Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁଙ୍କ ଦର୍ଶନ କଲେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା
ପୁରୀ: ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ମାଧବ ମହାପାତ୍ର ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ!-->…
Read More...
Read More...
ରାୟଗଡା ଜିଲ୍ଲା ଡମ୍ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ
ରାୟଗଡା: ରାୟଗଡା ଜିଲ୍ଲା ଡମ୍ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ ମହାଆଡମ୍ବର ପାଳିତ ହୋଇଛି । ଏନେଇ ଚଳଚଂଚଳ ହୋଇଉଠିଥିଲା ରାୟଗଡ ଜିଲ୍ଲା । ଡମ୍ ସମାଜ ଏହି ଦିଆଳି ପରବ ଭେଟଘାଟ ଅବସରରେ ରାୟଗଡ ସହରର ରେଳ ଷ୍ଟେସନ, ମଝିଘରିଆଣୀ ମନ୍ଦିର,ଆମ୍ବଗୁଡା, ଚେକାଗୁଡା ଛକର ଚତୁର!-->…
Read More...
Read More...
ଲାଞ୍ଚନେବା ଅଭିଯୋଗରେ ବନ୍ଧା ହେଲେ ଆଖି ଡାକ୍ତର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଂଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ରୋଗୀଙ୍କ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସରକାରଙ୍କ ସବୁଠି ମାଗଣା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ମୁଖ୍ୟ!-->…
Read More...
Read More...
ନଗର ବିଜେଡି ଓ ସଂଖ୍ୟାଲଘୁ ସେଲ ପକ୍ଷରୁ ସାଂସଦ ମୁନ୍ନା ଖାଁଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ,୨୭/୧୧:- ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ଘୁ. ଉଦୟଗିରି ଉପ ନିର୍ବାଚନରେ ପ୍ରଚାରର ଅନ୍ତିମ ଦିନରେ ଯୋଗଦେବା ପାଇଁ ଫୁଲବାଣୀ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ପହଂଚି ଥିଲେ । ନଗର ବିଜୁ ଜନତା ଦଳ ଓ ସଂଖ୍ୟାଲଘୁ ସେଲ ତରଫରୁ ସାଂସଦ ମୁନ୍ନା ଖାଁଙ୍କୁ କର୍ମକର୍ତ୍ତାଙ୍କ!-->…
Read More...
Read More...
ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଉପ ବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଫୁଲବାଣୀ,୨୭/୧୧:- ପ୍ରଦକ୍ଷିଣ ଗୃହ ଠାରେ ଓକିଲ ସଂଘର ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ୱରେ ବାର ଆସୋସିଏସନର ସମସ୍ତ ସଦସ୍ୟ ନବ ନିର୍ବାଚିତ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଏଥି ସହିତ ଉପସ୍ଥିତ!-->…
Read More...
Read More...
ବିଜେଡିରେ ସାମିଲ ହେଲେ ଭିକେ ପାଣ୍ଡିଆନ
ଭୁବନେଶ୍ୱର: ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ବିଜେଡିରେ ମିଶିଲେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍!-->…
Read More...
Read More...
ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲିରେ ତିଆରି ନୌକା
ପୁରୀ,୨୬/୧୧:- ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ!-->…
Read More...
Read More...
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ’ରେ ଶିଶୁ ପ୍ରତିଭା ପ୍ରଦର୍ଶିତ
ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଲକ ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ମେଣ୍ଢିମାଳ ସ୍ଥିତ ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ!-->…
Read More...
Read More...
ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ
ରାୟଗଡା,୨୬/୧୧:- ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ସିଭିଲକୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଗଞ୍ଜେଇ ଚାଲାଣ ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ
ସୁବର୍ଣ୍ଣପୁର,୨୬/୧୧ - ଆଜି ସକାଳୁ ସୋନପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବିନିକା ବ୍ଲକ କର୍ତ୍ତଙ୍ଗ ଛକ ଦେଇ ସିଜି ୧୬ସିବି୩୧୧୫ନମ୍ବର ଥିବା ଏକ କାର ଯୋଗେ ସୁଦୁର ଛତିଶଗଡ଼କୁ ଯାଉଥିବା ଏକ ସ୍ୱାମୀ ସ୍ତ୍ରୀ ଯୋଡ଼ିଙ୍କୁ ସନ୍ଦେହରେ ରାସ୍ତାରେ ଅଟକାଇ!-->…
Read More...
Read More...