Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବାଇକ୍ ଚୋରି ରାକେଟକୁ ଧରିଲା ଆଦର୍ଶ ଥାନା ପୋଲିସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ପୋଲିସ ଥାନାରେ ଗତ କିଛି ଦିନ ତଳେ ପ୍ରଶାନ୍ତ କୁମାର ଭୂପତି ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଭୂପତି ଦାୟିତ୍ୱ ଗ୍ରହଣ କରିବା ପରେ ୨ ଚକିଆ ଯାନ ଚୋରି ଘଟଣାର ଅଭିଯୋଗ କ୍ରମେ ତଦନ୍ତ ଓ!-->…
Read More...
Read More...
ଆଭାସୀ ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସୋନପୁର : ଆଜି ସୋନପୁର ବ୍ଲକ ସାଗରପାଲି ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ତତ୍ତ୍ୱାବଧାନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଆଠଗଡ ଉପଖଣ୍ଡ ସ୍ତରୀୟ କୃଷି ଓ ଯାନ୍ତ୍ରିକ ମେଳା ଅନୁଷ୍ଠିତ
ଆଠଗଡ:କୃଷି ଓ କୃଷକର ବିକାଶ ପାଇଁ ଆଠଗଡ ମହୋତ୍ସବ ପଡିଆଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯାନ୍ତ୍ରିକ ମେଳା ଆୟୋଜନ କରାଯାଇଥିଲା । ଏହି ମେଳାରେ ପ୍ରଶାନ୍ତ କୁମାର ତରାଇ ଉପଜିଲ୍ଲାପାଳ, ଆଠଗଡ ସଭାପତିତ୍ୱ କରି ମେଳାର ଉଦ୍ଦେଶ୍ୟ ଓ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ!-->…
Read More...
Read More...
ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର
ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାରାପୁର ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ରାଜ୍ୟ ସରକାରଙ୍କର କୃଷି କୃଷକ ସଶକ୍ତିକରଣ ମାଛ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ କହିଲେ ଓଡିଶା ଓ ଆଠଗଡରେ ରକ୍ତ!-->…
Read More...
Read More...
ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ କନେଷ୍ଟବଳ, ନଗଦ ୬ଲକ୍ଷ ଟଙ୍କା ଜବତ
ବୌଦ୍ଧ,୧/୧୧:- ଆଜି ଡିଭିଏଫ ପୋଲିସ୍ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ କନେଷ୍ଟବଳ ହରିଶ ଚନ୍ଦ୍ର ସାହୁ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ପେଞ୍ଜାବଳି ଗ୍ରାମରୁ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କ ଠାରୁ ୬ ଲକ୍ଷ ନଗଦ ଟଙ୍କା!-->…
Read More...
Read More...
ବାଇକ୍ ଦୁର୍ଘଟଣାରେ ଦୁଇ ଆହତ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେଶିଙ୍ଗିଆ ପଞ୍ଚାୟତର ବିଲାବାଡ଼ା ଗ୍ରାମର ବାବୁଲ ପ୍ରଧାନ (୩୦) ଓ ଆଦିତ୍ୟ ପ୍ରଧାନ (୨୫) କିରାମାହା ନିକଟ ବାଉଡି ନାଜୁ ଠାରେ ପଲସର ୨୨୦ ବାଇକ୍ ନମ୍ୱର ଓଡି ୦୨ପି ୫୩୫୮ରେ କିରାମାହାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ!-->…
Read More...
Read More...
ସାଇବର ଅପରାଧ, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି : ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥିବା ସାଇବର ଅପରାଧ, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଅଭିଯାନ ଏବଂ ସଚେତନତା ନିମିତ ବିଭିନ୍ନ!-->…
Read More...
Read More...
ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଶ୍ରମିକ ଭବନ ଭୂମିପୂଜନ ଓ ମା ପାଟଣେଶ୍ୱରୀ କଲେଜ ପରିଦର୍ଶନ
ପାଟଣାଗଡ : ପାଟଣାଗଡ଼ ସ୍ଥାନୀୟ ଗଡ଼ଭିତର ବିଶ୍ୱକର୍ମା ମନ୍ଦିର ପାଖରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ରାଜ୍ୟସଭା ସାଂସଦ ପାଣ୍ଠିରୁ ଶ୍ରମିକ ଭବନର ଭୂମିପୂଜନ କରିଛନ୍ତି । ଏହି ଶ୍ରମିକ ଭବନ ପାଞ୍ଚ ଲକ୍ଷ ଅଟକଳରେ ନିର୍ମାଣ ହେବ । ଏହା ନିର୍ମାଣ ହେଲେ ଶ୍ରମିକମାନେ ସୁବିଧାରେ ସଭା!-->…
Read More...
Read More...
ଗଜପତି ସ୍ମରଣିକା କମିଟିର ପ୍ରଥମ ବୈଠକ
ପାରଳାଖେମୁଣ୍ଡି : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ସ୍ମରଣିକାର ବଜେଟ୍!-->…
Read More...
Read More...
ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସମିତି ସଭ୍ୟଙ୍କ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମେଣ୍ଟ୍ରୀ ପଞ୍ଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚ ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି!-->…
Read More...
Read More...