Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରାମାଞ୍ଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ
ପାଟଣାଗଡ -ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା ର ଯୁବ ସମାଜସେବୀ ତଥା ଯୋଗ ଚାମ୍ପିଅନ୍ ମୁରଲୀଧର ମେହେର୍ (ମଣ୍ଟୁ) ଙ୍କ ନେତୃତ୍ୱ ରେ ସାହାଜପାଣି ଗ୍ରା.ପ. ଅଧୀନସ୍ଥ ବାଗଡିଆ ଗ୍ରାମ ରେ ଆଜି ବିଶ୍ଵବ୍ୟାପୀ ମହାମାରୀ କୋରୋନା ର ସଂକ୍ରମଣ ରୁ ସୁରକ୍ଷା ପାଇଁ ଘରେ ଘରେ ସଚେତନତା ସହ ଘରେ!-->…
Read More...
Read More...
କଂଗ୍ରେସ ତରଫରୁ ଦାରିଙ୍ଗବାଡ଼ିରେ ସଚେତନତା ସହିତ ମାସ୍କ ବଣ୍ଟନ
ଦାରିଙ୍ଗବାଡ଼ି :ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ତରଫରୁ ଦାରିଙ୍ଗ ବାଡ଼ି ଅଂଚଳରେ କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ସଚେତନତା କରାଯିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି l ବ୍ଲକ କଂଗ୍ରେସର ଯୁବ କର୍ମକର୍ତା ତଥା ସମାଜସେବୀ କାଳୀ ପ୍ରସାଦ ମଲିକଙ୍କ!-->…
Read More...
Read More...
ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୧୯ରେ ପହଞ୍ଚିଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୭୭ବର୍ଷିୟ ପୁରୁଷ ମଧୁସୂଦନ ନଗର ଅଂଚଳ!-->…
Read More...
Read More...
ଦିବ୍ୟାଙ୍ଗ ହୋଇ ମଧ୍ୟ ସଚେତନ କରୁଛନ୍ତି ସଙ୍ଗମ, ଦେଖନ୍ତୁ ଭିଡିଓ
https://www.youtube.com/watch?v=gjWEt0xvEj0
Read More...
Read More...
ରାପିଡ୍ ଟେଷ୍ଟ କିଟ୍ ନିର୍ମାଣ କରିବ ଭାରତ
ନୂଆଦିଲ୍ଲୀ: ଚାଇନାଠାରୁ ରାପିଡ୍ ଟେଷ୍ଟ କିଟ୍ ଆଣି ପରୀକ୍ଷଣ ବେଳେ ତ୍ରୁଟି ଦେଖାଦେବାରୁ ଭାରତ ସରକାର ନିଜେ କିଟ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାଇନା କିଟ୍ଗୁଡ଼ିକ ତ୍ରୁଟିପୂର୍ଣ୍ଣ ଥିବାରୁ ଭାରତ ସରକାର ସମସ୍ତ ପ୍ରକାରର ଅର୍ଡ଼ରକୁ ବାତିଲ୍ କରିଦେଇଛନ୍ତି । ଚାଇନାର ଅର୍ଡ଼ର!-->…
Read More...
Read More...
ଲକ୍ ଡାଉନ୍ ଥିବା ସମୟରେ 32 ଆଦିବାସୀ ପରିବାର ଉଚ୍ଛେଦ ଘଟଣା : ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ନିନ୍ଦା,…
ଖପ୍ରାଖୋଲ : ସମଗ୍ର ଦେଶରେ କରୋନା ବିପତ୍ତି ସମୟରେ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ଥିବା ସମୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଜୁଗ ସାଇପାଟଣା ପଞ୍ଚାୟତ ଗ୍ରାମ ରେ ୩୨ ଆଦିବାସୀ ପରିବାର ବସବାସ ଦୀର୍ଘ ଦିନ ଧରି ରହୁଥିବା ବେଳେ ଗତ ୨୪.୪.ରେ କଲାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ରେଞ୍ଜ ତଥା!-->…
Read More...
Read More...
ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ : ପ୍ରବାସୀ ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।ଓଡିଶାକୁ ଫେରୁଥିବା ସବୁ ଯୋଗ୍ୟ!-->…
Read More...
Read More...
ଓଡିଶା ବାହାରେ ଅଟକ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ କାର୍ଯ୍ୟ ଜାରି ରଖିଛନ୍ତି
ଭୁବନେଶ୍ୱର : ଓଡିଶା ବାହାରେ ଅଟକ ପଡିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ସହାୟତା କେନ୍ଦ୍ର ସ୍ଥାପନ କରାଯିବା ସହିତ!-->…
Read More...
Read More...
କୋଭିଜ-୧୯ ପରିଚାଳନା ପାଇଁ ଜିଲ୍ଲାୱାରୀ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : କୋଭିଡ ୧୯ର ସୁପରିଚାଳନ ପାଇଁ ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ସହର ପାଇଁ ବରିଷ୍ଠ ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର,!-->…
Read More...
Read More...
୧୪ଦିନିଆ କ୍ୱାରେଣ୍ଟାଇନ ବେଳେ ଓଡ଼ିଶା ଫେରନ୍ତା କେଉଁ ବାରରେ କ’ଣ ଖାଇବେ ଜାଣନ୍ତୁ
ଭୁବନେଶ୍ୱର : ବାହାର ରାଜ୍ୟରୁ ଓଡିଶାକୁ ଫେରିବା ଆରମ୍ଭ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ସେମାନେ ଓଡିଶା ମାଟିରେ ପାଦ ରଖିବା ମାତ୍ରେ ହେଲ୍ଥ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟ କରାଯିବା ସହିତ ସେମାନଙ୍କର!-->…
Read More...
Read More...