Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏଏସ୍ଓ ଚୟନ ଅନିୟମିତତା ମାମଲା, ରାଜ୍ୟ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ଏହା ସହ କୋର୍ଟ ଉଭୟ ଏଏସଓ ଚୟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୩ ଡିସେମ୍ବର ୨୨ ତାରିଖରେ!-->…
Read More...
Read More...
ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ
ଭୁବନେଶ୍ବର : ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ 'ନାଇଟ୍ ନକଚରାଲ୍ ଟ୍ରେଲ୍' । ରାତି ସାଢେ ୯ଟା ଯାଏଁ ସଫାରୀ ଖୋଲାରହିବା ସହିତ, ଜାରୀରହିବ ଟ୍ରାଏଲ ।ସେଥିପାଇଁ ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।!-->…
Read More...
Read More...
ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ, ଆଗତ ହେବ କାମଚଳା ବଜେଟ୍
ଭୁବନେଶ୍ୱର: ଫେବୃଆରୀ ୫ ରୁ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି ।ଫେବୃଆରୀ ୫ ରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହା ପରେ ୮!-->…
Read More...
Read More...
ଜଙ୍ଗଲୀ ମାଂସ ଜବତ, ଜଣେ ଗିରଫ
ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ରାଇପୁର ଗ୍ରାମରୁ ବୁଧବାର ଦିନ ରାଜେନ୍ଦ୍ର ବେହେରାଙ୍କ ଘରୁ ୨କେଜିରୁ ଉଦ୍ଧ୍ୱର୍ ଜଙ୍ଗଲୀ ବାରାହା ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ରାଇପୁର ଗ୍ରାମର ରାଜେନ୍ଦ୍ର ବେହେରା ନିଜ ଘରେ ଜଙ୍ଗଲୀ ବାରହା ମାଂସ ଆଣି ରୋଷେଇ କରିଥିବା!-->…
Read More...
Read More...
ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆରମ୍ଭ, ମା’ମାନଙ୍କ ପାଇଁ
ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ!-->…
Read More...
Read More...
ନୂଆପାଟଣାରୁ ଅଯୋଧ୍ୟା ଗଲା ରାମଲାଲଙ୍କ ଅଙ୍ଗ ବସ୍ତ୍ର
ଆଠଗଡ : ରାମଲାଲାଙ୍କ ଅଙ୍ଗବସ୍ତ୍ର ଗଲା କଟକ ଜିଲ୍ଲା ତିଗିରିଆ ନୁଆପାଟଣାରୁ । ବାନ୍ଧକଳା ପାଇଁ ନୁଆପାଟଣା ଭାରତ ପ୍ରସିଦ୍ଧ । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପରଦିନ ଆସନ୍ତା ୨୩ ତାରିଖରେ କଟକ ଜିଲ୍ଲା ନୂଆପାଟଣାର ପ୍ରସିଦ୍ଧ ଖଣ୍ଡୁଆ ପାଟ ତାଙ୍କୁ!-->…
Read More...
Read More...
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଏକ ମେଗା କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ରଥକୁ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଗୁଣନିଧି ନାୟକ!-->…
Read More...
Read More...
ମଞ୍ଚସ୍ଥ ହେଲା ଗୀତିନାଟ୍ୟ “ଲକ୍ଷ୍ମୀ ପୁରାଣ’
ସୁବର୍ଣ୍ଣପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡେମୀ,ମାଁ କଳାପାଟ କ୍ଲବ, ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦ,ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂଆଁ ଟାଉନହଲରେ ମଂଚସ୍ଥ ହୋଇଯାଇଛି । କବି ବୈଷ୍ଣବ ପାଣି,!-->…
Read More...
Read More...
ଓଲଟିଲା ମାଲ୍ ବୋଝେଇ ଟ୍ରକ୍, ଡ଼୍ରାଇଭର ଗୁରୁତର
ଦଶପଲ୍ଲା :ଦଶପଲ୍ଲା - ଭଂଜନଗର ରାସ୍ତାର ସାକେଣୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମାଲ୍ ବୋଝେଇ ଟ୍ରକ । ଗାଡ଼ିଟି ବିଶାଖାପାଟଣାରୁ ଝରୁସୁଗୁଡ଼ା ଅଭିମୁଖେ ମାଲ୍ ଧରି ଯାଉଥିବାବେଳେ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ!-->…
Read More...
Read More...