Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ଲକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା
ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଂଚାୟତର ୩୩ ଗୋଟି ଫୁଟବଲ ଦଳକୁ ନେଇ ବ୍ଲକ ସ୍ତରୀୟ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଖେଳ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ନେଇ ନୂଆ ଓଡିଶା ସ୍ପୋର୍ଟ୍ସ ଏଣ୍ଡ ଗେମ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଉପଜିଲାପାଳ!-->…
Read More...
Read More...
ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ବନ୍ଦ ପାଳନ
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ ଓ ଖଡ଼ିଆଳ ଏନ୍ଏସି ଅଞ୍ଚଳ ଆଦି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ନାରାବାଜି କରିଛନ୍ତି!-->…
Read More...
Read More...
ରାଜସ୍ୱ ବିଭାଗ ଦ୍ୱାରା ବାଲି ଓ ଚିପ୍ସ୍ ବୋଝେଇ ଗାଡି ଜବତ
ଚମ୍ପୁଆ: ଚମ୍ପୁଆ ତହସିଲଦାର ଧର୍ମେନ୍ଦ୍ର ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶନି ଓ ରାଜସ୍ୱ ନୀରିକ୍ଷକ ସମ୍ପଦ କୁମାର ପ୍ରଧାନ ବିଭିନ୍ନ ସ୍ଥାନରେ ଚଢଉ କରି ଟ୍ରାଂଜିଟ ପାସ ନଥିବା ୩ ଗୋଟି ହାଇୱା ଓ ୨ ଗୋଟି ଟ୍ରାକ୍ଟରକୁ ଜବତ କରିଥିବା ଜଣାଯାଇଛି ।!-->…
Read More...
Read More...
ନୂଆଗାଁ ବ୍ଲକରେ ଆଇଟି ଉପଦେଷ୍ଟାଙ୍କ ପରିଦର୍ଶନ
ନୂଆଗାଁ : ନୂଆଗାଁ ରାଜ୍ୟ ସରକାରଙ୍କ ସୁଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ନୂଆଗାଁ ବ୍ଲକରେ ପରିଦର୍ଶନ କରିଛନ୍ତି । ଜନସାଧାରଣଙ୍କ ନିକଟରେ ଇଣ୍ଟର ନେଟ୍ ମାଧ୍ୟମରେ ସରକାରଙ୍କର ସମସ୍ତ ଯୋଜନାକୁ ହାତ ପାହାନ୍ତାରେ ପାଇପାରିବେ ସେ ବ୍ୟବସ୍ଥା କରାଯାଉଆଛି । ସେହି!-->…
Read More...
Read More...
ହେରୋଇନ ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସ୍ୱୟଂପ୍ରଜ୍ଞା ନାୟକଙ୍କ ନେତୃତ୍ୱରେ ଏକ ଟିମ ଜଣେ ଯୁବକ ଯାହାଙ୍କ ନାମ ରାଜା ସିଂହ (୨୯) ବର୍ଷଙ୍କୁ ବସେଳି ସାହି ଥାନା ଅଧୀନ ମାଷଣିଚଣ୍ଡି ଛକ ସମ୍ମୁଖରୁ ଗିରଫ କରି!-->…
Read More...
Read More...
ଟାକରା ପଞ୍ଚାୟତ ବିଜେଡ଼ିର ପ୍ରସ୍ତୁତି ବୈଠକ ଏବଂ ନୂତନ କମିଟି ଗଠନ
ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ସ୍ଥିତ ଟାକରା ପଂଚାୟତର ମିଟୁକୁଳି ଗ୍ରାମ ନିକଟରେ ଟାକରା ପଞ୍ଚାୟତ ବିଜେଡ଼ିର ଦୃଢ଼ ସଙ୍ଗଠକ ପ୍ରଦିପ କୁମାର ସାହୁ,ଜଗବନ୍ଧୁ ଆଚାର୍ଯ୍ୟ, ଅଭିମନ୍ୟୁ ସାହୁ,ଧନେଶ୍ୱର ଜାନୀ, ବାନାମ୍ବର ନାଏକଙ୍କ ଆହ୍ୱାନକ୍ରମେ ଟାକରା ପଞ୍ଚାୟତର ବିଭିନ୍ନ ୱାର୍ଡରୁ ପ୍ରାୟ!-->…
Read More...
Read More...
ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଓ ବିଭିନ୍ନ ଉପକରଣ ବଣ୍ଟନ
ବାଲିଗୁଡା: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଏଫ/୧୨୭ ବାଟାଲିୟନ ଦ୍ୱାରା ଏକ ଜନସମ୍ପର୍କ ଶିବିର ଓ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଲଙ୍କାଗଡ଼ ଠାରେ ଆୟୋଜିତ ହୋଇଯାଇଛି!-->…
Read More...
Read More...
ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଭକ୍ତ
ପୁରୀ : ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଜନୈକ ଭକ୍ତ । ପ୍ରାୟ ଏକ କେଜି ୭୫ଗ୍ରାମ ଓଜନ ସୁନାର ମୁଲ୍ୟ ୭୫ଲକ୍ଷ ଟଙ୍କା ହେବ । ଏଥିସହିତ!-->…
Read More...
Read More...
ଆଦିବାସୀ ମହାବିଦ୍ୟାଳୟରେ ତମାଖୁମୁକ୍ତ କନ୍ଧମାଳ ଅଭିଯାନ
ବାଲିଗୁଡା : ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତମାଖୁମୁକ୍ତ କନ୍ଧମାଳ ଅଭିଯାନ ଅନୁସାରେ ମହାବିଦ୍ୟାଳୟ ପରିସରରେ ତମାଖୁ ବିରୋଧରେ ସଚେତନତା ମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି!-->…
Read More...
Read More...
ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଳକ ଲଗୋ ଉନ୍ମୋଚନ ଓ କର୍ମକର୍ତ୍ତା ଚୟନ
ହରଭଙ୍ଗା: ହରଭଙ୍ଗା ବ୍ଳକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପଠାରେ "ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ' କର୍ମକର୍ତ୍ତା ଚୟନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକର ଶୃଙ୍ଖଳା ଓ ସାମ୍ବାଦିକ!-->…
Read More...
Read More...