Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଶୀନଗର ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ଧନ୍ୱନ୍ତରୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀ ନଗର ବ୍ଲକର ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ପକ୍ଷରୁ ଧନ୍ୱନ୍ତରି ଜୟନ୍ତୀ ପାଳିତ ହୋଇଯାଇଛି। ସକାଳୁ ରାମନାଥ ପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା ପ୍ରଭୂ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏକ!-->…
Read More...
Read More...
ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୀପାବଳି ଉତ୍ସବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସହ ସମ୍ପାଦକ ଜନ୍ମେଜୟ ସାହୁଙ୍କ କରକମଳରେ ଦୀପ!-->…
Read More...
Read More...
ଘୁ.ଉଦୟଗିରି ଏନଏସି ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ପ୍ରାର୍ଥୀପତ୍ର ଦାଖଲ
ଘୁ.ଉଦୟଗିରି: ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ନିମନ୍ତେ ଚଳିତ ମାସ ୨୯ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ । ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସରେ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ!-->…
Read More...
Read More...
ସ୍ୱାମୀନାଥନ୍ ଫାଉଣ୍ଡେସନ ପକ୍ଷରୁ ଚାଷୀମାନଙ୍କୁ ବିରି ବିହନ ପ୍ରଦାନ
ଦଶପଲ୍ଲା : ଜୟପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାମୀନାଥନ୍ ଫାଉଣ୍ଡେସନ ତରଫରୁ ଦଶପଲ୍ଲା ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ ଘୁଗୁଡିପଡା ଗ୍ରାମ ପଂଚାୟତର ପ୍ରାୟ ୨୦୦ରୁ ଅଧିକ ଚାଷୀ ମାନଙ୍କୁ ଉନ୍ନତମାନର ବିରି ବିହନ କିଟ୍ ସହିତ ମୃତ୍ତିକା ବିଶୋଧନ ନିମନ୍ତେ ଆବଶ୍ୟକୀୟ ବିଶୋଧନ ସାମଗ୍ରୀ!-->…
Read More...
Read More...
ବୀରାମଚନ୍ଦ୍ରପୁର ଗ୍ରାମରେ ଶ୍ରୀରାମଚରିତ ପାରାୟଣ ଉଦଯାପିତ
ହରଭଙ୍ଗା : ବୀରାମଚନ୍ଦ୍ରପୁର ଗ୍ରାମର ସୁବର୍ଣ୍ଣମେରୁ ଶୈବ ପୀଠରେ ନଅ ଦିନ ଧରି ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ଏହି ନଅ ଦିନ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର ସମସ୍ତେ ଶୁଦ୍ଧ ଚିତରେ ଘରେ ଘରେ ସାକାହାରୀ ଭୋଜନ ସହିତ ନାମ!-->…
Read More...
Read More...
ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା , ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଶୁଭାରମ୍ଭ…
ଭୁବନେଶ୍ବର; ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି!-->…
Read More...
Read More...
ମର୍ଜାକୁଦଠାରେ ବୁଣାକାର ସଚେତନତା ଶିବିର,ବୁଣାକାରଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ
ବୌଦ୍ଧ : ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ବୌଦ୍ଧଙ୍କ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ତନ୍ତୁବାୟ ସହଯୋଗ ସମିତିଲିଃ ତରଫରୁ ମର୍ଜାକୁଦ ଗ୍ରାମରେ ବୁଣାକାର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉକ୍ତ ଗ୍ରାମରେ ପହଂଚିବା ପରେ!-->…
Read More...
Read More...
ସ୍ପଷ୍ଟ ଦିବାଲୋକରେ ବଡ଼ ଧରଣର ଲୁଟ୍. ଏଟିଏମ ଭ୍ୟାନରୁ ଲୁଟିନେଲେ ଦେଢକୋଟି ଟଙ୍କା
କଟକ : କଟକ ଜିଲ୍ଲାରେ ଆଜି ଘଟିଛି ଏକ ବଡ଼ ଧରଣର ଡକାୟତି । ଏଟିଏମରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଲୁଟି ନେିଛନ୍ତି ଦେଢ କୋଟି ଟଙ୍କା;ତାହାପୁଣି ସ୍ପଷ୍ଟ ଦିବାଲୋକରେ! ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି । ଆଠଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ!-->…
Read More...
Read More...
ବନବାସୀ ସେବା ସମିତିର ‘ରେଡିଓ ମହକ’ ଉଦଘାଟନ
ବାଲିଗୁଡା: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତର ଏକ ରେଡିଓ କେନ୍ଦ୍ର ରେଡିଓ ମହକ ୮୯.୬ର ଉଦଘାଟନୀ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଏହି ରେଡିଓ ମହକକୁ ଉଦଘାଟନ କରିଛନ୍ତି । ଉକ୍ତ!-->…
Read More...
Read More...
କନ୍ଧମାଳକୁ ରେଳ ସଂଯୋଗ ଦାବିରେ ବନ୍ଦ ପାଳିତ
ବାଲିଗୁଡା: କନ୍ଧମାଳକୁ ରେଳ ସଂଯୋଗ ଦାବୀରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ପରିଷଦର କର୍ମକର୍ତ୍ତା ମାନେ ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସଦର ମହକୁମା ଫୁଲବାଣୀର ମାଦିକୁନ୍ଦା ଛକରେ କର୍ମକର୍ତ୍ତା!-->…
Read More...
Read More...