Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...
ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଧାୟକ ମହମ୍ମଦ ମୋକିମ
କଟକ : ଆଜି ମଧ୍ୟାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ୟୁନିଭର୍ସିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିଭର୍ସିଟିର ପରିସର ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ମୋକିମ!-->…
Read More...
Read More...
ହରଭଙ୍ଗା ବ୍ଳକରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ, ବ୍ଲକକୁ ମିଳିଲା ୧୧କୋଟି
ହରଭଙ୍ଗା : ଆମ ଓଡିଶା ନବୀନ ଓଡିଶାର ଯୋଜନାରେ ଆଜି ସାମିଲ ହୋଇଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲା ପାଇଁ ୧୧୫୯ ପ୍ରକଳ୍ପ ପାଇଁ ୩୪ କୋଟି ୫୦ଲକ୍ଷ ଟଙ୍କା ଆମ ଓଡିଶା, ନବୀନ ଓଡିଶା ଯୋଜନାର ମିଳିଛି । ହରଭଙ୍ଗା ବ୍ଳକର ଚାରିଛକ ହାଇସ୍କୁଲ ପଡିଆଠାରେ ମଧ୍ୟ ବୁଧବାର ଦିନ ୧୦ଟାରେ ଆଭାସୀ ଜରିଆରେ!-->…
Read More...
Read More...
ନଦୀ ଗର୍ଭରୁ ମିଳିଲା ବିରଳ ଚକ
ବାଲିଗୁଡା: ନଦୀ ଗର୍ଭରୁ ବିରଳ ଚକ ଉଦ୍ଧାର । ଏହା ଶ୍ରୀକୃଷ୍ଣଙ୍କ ରଥର ଚକ ବୋଲି କୁହାଯାଉଛି । ଗାଁ ରେ ପୂଜାର୍ଚ୍ଚନା ଚାଲିବା ସହ ଶକ୍ତିମୟୀ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍ ଅନ୍ତର୍ଗତ ମହାସିଙ୍ଗି ଗ୍ରାମ!-->…
Read More...
Read More...
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆର୍ଯ୍ୟାଜିତା ନାଏକ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ନିବାସୀ ଡା. ଜିତେନ୍ଦ୍ର କୁମାର ନାଏକ ଓ ଡା. ଅରୁଣା ଗାଈନଙ୍କ ଶିଶୁ କନ୍ୟା ଆର୍ଯ୍ୟାଜିତା ନାଏକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆର୍ଯ୍ୟାଜିତା ୨୦୨୦ ମସିହା ଅକ୍ଟୋବର ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।!-->…
Read More...
Read More...
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ
ପୁରୀ : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗ ଦ୍ୱାରରେ ଅନୁଷ୍ଠିତ ହୋଇଥିଲା ଶେଷ କୃତ୍ୟ । ବଡ ପୁଅ ସୁନିଲ ମହାନ୍ତି ବାପା ମହେଶ୍ୱରଙ୍କୁ ମୁଖଗ୍ନୀ ଦେଇଥିଲେ । ଏହା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଗାର୍ଡ ଅଫ!-->…
Read More...
Read More...
ମା ମାହେଶ୍ୱରୀ ସ୍ୱାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ୨୦୨୩ : ସୋନପୁର ବିଜୟୀ
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ୱରୀ କ୍ଲବ ବୁରକଟା ଆନୁକୁଲ୍ୟରେ ଚାଲିଥିବା ମା ମାହେଶ୍ୱରୀ ସ୍ୱାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତାର ଆଜି ତୃତୀୟ ଦିନରେ ବୌଦ୍ଧ ଓ ସୋନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ!-->…
Read More...
Read More...
ପୁଣି ଗଜପତି ଜିଲ୍ଲା ବିଜେପି ସଭାପତି ହେଲେ ପାରଳା ବିଧାୟକ ନାରାୟଣ ରାଓ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପିର ଗଜପତି ଜିଲ୍ଲା ସଭାପତି ହୋଇଥିବା ସୂଚନା ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓଡିଶାର ୩୬ ଗୋଟି ସାଙ୍ଗଠାନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ଏଥି ଅନୁଯାଇ ପାରଳା!-->…
Read More...
Read More...
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସା ହେଉଥିଲେ । ଗତ ୩୧ ତାରିଖରୁ ଚିକିତ୍ସିତ ହେଉଥିଲେ । ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା ।!-->…
Read More...
Read More...
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥକବି ଭୀମଭୋଇ ସମ୍ମାନ
ଫୁଲବାଣୀ : କନ୍ଧମାଳର ବିଶିଷ୍ଠ କବି, ସୁସାହିତ୍ୟିକ, ଗବେଷକ, ସଂଗଠକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଗଞ୍ଜାମର ବାଲିପଦର ସ୍ଥିତ ଭୀମଭୋଇ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସନ୍ଥକବି ସାରସ୍ୱତ କାବ୍ୟ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆଞ୍ଚଳିକ!-->…
Read More...
Read More...