Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ମହାନଦୀ ଆଳତୀ ଘାଟରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ
ବୌଦ୍ଧ,୧/୧୦:- ଭାରତ ସରକାରଙ୍କ ପକ୍ଷରୁ ଆଜି ନିଜ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପରାମର୍ଶ ଦିଆଯାଇଛି । ଭାରତ ସ୍ୱାଭିମାନ ନ୍ୟାସ ବୌଦ୍ଧ ଶାଖା ପକ୍ଷରୁ ମହାନଦୀ ଆଳତୀ ଘାଟ ପରିସରକୁ ସଫେଇ କରାଯାଇଥିଲା । ମହାନଦୀକୁ ପରିମଳ ମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ବ୍ୟବହାର କରୁଥିବା!-->…
Read More...
Read More...
ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍ଯାପିତ ବାଳିକାରେ କଟକ ଓ ବାଳକରେ ଭୁବନେଶ୍ୱର ଚଂପିଆନ
ବୌଦ୍ଧ,୧/୧୦:- ଦୁଇଦିନ ଧରି ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡାସଂଗଠନ ଓ ବୌଦ୍ଧ ଜିଲ୍ଲା କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି!-->…
Read More...
Read More...
ମାତ୍ର ୧୪ ମିନିଟରେ ସଫେଇ ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍
ପୁରୀ : ମାତ୍ର ୧୪ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ମିରାକଲ କ୍ଲିନିଂ । ଏବେ ମାତ୍ର ୧୪ ମିନିଟ ଭିତରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହେଇପାରୁଛି ବନ୍ଦେ ଭାରତ । ଆଜିଠାରୁ ଆରମ୍ଭ ହୋଇଛି ୧୪ ମିନିଟର ମିରାକଲ କ୍ଲିନିଂ । ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ,ପୁରୀ ଏବଂ!-->…
Read More...
Read More...
ସ୍ୱଚ୍ଛତା ହିଁ ସେବା: ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ “ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତୃପ୍ତି ସ୍ୱେଚ୍ଛାସେବୀ ସଂଗଠନ ମୁଣ୍ଡୋଦହର ତରଫରୁ "ସ୍ୱଚ୍ଛତା ହିଁ ସେବା' ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପକ୍ୱଡା ନାମରେ ନାମିତ କରିଛନ୍ତି ଏହି ବଳିଷ୍ଠ ସ୍ୱଚ୍ଛତା!-->…
Read More...
Read More...
ଜିଲ୍ଲା କୋର୍ଟରେ ଭର୍ଚୁଆଲ ମୋଡରେ ହାଇ କୋର୍ଟ ବିଚାରପତିଙ୍କ ଦ୍ୱାରା ପେପର ଲେସ କୋର୍ଟର ଶୁଭ ଉଦଘାଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜ କୋର୍ଟରେ କାଗଜ ବିହନ କୋର୍ଟର ଶୁଭାରମ୍ଭ କରାଯାଇଛି । ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଆଭାସି ମାଧ୍ୟମରେ ଏହି କାଗଜ ବିହୀନ କୋର୍ଟର ଶୁଭାରମ୍ଭ କରିଥିବା ବେଳେ!-->…
Read More...
Read More...
ସେଞ୍ଚୁରିଅନ ତରପରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ରାୟଗଡା: ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ତରଫରୁ ଫାର୍ମାସୀ ବିଭାଗ ଅନୁକୂଲ୍ୟରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅଧିନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର!-->…
Read More...
Read More...
ମହାନଦୀରେ କୁମ୍ଭୀର ଆତଙ୍କ
ସୁବର୍ଣ୍ଣପୁର:ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବା ବେଳେ ସୋନପୁର ମହାନଦୀରେ ମଧ୍ୟ ଆଜି କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋନପୁର- ହିକୁଡି ମହାନଦୀ ବ୍ରିଜ ଉପରକୁ ଏକ କୁମ୍ଭୀର ଦଳ ଦେଖି କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି!-->…
Read More...
Read More...
କେଏମଆରଏସ୍ରେ “ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେସିଡେନ୍ସିଆଲ ବିଦ୍ୟାଳୟରେ ମଙ୍ଗଳାବର ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଅଭିନବ କାର୍ଯ୍ୟକ୍ରମ "ଆମେ ଜାଣିବା ଆମେ ଜିଣିବା ' ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସିପଲ୍ ଜଗଦୀଶ ମହାକୁଡଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ!-->…
Read More...
Read More...
ନୂଆଗାଁ ପଞ୍ଚାୟତ ସମିତିରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତିରେ ନୂତନ ଭାବରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଆଜି ନୂଆଗାଁ ବ୍ଲକ ମଧ୍ୟରେ ଯୋଗଦେବା ପରେ ବିଭନ୍ନ!-->…
Read More...
Read More...
୨୮ ତାରିଖକୁ ମହମ୍ମଦ ଜୟନ୍ତୀ ଭାବେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ଵର: ଆସନ୍ତା ୨୮ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହିଦିନବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ରାଜ୍ୟ ସରକାରଙ୍କ!-->!-->!-->…
Read More...
Read More...