Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ
ପୁରୀ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଗତକାଲିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ବେଶ କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଗତକାଲିଠାରୁ!-->…
Read More...
Read More...
ଚନ୍ଦ୍ର ଗ୍ରହଣ ପାଇଁ ସମଲେଇ ମନ୍ଦିରରେ କୁମାର ପୂର୍ଣ୍ଣମୀ କାର୍ଯ୍ୟନିର୍ଘଣ୍ଟ ଚୂଡାନ୍ତ
ସମ୍ବଲପୁର : ଆସନ୍ତା ଅକ୍ଟୋବର ୨୮ ତାରିଖ ଶନିବାର ଦିନ କୁମାରପୂର୍ଣ୍ଣମୀ ଉପଲକ୍ଷେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମାଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ନିଷ୍ପତି କ୍ରମେ ନିମ୍ନମତେ କାର୍ଯ୍ୟନିର୍ଘଣ୍ଟ ସ୍ଥିରୀକୃତ ହୋଇଛି । ଏବିଷୟରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ!-->…
Read More...
Read More...
ଶ୍ରୀକ୍ଷେତ୍ରରେ ଜମିଲା ଗୋଷାଣୀ ଯାତ
ପୁରୀ :ବୁଧବାର ପୁରୀ ସହରରେ ଗୋଷାଣୀ ଯାତକୁ ନେଇ ଉତ୍ସବ ମୁଖର ହୋଇଥିଲା ଶ୍ରୀକ୍ଷେତ୍ର । ଶାରଦୀୟ ଦୁର୍ଗାପୂଜାରେ ପୂଜା ପାଇଥିବା ଗୋଷାଣୀ ମୂର୍ତ୍ତିଙ୍କ ସହ ନାଗା ମୂର୍ତ୍ତି ଗୁଡ଼ିକର ବୁଧବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାହିରେ ପୂଜା ପାଉଥିବା ମୂର୍ତ୍ତି ଗୁଡିକୁ!-->…
Read More...
Read More...
୨୭ରୁ ଆରମ୍ଭ ହେବ ହରଗୌରୀ ଯାତ୍ରା
ସୋନପୁର : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ୪ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଢେରାପଡା ଠାରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି!-->…
Read More...
Read More...
ପାରଳାଖେମୁଣ୍ଡି ମଡେଲ୍ ପୋଲିସ ଷ୍ଟେସନର ନୂତନ ଥାନା ଅଧିକାରୀ ହେଲେ ପ୍ରଶାନ୍ତ କୁମାର ଭୁପତି
ଗଜପତି: ପାରଳାଖେମୁଣ୍ଡି ମଡେଲ୍ ପୋଲିସ ଷ୍ଟେସନର ନୂତନ ଥାନା ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାନ୍ତ କୁମାର ଭୁପତି ପୂର୍ବରୁ ବ୍ରହ୍ମପୁର ବଡ଼ବଜାର ପୋଲିସ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୂର୍ବତନ ଥାନା ଅଧିକାରୀ!-->…
Read More...
Read More...
‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ
ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି.କେ ପାଣ୍ଡିଆନ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ!-->…
Read More...
Read More...
ମହାନବମୀ ଅବସରରେ ମନୋଜ୍ଞ ଭଜନ ସମାରୋହ
ପୁରୀ : ବଡ଼ଶଙ୍ଖ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ମହାନବମୀ ଅବସରରେ ଏକ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବାଚସ୍ପତି ମହେଶ୍ୱର ମହାନ୍ତି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ସଙ୍ଗଠକ ପୀତବାସ ନାୟକ, ବିଜେଡି!-->…
Read More...
Read More...
ଏସିଆନ୍ ଗେମ୍ସ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୨ । ୧୦: ଚୀନ୍ ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ୍ ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲିମ୍ପିଆନ୍!-->…
Read More...
Read More...
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ
ପୁରୀ ; ଶାରଦୀୟ ଦୁର୍ଗା ଉତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ହେଉଥିବା ବେଳେ ଦେବୀଙ୍କ ପୀଠ ଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୂଜା ଅନୁଷ୍ଠିତ ହେଉଛି । ପୁରୀ ସହରରେ ଥିବା ସବୁ ଦେବୀ ପୀଠ ଗୁଡିକରେ ମାଙ୍କ ମହାନବମୀ!-->…
Read More...
Read More...
ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍’, ଭିଜେଇବ ପାର୍ବଣ !
ଧୋଇଯିବ ପାର୍ବଣ ! ଆସୁଛି ବାତ୍ୟା । ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।ଯଦି ବାତ୍ୟାର ରୂପ ନିଏ ନାଁ!-->…
Read More...
Read More...