Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମରେ ପୁରୀ ପରିବହନ ବିଭାଗର ସଫଳତା
ପୁରୀ: ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖରୁ ୭ ତାରିଖ ଯାଏ ମଙ୍ଗଳାଘାଟ ରୋଡରୁ ଜିଲ୍ଲାର ବିଭିନ୍ନ ରୋଡରେ ହୋଇଥିବା ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମରେ ପରିବହନ ବିଭାଗ ପକ୍ଷ ୁ ସମୁଦାୟ ୬୬୪ ଗୋଟି ଚାଲାଣ ହୋଇଥିବା ବେଳେ ୪୭ ଲକ୍ଷ ୫୩ ହଜାର ୬୩୮ ଟଙ୍କା ଫାଇନ୍!-->…
Read More...
Read More...
ସ୍ୱାମୀ ସାଜିଲା ପିଶାଚକ : ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମ ସମର୍ପଣ
ଦଶପଲ୍ଲା : -ସ୍ୱାମୀ ସାଜିଲା ପିଶାଚକ, ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ କଲା ଆତ୍ମ ସମର୍ପଣ । ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ବିଡାପାଜୁ ଗ୍ରାମରେ ଦେଖାଦେଇଛି ଏହି ଘଟଣା । ଆଜି ସନ୍ଧ୍ୟା ସାଢେ ପାଞ୍ଚଟା ବେଳେ ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ (୩୫) ନିଜ ସ୍ତ୍ରୀ!-->…
Read More...
Read More...
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ’ କାର୍ଯ୍ୟକ୍ରମ ପାଇଁ ୧୬ ଜଣ ସଂଯୋଜକ ନିଯୁକ୍ତ
ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୬ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି । ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡକ୍ଟର ସଂଜୟ ଦାସ, ଗଜପତି ପାଇଁ ଓ୍ୱାଇ!-->…
Read More...
Read More...
ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଜହ୍ନାପଙ୍କ,୯/୧୨: ବୌଦ୍ଧ ବ୍ଲକ୍ ଜହ୍ନାପଙ୍କ ଠାରେ ଥିବା ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଓ ତେଲିବନ୍ଧ ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁର ଗ୍ରାମରେ ପରିମଳ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ବାଇକ ସହ ବସ ମୁହାଁମୁହିଁ ଧକ୍କା;ଜଣେ ମୃତ, ଜଣେ ଗୁରୁତର
ହରଭଙ୍ଗା :ହରଭଙ୍ଗା ଥାନା ସଙ୍କୁଲୋଇ ଗ୍ରାମର ବିକ୍ରମ ନାଏକ ଓ ସୂର୍ଯ୍ୟ ପ୍ରଧାନ ଏକ ବାଇକ ଯୋଗେ କାମ ସାରି ଚାରିଛକରୁ ନିଜ ଘରକୁ ଆଜି ସନ୍ଧ୍ୟାରେ ଫେରୁଥିବା ବେଳେ ବିପରୀତ ଦିଗରୁ ଓଁକାର ନାମକ ଏକ ଘରୋଇ ବସ ଛତ୍ରରଙ୍ଗରୁ ଚାରିଛକ ଅଭିମୁଖେ ଯାଉଥିବା ବେଳେ କଙ୍କଡାପଥର ଛକରେ ଧକ୍କା ହୋଇଥିଲା ।!-->…
Read More...
Read More...
ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ଦାବି ନେଇ ପ୍ରସ୍ତୁତି ବୈଠକ
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବି ନେଇ ସ୍ଥାନୀୟ ସିନାପାଲି କୋର୍ଟ ବାରହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକର ସମସ୍ତ ଓକିଲ ସଂଘ, ବୁଦ୍ଧିଜୀବୀ,!-->…
Read More...
Read More...
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ
ହରଭଙ୍ଗା : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ତାରେନିଆଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ!-->…
Read More...
Read More...
ମ୍ୟାନେଜମେଣ୍ଟ ବିଦ୍ୟାର୍ଥୀଙ୍କ ବିଭିନ୍ନ ଯୋଜନା ଅନୁଧ୍ୟାନ
ପୁରୀ : ଭାରତର ଧାର୍ମିକ ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ପୁରୀ କେବଳ ଧାର୍ମିକ କ୍ଷେତ୍ର ଭାବେ ନୁହେଁ ପର୍ଯ୍ୟଟନ କ୍ଷେତ୍ର ଭାବେ ମଧ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଆକୃଷ୍ଟ କରିଥାଏ ।ତେଣୁ ଏହି ବିପୁଳ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁରକ୍ଷିତ ଯାତ୍ରା ପରିଚାଳନା ଏକ ସଫଳ!-->…
Read More...
Read More...
ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଯୋଗ ଶିବିର
ଜି.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅନୁଷ୍ଠାନ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ତଥା ଯୋଗଗୁରୁ!-->…
Read More...
Read More...
ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା,
ପୋଲିସର କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା ସିରିଜ୍ ଦୁର୍ଘଟଣା । ଜଣେ ନିଶାସକ୍ତ ଯୁବକ ମୋଟରସାଇକେଲ ଦ୍ୱାରା ସିରିଜ୍ ଦୁର୍ଘଟଣା ଘଟାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ!-->…
Read More...
Read More...