Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ଗଠନ ଦାବିରେ ଆସନ୍ତାକାଲି ଆଠଗଡ ବନ୍ଦ
ଆଠଗଡ : ଆଠଗଡ଼ ଜିଲ୍ଲା ଦାବି ନେଇ ଏକମାସ ହେବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପ୍ରତିକାତ୍ମକ ଧାରଣା ଦେଇଆସୁଥିବା ବେଳେ ଆସନ୍ତା କାଲି ଡ଼ିସେମ୍ବର ୭ ତାରିଖରେ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଆଠଗଡ ସବଡିଭିଜନ ବାସୀ ପୂର୍ଣ୍ଣ ସମର୍ଥନ ଦେଇ ସହଯୋଗ କରିବାକୁ ଆଠଗଡ ଜିଲ୍ଲା!-->…
Read More...
Read More...
ଉଦଘାଟନ ହେଲା ନବୀନ ଓଡିଶା କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ
ନୂଆଗାଁ : ନୟାଗଡ ଜିଲ୍ଲା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ନବୀନ ଓଡିଶା କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ତତ ସହିତ ମୁଖ୍ୟ ବକ୍ତା!-->…
Read More...
Read More...
ବୌଦ୍ଧ: ହତ୍ୟା ଘଟଣାର ପର୍ଦ୍ଦାଫାଶ, ୬ ଗିରଫ
ବୌଦ୍ଧ,୬/୧୨:- ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିଡିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲରୁ ଗତ ନଭେମ୍ବର ୩୦ ତାରିଖରେ ଅଜଣା ଯୁବକର ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବୌଦ୍ଧ ପୋଲିସ । ମୃତକ ଜଣକ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ମଧୁ କହଁର ବୋଲି ସୂଚନା ଦେଇଛି ପୋଲିସ । ମଧୁଙ୍କୁ!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୂନା ବର୍ଗୀକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ପରିଚାଳନାରେ ବିଶିଷ୍ଟ!-->…
Read More...
Read More...
ଅଲିଭା ମହାସଂଘ ଓ ବ୍ଲକ ଅଧିକାରୀଙ୍କ ସାମୂହିକ ବୈଠକ
ହରଭଙ୍ଗା :ହରଭଙ୍ଗା ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଅଲିଭା ମହାସଂଘର ବ୍ଲକ୍ ଅଧିକାରୀ ସାମୂହିକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରରେ ବିଡ଼ିଓ ସ୍ୱପ୍ନିତା ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ସିଡିପିଓ!-->…
Read More...
Read More...
ନିଆଁ ପୁଇଁବା ବେଳେ ଅଘଟଣ, ୯ବର୍ଷର ଶିଶୁକନ୍ୟା ମୃତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ୯ ବର୍ଷର ଶିଶୁକନ୍ୟା ମୃତ । ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ!-->…
Read More...
Read More...
ଉତ୍କଳ ବିଦ୍ୱତ ପରିଷଦର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ପୁରୀ: "ସେବା ହିଁ ପରମ ଧର୍ମ " ଏହି ମନ୍ତ୍ରକୁ ପାଥେୟ କରି ଉତ୍କଳ ବିଦ୍ୱତ ପରିଷଦ ଚଳିତ ବର୍ଷ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି । ପୂର୍ବ ବର୍ଷ ମାନଙ୍କ ଭଳି ଏହି କାର୍ଯ୍ୟକ୍ରମ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ଓ ପଣ୍ଡିତ ସଭାର ଶହେ ଜଣ ବ୍ରାହ୍ମଣଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇ!-->…
Read More...
Read More...
ଦଶପଲ୍ଲା ଡାକ୍ତରଖାନାକୁ ଭଗବାନ ଭରସା,ନାହାନ୍ତି ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଦଶପଲ୍ଲା: ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡିଥିବାରୁ ବର୍ଷବର୍ଷ ଧରି ସମସ୍ୟା ଲାଗି ରହିଛି । ଏବେ ଏହି ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଭାବକୁ ନେଇ ସମସ୍ୟା ଉପୁଜିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା!-->…
Read More...
Read More...
ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ
ପୁରୀ : ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗୁମଠ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଧକ୍ଷଙ୍କ ସହ ଟିମ୍ ସଦସ୍ୟ । ମଙ୍ଗୁମଠ ଭଙ୍ଗାଯାଇଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ସଂଖ୍ୟାଲଘୁଙ୍କର!-->…
Read More...
Read More...
ନିଯୁକ୍ତି ମେଳା ଆୟୋଜନ ନେଇ ବୈଠକ
ବୌଦ୍ଧ,୫/୧୨- ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜନ ନେଇ ଉପ-ଜ଼ିଲ୍ଲାପାଳଙ୍କ ଅଧକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜ଼ିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ବୌଦ୍ଧ!-->…
Read More...
Read More...