Browsing Category

ରାଜ୍ୟ

ଝୁଲଣ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ : ଶନିବାରଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥି ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଚି ମହାପ୍ରଭୁ ଝୁଲଣ ଯାତ୍ର ଦେଖିବା ପାଇଁ । ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ
Read More...

ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ଅଧିବକ୍ତା ପରିଷଦ କନ୍ଧମାଳ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମଳା କାନ୍ତ ପାଣ୍ଡେ, ଡଃ ଅନନ୍ତ ଚରଣ ମିଶ୍ର, ଓକିଲ ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତି, ସମାଲୋଚକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ
Read More...

ଏଆଇସିସି ସଭ୍ୟା ସନ୍ଧ୍ୟା ମହାପାତ୍ରଙ୍କ ଦେହାନ୍ତରେ ବିଧାୟକ ମୋକିମଙ୍କ ଶୋକ

କଟକ: ପୂର୍ବତନ ପ୍ରଦେଶ କଂଗ୍ରେସ ଉପ-ସଭାପତି ,ଶୃଙ୍ଖଳା କମିଟିର ପୂର୍ବତନ ଅଧ୍ୟକ୍ଷା ତଥା ଏ.ଆଇ.ସି.ସି ସଭ୍ୟା ସନ୍ଧ୍ୟା ମହାପାତ୍ରଙ୍କ ବିୟୋଗରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଗଭୀର ଶୋକ ପ୍ରକାଶ କରିବା ସହିତ କଂଗ୍ରେସ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ତାଙ୍କ
Read More...

ଦଶପଲ୍ଲାକୁ ସବ୍‌ ଡିଭିଜନ ମାନ୍ୟତା, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଦଶପଲ୍ଲା : ଦଶପଲ୍ଲା ବାସୀଙ୍କ ବାରମ୍ବାର ଦାବି ସତ୍ତେ୍ୱ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦଶପଲ୍ଲାକୁ ସବ୍‌ ଡିଭିଜନର ମାନ୍ୟତା ମିଳିପାରୁନଥିବା ଅଭିଯୋଗ ହେଉଛି । ମାନ୍ୟତା ଦେବାନେଇ ସରକାରୀ ସ୍ତରରେ ଟାଳଟୁଳ ନିତି ଅବଲମ୍ବନ କରାଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ
Read More...

ବିକାଶର ନଗ୍ନ ଚିତ୍ର, ଖଟିଆରେ ବୁହାହେଲା ରୋଗୀ

ହରଭଙ୍ଗା : ବାସ୍ତବ ଚିତ୍ର ବୟାନ କରୁଛି ବିକାଶ କେତେ! ଦୁର୍ଗମ ଅଚଳରେ ପୁଣି ଖଟିଆରେ ବୁହାହେଲା ରୋଗୀ । ରୋଗୀ ଖୋଦ ୱାର୍ଡ ସଭ୍ୟାଙ୍କ ସ୍ୱାମୀ । ବିକାଶ ନାଁରେ କୋଟି କୋଟି ସରକାରୀ ରାଜସ୍ୱ ହରିଲୁଟ ହେଉଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି
Read More...

ଭାଲୁ କାମୁଡାରେ ଜଣେ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜୁନାପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭାଲୁ କାମୁଡି ଦେଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ଜୁନାପାଣି ଗାଆଁର ଉଜ୍ଜଳ ମାଝୀ, ବୟସ ୫୬
Read More...

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପୁରୀ : ରୋଟାରୀ କ୍ଲବ ଅଫ୍‌ ପୁରୀ ସାଗର ପକ୍ଷରୁ ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହଯୋଗରେ କ୍ଲବର ସଭାପତି ରାଜଦୀପ ଘୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ
Read More...

ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡି

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍‌ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ସୂଚନା ଦେଇ
Read More...

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଶ୍ରୀ ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ୪.୫ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ନିଶ୍ଚିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି ।ଶ୍ରୀ
Read More...

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା
କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ବାଲିଗୁଡ଼ା,୨୭/୮:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ
Read More...