Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦ୍ୱିତୀୟ ଦିନରେ ରାମଗଡ଼ ପ୍ରିମିଅର୍ ଲିଗ୍; ଆଠମଲ୍ଲିକ ଓ ଧଳପୁର ବିଜୟୀ
ହରଭଙ୍ଗା :ମା' ବାଉରୀ କ୍ରିକେଟ ଆସୋସିଏସନ୍ ତରଫରୁ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍-୨୦୨୪ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ଦିବସର ଅତିଥି ରୂପେ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ,ଗିରି ସାର,ମାନସ ସାର,ବିନୟ ସାର ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ!-->…
Read More...
Read More...
ପୁରୀରୁ ଗଡିଲା ଲକ୍ଷ୍ମୀ ବସ
ପୁରୀ : ରାଜ୍ୟରେ ବିଭିନ୍ନ ଜିଲ୍ଲା ପରେ ଆଜି ପୁରୀରୁ ଗଡିଲା ଲକ୍ଷ୍ମୀ ବସ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଯୋଗ ଲକ୍ଷ୍ମୀ ବସ ସେବାର ଉଦଘାଟନ କରିଛନ୍ତି । ପୁରୀ ଜିଲ୍ଲାର ୧୧ଟି ବ୍ଲକର ସମସ୍ତ ୨୩ ପଞ୍ଚାୟତକୁ ଲକ୍ଷ୍ମୀ!-->…
Read More...
Read More...
ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦଙ୍କ ବିଦ୍ୟାଳୟ ନିର୍ମାଣ ସମୀକ୍ଷା
ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ମହେନ୍ଦ୍ରଗିରି ସରକାରୀ (ପୌର) ଉଚ୍ଚ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ୱାରା ନୂତନ କୋଠା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ ପାଇଁ ଅନୁମୋଦିତ ହୋଇଛି । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଛି । ଜିଲ୍ଲା ଶିକ୍ଷା ବିଭାଗ!-->…
Read More...
Read More...
ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ
ପୁରୀ : ପୂଣ୍ୟତୋୟା ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ । ପବିତ୍ର ମାଘସପ୍ତମୀ ବୁଡ ପାଇଁ ଚଳଚଞ୍ଚଳ ହେଲା ଅର୍କକ୍ଷେତ୍ର । ସାଧୁ ସନ୍ଥ ଓ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ଦେଇ ପୁଣ୍ୟ କମେଇବାର ବିଶ୍ୱାସ ରହିଥିବା ବେଳେ ୩୩ ପ୍ଲାଟୁନ ଫୋର୍ସଙ୍କ ସୁରକ୍ଷା ବଳୟରେ ସମାପନ!-->…
Read More...
Read More...
ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ରେଳମନ୍ତ୍ରୀ
ପୁରୀ: ପୁରୀ ଶରଧାବାଲିଠାରେ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ୨୬ଟି ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା କରିଛନ୍ତି । ପୁରୀରୁ ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନ ଚାଲିବ । ଜୁଲାଇ - ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ । ବହୁ!-->…
Read More...
Read More...
ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର
ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି । ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି । ଭଡା ଘର, ଅଫିସ୍ , ପୈତୃକ ଘରେ ମଧ୍ୟ!-->…
Read More...
Read More...
ରାମଗଡ଼ ପ୍ରିମିଅର୍ ଲିଗ୍ ଉଦଘାଟିତ
ହରଭଙ୍ଗା :ରଭଙ୍ଗା ବ୍ଲକ ରାମଗଡ ମା ବାଉରୀ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍-୨୦୨୪ - ଆଜି ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଦିବସର ପ୍ରଥମ ମ୍ୟାଚରେ ରାମଗଡ଼ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୧୪୪ ରନ୍ କରି!-->…
Read More...
Read More...
ସର୍ବଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ,କଟକକୁ ୨-୧ରେ ହରାଇ ସୁନାବେଡା ବିଜୟୀ
ସୁବର୍ଣ୍ଣପୁର: ଆଜି ୧୫ ତମ ସର୍ବଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଟକ ରୋବୋର୍ସ ଏଥଲେଟିକ କ୍ଳବ ଓ ଟିୱାଇସି ସୁନାବେଡ଼ା ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ମ୍ୟାଚ ରେ ସୁବର୍ଣ୍ଣପୁର ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଓ ପ୍ରାକ୍ତନ!-->…
Read More...
Read More...
ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ବସଷ୍ଟାଣ୍ଡ ଉଦଘାଟିତ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବହୁ ପ୍ରତିକ୍ଷିତ ହରଭଙ୍ଗା ବସଷ୍ଟାଣ୍ଡ ଆଜି ସାମୂହିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ତଥା ପଞ୍ଚାୟତରାଜ ଓ ଲୋକ ସଂପର୍କ ଓ!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କେନ୍ଦ୍ର ରେଳମନ୍ତ୍ରୀ
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପୁରୀ ଗସ୍ତ ରେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି। ରାଜ୍ଯସଭା ପାଇଁ ମନୋନୀତ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆସିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ପୁଣି ଗୁରୁଦାୟିତ୍ଵ ମିଳିଥିବାରୁ ଓଡ଼ିଶା ବାସି ଙ୍କ ସେବା ଓ ଓଡ଼ିଶା ର ପ୍ରଗତି!-->…
Read More...
Read More...