Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ହରଭଙ୍ଗା ବ୍ଲକ୍ ଘେରାଉ
ବୌଦ୍ଧ,୧୫/୧୧: ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜନ ଆକ୍ରୋଶ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି!-->…
Read More...
Read More...
ପାତାଳୀ ବ୍ରହ୍ମ ଆଧାରିତ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର: ସୋନପୁରର ଇତିହାସ-ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୧୪ ତାରିଖ ପୂର୍ବାହ୍ନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା, ନୈବେଦ୍ୟ ଅର୍ପଣ ଓ ଆଳତି ପରେ ଏହି ଶିବିରର ଶୁଭାରମ୍ଭ ହୋଇଥିଲା ।!-->…
Read More...
Read More...
ଉଦ୍ଘାଟିତ ହେଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସଦରମହକୁମା ଠାରୁ ୧୮ କିଲୋମିଟର ଦୂରରେମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ଅବସ୍ଥିତ ବଡ଼ମୂଳର ମଙ୍ଗାନାଶି ଠାରେ ଥିବା ସାତକୋଶିଆ ବାଲୁକା ପର୍ଯ୍ୟଟନକେନ୍ଦ୍ର ଆଜିଠାରୁ ଉଦ୍ଘାଟନ ହୋଇ ଶୁଭାରମ୍ଭ ହୋଇଯାଇଛି । ବର୍ତ୍ତମାନ ସବୁ କାର୍ଯ୍ୟ ଶେଷହୋଇ!-->…
Read More...
Read More...
ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ହ୍ରାସ ପ୍ରୟାସ
ପୁରୀ : ଜଳ ପରିଚାଳନା ଦ୍ୱାରା ଧାନ କ୍ଷେତରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରାଯାଇ ପାରିବ । ଯାହା ଫଳରେ ଚାଷୀ ମାନେ ଉପକୃତ ହେବା ସହ ଅମଳ ବୃଦ୍ଧିରେ ସହାୟକ ହୋଇ ପାରିବ । ଏହି ପରିପ୍ରେକ୍ଷୀରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ପିପିଲି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଆୟୋଜିତ!-->…
Read More...
Read More...
ଚାଷୀଙ୍କ ଆଶା ଭାଙ୍ଗିଲା ଲୁଚକାଳି ବର୍ଷା ଓ ରୋଗ ପୋକ
ନୂଆପଡ଼ା : କପା ଏକ ଅର୍ଥକାରୀ ଫସଲ, ଏହାକୁ ଧଳା ସୁନା ମଧ୍ୟ କୁହାଯାଏ । ଠିକ୍ ଭାବରେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଲାଭ ଦେଇଥାଏ । କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗ ପୋକ କପା ଚାଷୀଙ୍କ ଆଶା ଭାଙ୍ଗି ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏବେ!-->…
Read More...
Read More...
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ସେଞ୍ଚୁରୀଆନ୍ ବିଶ୍ୱବିଦ୍ୟାଳୟ ଖେଳପଡିଆଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ସୁରେଶ କୁମାର ବଶିଷ୍ଠ, ପ୍ରମୁଖ ଶାସନ!-->…
Read More...
Read More...
ଦୁଇ ବାଇକ୍ ମୁହାଁମୁହିଁ ; ଜଣେ ମୃତ,ଅନ୍ୟ ଜଣେ ଗୁରୁତର
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକଠାରେ ଦୁଇ ସିଡି ଡିଲେକସ୍ ବାଇକ୍ ସହ ଆଉ ଏକ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ରସିଆ ଗୁଡା ଗ୍ରାମ ହନୁମାନ ଭତ୍ରା (୬୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡଙ୍ଗରଭେଜା ଗ୍ରାମର ଦିବାକର ବିଷୋୟୀ!-->…
Read More...
Read More...
“ଓଡିଶା ସମବାୟ ଭିତ୍ତିଭୂମି ପ୍ରତିଷ୍ଠାରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ’
କଟକ: ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଓଡିଶା ସମବାୟ ସୁରକ୍ଷା ସଂଘ ଓ ପାକ୍ଷିକ ସମ୍ବାଦ ପତ୍ର ସମବୟିକା ପକ୍ଷରୁ ଓଡିଶାରେ ସମବାୟ ଆନ୍ଦୋଳନର ପୁରଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା!-->…
Read More...
Read More...
ଭେଜିଗୋରାରେ ୨୯ତମ ଆନ୍ତଃ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଭେଜିଗୋରା ୟୁଜିଏମି ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ଅବସରରେ ୨୯ତମ ଆନ୍ତଃ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପବିତ୍ର ଶିଶୁଦିବସ ପାଳନ ଅବସରରେ ପ୍ରତିବର୍ଷ ଭଳି ହୋଇ ଆସୁଥିବା କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ମଧ୍ୟ ୨୯ ତମ ଆନ୍ତଃ!-->…
Read More...
Read More...
୧୬ରୁ ତିନି ଦିନ ବ୍ଲକ୍ ଘେରିବ ବିଜେପି
ପାରଳାଖେମୁଣ୍ଡି : ଓଡ଼ିଶାରେ ନବୀନ ସରକାରଙ୍କ ବଢୁଥିବା ଦୁର୍ନୀତି ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ । ଦୀର୍ଘ ବର୍ଷ ଧରି ଶାସନ କାଳରେ ନବୀନ!-->…
Read More...
Read More...