Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଭିଯୋଗ ଆଣିଲେ ଯୁବତୀ : ସ୍ୱଧାର କେନ୍ଦ୍ରର ଅବ୍ୟବସ୍ଥା ସୁଧୁରିବ କେବେ ?
ବୌଦ୍ଧ:- ବୌଦ୍ଧସହର ଉପକଣ୍ଠ ସରସରା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ଏକ ସୁଧାର କେନ୍ଦ୍ର ଦୀର୍ଘବର୍ଷ ହେଲା ଚଳାଇଛି । ଅସହାୟ ନିର୍ଯ୍ୟାତିତା ମହିଳାମାନଙ୍କୁ ପ୍ରଶାସନ, ପୋଲିସ ଓ ଅଦାଲତ ନିର୍ଦ୍ଦେଶରେ ଏଠାରେ ସାମୟିକ ଭାବରେ!-->…
Read More...
Read More...
ପଟିଦିଅଁରେ ପୂଜା ପାଇଲେ ତିନି ଠାକୁର
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପଟିଦିଅଁ ରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳେ ଓ ସନ୍ଧ୍ୟାରେ ଠାକୁରଙ୍କ ନୀତିକାନ୍ତି ପୂଜା ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଠାକୁର ଦର୍ଶନ କରୁଛନ୍ତି। କୋଭିଡ଼!-->…
Read More...
Read More...
ଅସହାୟ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢାଇଲା “ଟିମ୍ ପ୍ରକାଶ ‘
ଜେମାଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ ପଢୁଛନ୍ତି।!-->…
Read More...
Read More...
ପାରଳାଖେମୁଣ୍ଡିରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ସକାଶେ ଚଳିତବର୍ଷ ରଥ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ୱଳ୍ପସଂଖ୍ୟକ କାରୀଗରଙ୍କୁ ଧରି ରଥ ନିର୍ମାଣ ଚାଲିଥିଲା । ତେବେ ଚଳିତ ବର୍ଷ ତିନୋଟି ରଥ ବଦଳରେ ଗୋଟିଏ ରଥ ନିର୍ମାଣ କରାଯାଇଛି।ଗୋଟିଏ ରଥରେ ତିନି!-->…
Read More...
Read More...
କୋଭିଡ ସମ୍ବନ୍ଧିତ ରିପୋର୍ଟକୁ ନେଇ ଜିଲ୍ଲାବାସୀ ଆତଙ୍କିତ !
ବୌଦ୍ଧ: ବୌଦ୍ଧଜିଲ୍ଲାକୁ ଗତକାଲି ସୁଦ୍ଧା ୩୪୭୦ଜଣ ପ୍ରବାସୀ ଫେରିଥିବା ଓ କ୍ୱାରେଣ୍ଟାଇନ ଅବଧି ପୂରଣକରି ୩୧୨୮ଜଣ ପ୍ରବାସୀ ଘରକୁ ଚାଲିଯାଇଥିବା ତଥ୍ୟ ଜିଲ୍ଲାପ୍ରଶାସନ ପ୍ରକାଶ କରିଛି । ସବୁଠାରୁ ଆତଙ୍କିତ ହେବାର କାରଣ ହେଉଛି ଜିଲ୍ଲାକୁ ୩୪୭୦ ଜଣ ପ୍ରବାସୀ ଇତିମଧ୍ୟରେ ଫେରିଥିଲେ ମଧ୍ୟ!-->…
Read More...
Read More...
ରାଜ୍ୟରେ ପୁଣି ୧୪୬ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୪୬ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
ଘଣ୍ଟାପଡାରେ ଝଡ ତୋଫାନ, ବ୍ୟାପକ କ୍ଷତି
ବୌଦ୍ଧ : ଆଜି ଅପରାହ୍ନରେ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଅଂଚଳରେ ବ୍ୟାପକ ଝଡତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ହଠାତ୍ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଯିବା ସହ ବଡ ବଡ ଗଛ ଗୁଡିକ!-->…
Read More...
Read More...
ଆସନ୍ତାବର୍ଷ ପାଠ୍ୟକ୍ରମରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର : ଆସନ୍ତାବର୍ଷ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ଚଳିତ ବର୍ଷ ବହି ବଣ୍ଟନ ଶେଷ ହୋଇଛି । ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟନ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗର ମାର୍ଗଦର୍ଶିକା!-->…
Read More...
Read More...
ଏବେ ନୁହେଁ,ଜୁଲାରେ ଆସିପାରନ୍ତି ପଙ୍ଗପାଳ !
ଭୁବନେଶ୍ୱର : ଚଳିତ ସପ୍ତାହରେ ପଙ୍ଗପାଳ ଓଡିଶା ଆସିବେ ବୋଲି ଆକଳନ କରାଯାଉଥିଲା । ହେଲେ ପଙ୍ଗପାଳ ଚଳିତ ସପ୍ତାହରେ ନୁହେଁ ଆସନ୍ତା ଜୁଲାଇରେ ଓଡିଶା ଆସିପାରନ୍ତି ବୋଲି ଜାତିସଂଘ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି । କେନ୍ଦ୍ର ସରକାରଙ୍କ ମଧ୍ୟ ଏହି ସୂଚନା ପାଇବା ପରେ ରାଜ୍ୟ ସରକାରଙ୍କୁ!-->…
Read More...
Read More...
ଆସନ୍ତା ୧୨ ତାରିଖ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ
ଭୁବନେଶ୍ୱର : ଓଡିଶାରେ ମୌସୁମୀ ସ୍ୱାଭାବିକ ଭାବେ ଜୁନ୍ ମାସର ପ୍ରଥମ ସପ୍ତାହରେ ପହଞ୍ଚିଥାଏ । ତେବେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହା ସମୟକ୍ରମେ ଜୁନ ମାସର ଦ୍ୱିତୀୟ ସପ୍ତାହରେ ଗତ କିଛି ବର୍ଷ ଧରି ପହଞ୍ଚୁଥିବା ବେଳେ ଚଳିତ ବର୍ଷ ଆସନ୍ତା ୧୧ କିମ୍ବା ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ!-->…
Read More...
Read More...