Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିକଅପ ଭ୍ୟାନ ଓ ଟଙ୍କା ଛଡାଇବା ଘଟଣା, ୩ ଜଣଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ
ଚମ୍ପୁଆ: ଗତ ୨ ତାରିଖ ଚିମିଳାଠାରେ ପିକଅପ ଭ୍ୟାନ ସହ ଟଙ୍କା ଛଡାଇ ନେବା ଘଟଣାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବାରେ ଚମ୍ପୁଆ ପୋଲିସ ସଫଳ ହୋଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ ତାରିଖ ରାତି ୯.୩୦ ମିନିଟ ସମୟରେ କୁମାରଡୁଙ୍ଗି ଅଂଚଳର ଦିନେଶ ପଲେଇ ଓ ତାଙ୍କ ସାଙ୍ଗ!-->…
Read More...
Read More...
ଫୁଲବାଣୀ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଫୁଲବାଣୀ,୪/୯: ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ନିଜ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଜଣେ ଓକିଲଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାକୁ ଫୁଲବାଣୀ ବାର ଆସୋସିଏସନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଭାପତି ଭଗବାନ!-->…
Read More...
Read More...
ଶିକ୍ଷୟତ୍ରୀଙ୍କ ମହାନତା, ରେଡକ୍ରସ ପାଣ୍ଠିକୁ ଦାନ କଲେ ପାଞ୍ଚ ଲକ୍ଷ ଟଙ୍କା
ନନ୍ଦାହାଣ୍ଡି : ମହାନତା ଦେଖେଇଛନ୍ତି ଶିକ୍ଷୟତ୍ରୀ । ନିଜ ମୃତ ଝିଅର ମେଧାବୀ ପୁରସ୍କାର ରାଶି ପାଞ୍ଚ ଲକ୍ଷ ଟଙ୍କାକୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦାନ କରି ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଚେକ୍ ଆକାରରେ ଏହି ଅର୍ଥ ରାଶି ଗ୍ରହଣ କରିଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ପୌରପାଳିକାଠାରେ!-->…
Read More...
Read More...
ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି
ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ!-->…
Read More...
Read More...
ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ, ଅଟୋ ଚାଳକ ଗୁରୁତର
ବାଲିଗୁଡ଼ା: ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ । ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦମକଳ ଗାଡ଼ିରେ ଥିବା ଅଗ୍ନିଶମ କର୍ମଚାରୀ ଆହତ ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ଏଭଳି ଘଟଣା!-->…
Read More...
Read More...
ଅନ୍ଧପସରା ରୋଡରେ ଉଦ୍ଘାଟନ ହେଲା ସାହୁ ସାନିଟାରୀ ୱାର୍ଲ୍ଡ ଓ ସିଦ୍ଧ ବିନାୟକ ମାର୍ବଲ
ବ୍ରହ୍ମପୁର: ବ୍ରହ୍ମପୁର ଅନ୍ଧ ପସରା ରୋଡରେ ଉଦ୍ଘାଟନ ହେଲା ସାହୁ ସାନିଟାରୀ ୱାଲ୍ଡ ଓ ସିଦ୍ଧ ବିନାୟକ ମାର୍ବଲ ନାମକ ଦୁଇଟି ସୋ ରୁମ୍ । ଏହାକୁ ଖାଲି ଦାସ ଶୁଭ ଉଦ୍ଘାଟନ କରି ଥିବା ବେଳେ ପ୍ରୋପାଇଟର ପ୍ରସନ୍ନ କୁମାର ସେଠୀ ଓ ବିଭୂତି ଭୂଷଣ ଦାସ ସହ ଯୋଗ କରିଥିଲେ । ଏହି ସୋ ରୁମ୍!-->…
Read More...
Read More...
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବ୍ଲକସ୍ତରୀୟ ଯୁବା ସମ୍ବାଦ କାର୍ଯ୍ୟକ୍ରମ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟାରା ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଉପଦେଷ୍ଟା କାର୍ତ୍ତିକେଶ୍ୱର ନାୟକଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ଯୁବା ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ!-->…
Read More...
Read More...
୪୧ ଲକ୍ଷ ଜାଲ ନୋଟ ଜବତ, ଆସାମୀକୁ ଗିରଫ କଲା ଏସଟିଏଫ୍
ସୁବର୍ଣ୍ଣପୁର : ଏସଟିଏଫକୁ ମିଳିଛି ବଡ଼ ସଫଳତା । ଏକା ସାଙ୍ଗେ ୪୧ଲକ୍ଷରୁ ଉର୍ଦ୍ଧ୍ୱ ଜାଲ ନୋଟ ଜବତ କରିବାରେ ସଫଳ ହୋଇପାରିବ । ଗତକାଲି ୪୧ଲକ୍ଷ ୧୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍ । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ!-->…
Read More...
Read More...
ଉଦ୍ଧାର ହେଲା ମନ୍ଦିରରୁ ଚୋରି ହୋଇଥିବା ଧାତୁ ମୂର୍ତ୍ତି
ସୁବର୍ଣ୍ଣପୁର: ଗତ ରାତିରେ ମନ୍ଦିରରୁ ଚୋରି ହୋଇଥିବା କିଛି ମୂର୍ତ୍ତି ନାଟକୀୟ ଭାବରେ ଆଜି ଦିନବେଳା ଉଦ୍ଧାର ହୋଇଛି । ସୋନପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ର ସ୍ଥଳରେ ରହିଥିବା ପଂଚରଥ ମନ୍ଦିରରୁ ଗତ ରାତିରେ ଚୋରି ହୋଇଥିବା କିଛି ଧାତୁ ମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ସୋନପୁର-ବଲାଙ୍ଗୀର!-->…
Read More...
Read More...
ବିଜେଡି ବିରୋଧରେ କଂଗ୍ରେସର ଜନ ଜାଗରଣ ଯାତ୍ରା
ବାଲିଗୁଡ଼ା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାକୁ ନେଇ ଏବେଠାରୁ ଘର ସଜାଡ଼ିବା ଆରମ୍ଭ କରିଦେଲେଣି ବିଭିନ୍ନ ରାଜନୈତିକ ଦଳ । ସେଥିରୁ କଂଗ୍ରେସ ବା କେମିତି ବାଦ୍ ପଡ଼ିବ । ୨୦୦୪ ମସିହା ପୂର୍ବରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା ।!-->…
Read More...
Read More...