Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଚୋରି ର୍ୟାକେଟର ପର୍ଦ୍ଦାଫାସ
ସୁବର୍ଣ୍ଣପୁର: ଗତ ଡିସେମ୍ବର ୮ ତାରିଖରେ ବୀରମହାରାଜପୁର ଅଂଚଳରୁ ଏକ ହିରୋ ଡିଲକ୍ସ ମୋଟର ସାଇକେଲ ଚୋରି ହୋଇଥିବା ଥାନାରେ ଏତଲା ହୋଇଥିଲା । ଏହି ଚୋରି ବାଇକ ଉଦ୍ଧାର କରିବା ସହିତ ବାଇକ ଚୋରଙ୍କୁ ଠାବ କରିବା ପାଇଁ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅନୁସଂଧାନ ଆରମ୍ଭ!-->…
Read More...
Read More...
ଉପ ବାଚସ୍ପତିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ
ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପଠାରେ ପରିଷଦ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପିଏମଏୱାଇ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ ଓ ଜାଗା ମିଶନ ଜରିଆରେ!-->…
Read More...
Read More...
ଗୁମ୍ମା ବ୍ଲକ ଉଖୁରା ଓ ତରଭା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଓ ତରଭା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା!-->…
Read More...
Read More...
ସୋନପୁରଠାରେ ବିଜେଡ଼ିର ପ୍ରଶିକ୍ଷଣ ଶିବିର
ସୁବର୍ଣ୍ଣପୁର : ଆଜି ସ୍ଥାନୀୟ ଟାଉନ ହଲଠାରେ ବିଜେଡ଼ିର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଶଙ୍ଖ ଭବନରୁ ଆସିଥିବା ମାଷ୍ଟର ଟ୍ରେନର ସଞ୍ଜୀବ ପୃଷ୍ଟି, ଦେବାଶିଷ ସ୍ୱାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ!-->…
Read More...
Read More...
ହରଭଙ୍ଗା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ସ୍ଥାନରୁ ମୋଟ ୧୩୯ ଜଣ ଅଭିଯୋଗକାରି ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ୧୩୬ଟି ବ୍ୟକ୍ତିଗତ , ୩ଟି!-->…
Read More...
Read More...
ନୂଆଗାଁ ବ୍ଲକ ପରିସରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର,୯୮ଟି ମାମଲା ତୁରନ୍ତ ସମାଧାନ
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ , ଅତିରିକ୍ତ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ନୂଆଗାଁ!-->…
Read More...
Read More...
ପୁରୀ ପୋଲିସର ଏନକାଉଣ୍ଟର
ପୁରୀ : ପୁରୀ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ବ୍ରହ୍ମଗିରିର ସନ୍ତୁ ଓରଫ୍ ସନ୍ତୋଷ ବାରିକ ଗୁରୁତର । ଏକ ଦୁର୍ଘଟଣାରେ ମାମଲାରେ ସେହି ଅଞ୍ଚଳର ଶୁଭ ସାହୁଙ୍କ ଘରକୁ ବନ୍ଧୁକ ଧରି ପଶିଥିଲା । ତାଙ୍କ ଝିଅ ଝିଲ୍ଲୀ ସାହୁକୁ ଗୁଳିମାଡ କରି ଫେରାର ଥିଲା ସନ୍ତୁ ଓରଫ୍ ସନ୍ତୋଷ । ଖବର ପାଇ!-->…
Read More...
Read More...
ଆକ୍ସନ ମୁଡ୍ରେ ବାଲିଗୁଡ଼ା ପୋଲିସ୍,ଦୁଇ ଦିନରେ ଅମାନିଆ ଗାଡ଼ି ଚାଳକଙ୍କଠାରୁ ୭୯ ହଜାର ଫାଇନ୍ ଆଦାୟ
ବାଲିଗୁଡ଼ା: ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଏବେ ଆକ୍ସନ୍ ମୁଡ୍ ରେ ଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ୭୯ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।!-->…
Read More...
Read More...
ଆଜି ହେବ ଛତିଶାନିଯୋଗ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି
ପୁରୀ : ଆଜି ନୀଳାଦ୍ରି ଭକ୍ତନିବାସ ଠାରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ । ଚଳିତମାସ ୧୬ ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ
ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚର୍ତୁଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ!-->…
Read More...
Read More...