Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫!-->…
Read More...
Read More...
ନିଆଁ ନିୟନ୍ତ୍ରଣ ପାଇଁ ବନବିଭାଗ, ପୋଲିସ ପ୍ରଶାସନ ଓ ଅଗ୍ନିଶମର ମିଳିତ ବୈଠକ
ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସ୍ଥାୟୀ ନର୍ସରୀଠାରେ ଆଗାମୀ ଗ୍ରୀଷ୍ମ ଋତୁରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ତିନିଗୋଟି ବିଭାଗକୁ ନେଇ ଏକ ସଚେତନତା ବାର୍ତ୍ତା ସହିତ ମଗଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବନ!-->…
Read More...
Read More...
କୋଟସମଲାଇ ମଣ୍ଡିରୁ ଆରମ୍ଭ ହେଲା ନବନିର୍ମାଣ କୃଷକ ସଙ୍ଗଠନର ମଣ୍ଡି ଚାଲ ଅଭିଯାନ
ସୁବର୍ଣ୍ଣପୁର:ଆଜି ସୋନପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ “ମଣ୍ଡି ଚାଲ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାରଙ୍କ ନେତୃତ୍ୱରେ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ । ସଂଗଠନର ପ୍ରତିନିଧିମାନେ ଉଲୁଣ୍ଡା ବ୍ଲକ୍ର!-->…
Read More...
Read More...
ଖରିଫ ଧାନ ସଂଗ୍ରହ ପ୍ରଚାର ରଥର ଶୁଭାରମ୍ଭ
ଚମ୍ପୁଆ,୧୫ ।୧୨: ଖରିଫ ଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଜି ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ଉପଜିଲାପାଳ ତଥା ଆରଏମସି ଅଧ୍ୟକ୍ଷ ସୁକାନ୍ତ କୁମାର ମାଝି ଓ ଏସିଏସଓ ମଙ୍ଗଲ ସିଂ ପ୍ରମୁଖ ଏହି କାର୍ଯ୍ୟରେ ଯୋଗ ଦେଇ ପତାକା!-->…
Read More...
Read More...
ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ସୀମା’
ବାଲିଗୁଡ଼ା: ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ଉତ୍ସବରେ ଅନ୍ତରଙ୍ଗ ନାଟକ "ସୀମା' ମଞ୍ଚସ୍ଥ । ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାୟିକା ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହରେ ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ରେ ଆୟୋଜିତ ନାଟକ ଉତ୍ସବ ର ତୃତୀୟ ସନ୍ଧ୍ୟା ରେ ବିଶିଷ୍ଟ ନାଟ୍ୟକାର ତଥା!-->…
Read More...
Read More...
ଜେକେ କାଗଜ କଳ ପ୍ରତିଷ୍ଠାତାଙ୍କ ୧୩୯ତମ ଜନ୍ମଦିନ ପାଳନ
ରାୟଗଡା: ଜେକେ ଗ୍ରୁପ୍ରର ପ୍ରତିଷ୍ଠାତା ଲାଲା କମଳାପତ୍ ସିଂଘାନିଆଙ୍କ ୧୩୯ ତମ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳାପତ୍ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଜେକେ କାଗଜ କଳର ମୁଖ୍ୟ!-->…
Read More...
Read More...
ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି
ପୁରୀ : ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ପୁରୀ ଗସ୍ତରେ ଆସି ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ!-->…
Read More...
Read More...
ସେଭ୍ ଏନଭାର୍ମେଣ୍ଟ ସେଭ୍ ହିମାଲୟର ବାର୍ତ୍ତା ବାଣ୍ଟି ବାଇକ ଆରୋହୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ
ସୁବର୍ଣ୍ଣପୁର : ଗତ ୨୮ତାରିଖରୁ ସହରର ୭ଜଣ ଉଦୀୟମାନ ଯୁବକ ବାଇକ୍ରେ ଦୀର୍ଘ ୪୦୦୦ କିଲୋମିଟର ଯାତ୍ରା କରି ନେପାଳର ଜନକପୁର, କାଠମାଣ୍ଡୁ,ପୋଖରା,ମୁକ୍ତିନାଥ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଲୁମ୍ବାନୀ ଦେଇ ଉତ୍ତରପ୍ରଦେଶର ବାରାଣାସୀ ପଟରୁ ଗତକାଲି ସଫଳତାର ସହ ସୁବର୍ଣ୍ଣପୁରକୁ ପ୍ରତ୍ୟାବର୍ତ୍ତନ!-->…
Read More...
Read More...
ନୂଆଗାଁ ଓ ଯାକେଡ଼ା ପଞ୍ଚାୟତରେ ବିକଶିତ ଭାରତ ରଥ
ନୂଆଗାଁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ଯାହା ଲୋକଙ୍କ ଆଗକୁ ଆସି ପାରୁ ନାହିଁ ବା ସାଧାରଣ ଲୋକ ସେ ସମସ୍ତ ଯୋଜନାକୁ ଜାଣି ପାରୁନାହାନ୍ତି, ଯାହା ଜଣେ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ସାହାଯ୍ୟ କରିବ ତାହା ଉପରେ ଅଧିକ ସୂଚନା ପାଇଁ ଏବେ ଗାଁ ଗାଁରେ ବୁଲୁଚି "!-->…
Read More...
Read More...
ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଦୁଇ ଦିନିଆ ନବରଙ୍ଗପୁର ଗସ୍ତ
ନବରଙ୍ଗପୁର : ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ଦ୍ୱାରା କଲେଜରେ ଆୟୋଜିତ ହେଉଥିବା ନୂଆଁ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ସରୋଜ କୁମାର ପଣ୍ଡା, ଅଧସ୍ତନ ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ନିର୍ଦ୍ଦେଶକ, ଜୟପୁର ପ୍ରଫେସର!-->…
Read More...
Read More...