Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ
ପୁରୀ : ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ । ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ହଟାଯାଇଛି ଉଠାଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ୱ!-->…
Read More...
Read More...
ନାବାଳିକାକୁ ପ୍ରେମକରି ହରଡ଼ଘଣାରେ ପ୍ରେମିକ, ଯୁବକ ଗିରଫ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ନନ୍ଦିନୀ ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର (୨୨) ପିତା ସ୍ୱର୍ଗତ ସୁକ୍ରରିଆ କହଁର ଆଜକୁ ୧୦ ମାସପୂର୍ବେ ଗୁଣ୍ଠାପାଜୁ ବାଗଦେବୀ ଯାତ୍ରାରୁ ଦଶପଲ୍ଲା ଥାନା ଅଂଚଳର ଜନୈକା ୧୫ ବର୍ଷୀୟ ନାବାଳିକାକୁ ଏକତରଫା ଭଲପାଇ ତାଙ୍କୁ ଅପହରଣ କରି ନେଇଥିଲେ । ଉକ୍ତ!-->…
Read More...
Read More...
ଜିଲ୍ଲା ଗଠନ ଦାବିରେ ଆସନ୍ତାକାଲି ଆଠଗଡ ବନ୍ଦ
ଆଠଗଡ : ଆଠଗଡ଼ ଜିଲ୍ଲା ଦାବି ନେଇ ଏକମାସ ହେବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପ୍ରତିକାତ୍ମକ ଧାରଣା ଦେଇଆସୁଥିବା ବେଳେ ଆସନ୍ତା କାଲି ଡ଼ିସେମ୍ବର ୭ ତାରିଖରେ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଆଠଗଡ ସବଡିଭିଜନ ବାସୀ ପୂର୍ଣ୍ଣ ସମର୍ଥନ ଦେଇ ସହଯୋଗ କରିବାକୁ ଆଠଗଡ ଜିଲ୍ଲା!-->…
Read More...
Read More...
ଉଦଘାଟନ ହେଲା ନବୀନ ଓଡିଶା କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ
ନୂଆଗାଁ : ନୟାଗଡ ଜିଲ୍ଲା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ନବୀନ ଓଡିଶା କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ତତ ସହିତ ମୁଖ୍ୟ ବକ୍ତା!-->…
Read More...
Read More...
ବୌଦ୍ଧ: ହତ୍ୟା ଘଟଣାର ପର୍ଦ୍ଦାଫାଶ, ୬ ଗିରଫ
ବୌଦ୍ଧ,୬/୧୨:- ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିଡିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲରୁ ଗତ ନଭେମ୍ବର ୩୦ ତାରିଖରେ ଅଜଣା ଯୁବକର ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବୌଦ୍ଧ ପୋଲିସ । ମୃତକ ଜଣକ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ମଧୁ କହଁର ବୋଲି ସୂଚନା ଦେଇଛି ପୋଲିସ । ମଧୁଙ୍କୁ!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୂନା ବର୍ଗୀକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ପରିଚାଳନାରେ ବିଶିଷ୍ଟ!-->…
Read More...
Read More...
ଅଲିଭା ମହାସଂଘ ଓ ବ୍ଲକ ଅଧିକାରୀଙ୍କ ସାମୂହିକ ବୈଠକ
ହରଭଙ୍ଗା :ହରଭଙ୍ଗା ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଅଲିଭା ମହାସଂଘର ବ୍ଲକ୍ ଅଧିକାରୀ ସାମୂହିକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରରେ ବିଡ଼ିଓ ସ୍ୱପ୍ନିତା ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ସିଡିପିଓ!-->…
Read More...
Read More...
ନିଆଁ ପୁଇଁବା ବେଳେ ଅଘଟଣ, ୯ବର୍ଷର ଶିଶୁକନ୍ୟା ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ୯ ବର୍ଷର ଶିଶୁକନ୍ୟା ମୃତ । ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ!-->…
Read More...
Read More...
ଉତ୍କଳ ବିଦ୍ୱତ ପରିଷଦର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ପୁରୀ: "ସେବା ହିଁ ପରମ ଧର୍ମ " ଏହି ମନ୍ତ୍ରକୁ ପାଥେୟ କରି ଉତ୍କଳ ବିଦ୍ୱତ ପରିଷଦ ଚଳିତ ବର୍ଷ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି । ପୂର୍ବ ବର୍ଷ ମାନଙ୍କ ଭଳି ଏହି କାର୍ଯ୍ୟକ୍ରମ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ଓ ପଣ୍ଡିତ ସଭାର ଶହେ ଜଣ ବ୍ରାହ୍ମଣଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇ!-->…
Read More...
Read More...
ଦଶପଲ୍ଲା ଡାକ୍ତରଖାନାକୁ ଭଗବାନ ଭରସା,ନାହାନ୍ତି ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଦଶପଲ୍ଲା: ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡିଥିବାରୁ ବର୍ଷବର୍ଷ ଧରି ସମସ୍ୟା ଲାଗି ରହିଛି । ଏବେ ଏହି ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଭାବକୁ ନେଇ ସମସ୍ୟା ଉପୁଜିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା!-->…
Read More...
Read More...