Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା
ନୂଆପଡ଼ା,୯/୧୦:- ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖଡିଆଳ ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୬ର ଚିଚେର ଗ୍ରାମରୁ ଆରମ୍ଭହୋଇ ତୋରଲି, ନେହେନା ଓ ବିଛନାପାଲି ଗ୍ରାମରେ ଦଳୀୟନେତା!-->…
Read More...
Read More...
ଗୋପବନ୍ଧୁ ଜୟନ୍ତୀରେ କେଡିଏମଏଫ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ
ଫୁଲବାଣୀ : ଆଜି ଦୁଃଖୀ ଦରିଦ୍ର୍ୟର ସେବକ ମହାନ ମହାପୁରୁଷ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ସନ୍ତୋଷ କୁମାର ଦିଗାଲଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହତ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର
ପାରଳାଖେମୁଣ୍ଡି,୯/୧୦:- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ!-->…
Read More...
Read More...
୫୪୦୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ ସହିତ ୩୨ ଜଣ ଗିରଫ
ସମ୍ବଲପୁର,୯/୧୦:- ସମ୍ବଲପୁର ନଗର ଉପକଣ୍ଠସ୍ଥିତ ଧନୁପାଲି ପୁଲିସ ଥାନା ଅନ୍ତର୍ଗତ ସ୍ଥାନୀୟ ଝାଙ୍କରପଡାରେ ବିପୁଳ ପରିମାଣରେ ପ୍ରତିବନ୍ଧିତ କଫ ସିରପ ଜବତ କରିବା ସହିତ ଏଥିରେ ସାମିଲ ୩୨ ଜଣଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି । ଆଜି ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟକୁ ଡ଼କାଇ!-->…
Read More...
Read More...
ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହ ୫ଟି ସଚିବଙ୍କ ଆଲୋଚନା,ଅକ୍ଟୋବର ୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ…
ଭୁବନେଶ୍ୱର,୯.୧୦:- ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ!-->…
Read More...
Read More...
ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କଠାରେ ଅଧିଆ ପଡିଲେ ସାମ୍ବାଦିକ
ବୌଦ୍ଧ:- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣୀ ଶିବିରରେ ସାମ୍ବାଦିକ ତଥା ଗୁଡଭେଲିପଦର ପ୍ରାଥମିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁଶୀଳ ମିଶ୍ର ଅଭିନବ ଢଙ୍ଗରେ!-->…
Read More...
Read More...
ପାଟଣାଗଡ଼ ଯୁବ ପତ୍ରକାର ସଂଘର ନୂଆଁଖାଇ ଭେଟଘାଟ,ସମସ୍ୟା ଭିତ୍ତିକ ଖବର ସଂଗ୍ରହ ଉପରେ ଗୁରୁତ୍ୱ ପାଇଁ ନିଷ୍ପତ୍ତି
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ନୂଆଖାଇଁ ଭେଟଘାଟ ଖପ୍ରାଖୋଲ ବ୍ଳକ ସ୍ଥିତ କୁସୁମକାନୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ଚନ୍ଦ୍ରଶେଖର ବରିହାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟରେ ପରସ୍ପର!-->…
Read More...
Read More...
ଫୁଲବାଣୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଫୁଲବାଣୀ: ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଆଜି ଫୁଲବାଣୀରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା!-->…
Read More...
Read More...
ଟାକରା ହାଇସ୍କୁଲରେ ଅବ୍ୟବସ୍ଥା ଘଟଣା, ଖବର ପ୍ରସାରଣର ୧୨ ଦିନ ପରେ ମଧ୍ୟ ଫଳ ଶୂନ
ଦଶପଲ୍ଲା : ଗତ ୨୬ ତାରିଖରେ ଦଶପଲ୍ଲା ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ଠାରେ ଚାଲିଥିଲା ଅଭିଭାବକ ଆମର ଅଂଶୀଦାର ସମାବେଶ କାର୍ଯ୍ୟକ୍ରମ । ଏହି ସମାବେଶରେ ପରିଚାଳନା କମିଟି ସଭାପତି, ଅଭିଭାବକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଳୟରେ!-->…
Read More...
Read More...
ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲା ଶାଖାର ବାର୍ଷିକ ଉତ୍ସବ
ନବରଙ୍ଗପୁର: ଓଡିଶା ସାମ୍ବାଦିକ ସଂଘ (ଓଜେୟୁ), ନବରଙ୍ଗପୁର ଜିଲ୍ଲା ଶାଖାର ୧୨ ତମ ବାର୍ଷିକ ଉତ୍ସବ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନବରଙ୍ଗପୁର ଉପ ଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ!-->…
Read More...
Read More...