହତାଶ ହୋଇଛନ୍ତି । ଡିସେମ୍ବର ୨୦୧୯ର ଶେଷସୁଦ୍ଧା ପ୍ରମୋଶନ ଦେବାକୁ ସରକାର ନିଷ୍ପତ୍ତି ନେବାପରେ ସେମାନଙ୍କର ମନରେ ନୂତନ ଆଶାର ସଂଚାର କରିଥିଲା । ମାତ୍ର!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ଗାଡିଛାଡି ଫେରାର ମାମଲା : ଅଭିଯୁକ୍ତଙ୍କୁ ଧରିପାରିନାହିଁ କଣ୍ଟାମାଳ ପୋଲିସ !
ବୌଦ୍ଧ:ଗତ ଜୁନ୍ ୬ ତାରିଖରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂବେଳେ କଣ୍ଟମାଳ ଥାନା ଶ୍ରୀମାଲ ଗ୍ରାମ ନିକଟରୁ ଏକ ପିକ୍ଅପ ଗାଡିରୁ ୧୧ବସ୍ତା ଗଞ୍ଜେଇ ଚାଲାଣକାରୀମାନେ ଛାଡି ପଳାଇଥିବା ଦେଖିଥିଲା ମାମଲାଟିକୁ କଣ୍ଟାମାଳ ପୋଲିସକୁ ବନବିଭାଗ ହସ୍ତାନ୍ତର କରିଥିଲେ ମଧ୍ୟ ଆଜିଯାଏଁ ତଦନ୍ତ କଣ!-->…
Read More...
Read More...