Browsing Category

ରାଜ୍ୟ

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଲକଡାଉନ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ କାମରେ ନିୟୋଜିତ ମହାରଣା ସେବକମାନଙ୍କର ସ୍ୱାସ୍ଥ୍ୟସେବା ଯାଞ୍ଚ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ରଥ କାର୍ଯ୍ୟ ନିର୍ମାଣ ହେଉଛି ।
Read More...

ଗ୍ରୀନ୍ ଜୋନରେ ବସ ଚାଲିବ କିନ୍ତୁ ୨ଗୁଣ ହେବ ଭଡା

ଭୁବନେଶ୍ୱର : ଲକଡାଉନ ୩ ନିୟମରେ କୋହଳ କରାଯିବା ସମୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗ୍ରୀନ୍ ଜୋନରେ ବସ ଚଳାଇଲେ କ୍ଷତି ହେବ ବୋଲି ବସ୍ ମାଲିକ ସଂଘ
Read More...

କୃଷି ଓ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବେ ଅଧ୍ୟାଦେଶ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠୋସ୍ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ
Read More...

ବେଆଇନ କରତକଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ୍ ଓ କାଠ ଜବତ

ସମ୍ବଲପୁର : ବନ ବିଭାଗର ସକ୍ରିୟତା ଫଳରେ ଆଜି ସ୍ଥାନୀୟ ଫାର୍ମରୋଡ୍ ସ୍ଥିତ ଜଲାରାମ କରତକଳ ଉପରେ ଛାପାମାରି ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାଠ କରତିବା ମେସିନ୍ ଓ ପ୍ରାୟ ୧୦୦ ଘନଫୁଟ କାଠ ଜବତ କରାଯାଇଛି । ଛାପାମାରି ବିଷୟରେ ଆଗରୁ ଖବର ପାଇଯାଇଥିବାରୁ କୌଣସି ବ୍ୟକ୍ତି ଧରାପଡ଼ି
Read More...

ବାରମ୍ବାର ସଚେତନ କଲା ପରେ ମଧ୍ୟ ରହୁନି ସାମାଜିକ ଦୂରତା

କନ୍ଧମାଳ ସାରା ଦେଶରେ କରୋନା ଭୁତାଣୁର ମହା ମୁକାବିଲା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି ହେଲେ ଏମିତି କେତେ ଜାଗାରେ ଦେଖିବାକୁ ମିଳିଛି I କେହି ନ ମାନି ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି ଏଭଳି ଦେଖିବାକୁ ମିଳିଛି I ବେଲେଘର ଥାନାର ଓଆଇସି ସୁଶାନ୍ତ ଖମ୍ବାରୀ ଓ
Read More...

ଗୁଡ୍ ସିଫେଡ୍ ମିଶନ୍ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମ ପଞ୍ଚାୟତରେ ଅସହାୟ ଲୋକଙ୍କୁ ଗୁଡ୍ ସିଫେଡ୍ ମିଶନ୍ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟ କ୍ରମରେ ରାଇକିଆ ଥାନାଧିକାରୀ ଅଲେଖ ଗରଡିଆ ଯୋଗ ଦେଇ କରୋନା ମହାମାରୀ କୁ ମୁକାବିଲା
Read More...

ସ୍ପେଶାଲ ଟ୍ରେନ ସଞ୍ଚାଳନରେ ଆଞ୍ଚଳିକ ବିଷମତାର ଅଭିଯୋଗ

ସମ୍ବଲପୁର:ଆଜିଠାରୁ ସମଗ୍ର ଦେଶରେ ଜନସାଧାରଣଙ୍କ ପାଇଁ ୧୫ ଯୋଡି ସ୍ପେଶାଲ ଟ୍ରେନସେବା ଆରମ୍ଭ ହେଉଛି ଓ ଏଥିରେ ଓଡିଶାକୁ ଏକମାତ୍ର ଟ୍ରେନ ମିଳିଛି ଯାହାକି ଦିଲ୍ଲୀରୁ ଭୁବନେଶ୍ୱର ଆସିବ ଓ ପୁଣି ସେଠାକୁ ଫେରିଯିବ । ଏହାଦ୍ୱାରା ଅନେକ ଲୋକଙ୍କ ନିଜସ୍ୱ ଖର୍ଚ୍ଚରେ ଘରବାହୁଡା ସମ୍ଭବ ହେବ ବୋଲି
Read More...

ଗଜପତି ଏସପିଙ୍କ ନୂତନ ପ୍ରୟାସ : ପଥପ୍ରାନ୍ତ ନାଟକ ଦ୍ୱାରା କରୋନା ସଚେତନତା

ନାଟକ ଦ୍ୱାରା କରୋନାର ଭୟାଭୟତା ନେଇ ନାଟକୀୟ ଢଙ୍ଗିରେ ଲୋକଙ୍କୁ ଗଜପତି ଏସପି ସାରା ଶର୍ମା ସଚେତନ କରିବା ପାଇଁ ବର୍ତ୍ତମାନ ଅନ୍ୟ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପଥପ୍ରାନ୍ତ ନାଟକ ସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଗଜପତି ଏସପି ଏହି ପ୍ରୟାସ ନେଇ ପାରଳା ସାଧାରଣଙ୍କ
Read More...

ହାଇଦ୍ରାବାଦରେ ଫସିରହିଛନ୍ତି ବୌଦ୍ଧ ଓ ରେଢାଖୋଲର ଶ୍ରମିକ, ଉଦ୍ଧାର ପାଇଁ ଦାବି

ବୌଦ୍ଧ:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦର ବଇନପାଲି ଗୌରୀନଗର ଅଞ୍ଚଳକୁ ୟୁନିଭର୍ସାଲ ଟେଣ୍ଟ ହାଉସରେ କାମ କରିବାପାଇଁ ଯାଇଥିବା ବୌଦ୍ଧସହର ଓ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ୧୧ଜଣ ଶ୍ରମିକ ଫସିରହିଛନ୍ତି । ଲକଡାଉନ ଯୋଗୁଁ ବସ୍‌୍ ଓ ରେଳସେବା ବନ୍ଦ ରହିଥିବାରୁ ଘରକୁ ଫେରିବାପାଇଁ
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ଯୋଦ୍ଧାଙ୍କ ସହାୟତା

ବୌଦ୍ଧ: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ବିପନ୍ନକରି ପରିବାରକୁ ପଛରେ ପକାଇ ସେମାନେ ଦେଉଛନ୍ତି ସେବା । ସେଥିପାଇଁ ସେମାନଙ୍କୁ ସରକାର କରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ଏଭଳି କ୍ଷେତ୍ରରେ ବୌଦ୍ଧ କରୋନା ଯୋଦ୍ଧାମାନେ
Read More...