Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ
ଦଶପଲ୍ଲା : ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ । ମୃତ ସ୍କୁଟି ଚାଳକ ଜଣକ ତାରସିଂ ଥାନା ଅନ୍ତର୍ଗତ ଗେରଡ଼ା ଗ୍ରାମର ପିତାମ୍ବର ପଣ୍ଡା ବୋଲି ଜଣାପଡିଛି । ଦଶପଲ୍ଲା ଥାନା ଅନ୍ତର୍ଗତ ରେଭ୍ୟୁନୁ ବଙ୍ଗଳା ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ୫୭ ନଂ ଜାତୀୟ ରାଜପଥ ଦେଇ!-->…
Read More...
Read More...
ଆଡିବନ୍ଧକାମ ନିମ୍ନମାନର ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ବୌଦ୍ଧ,୨୮/୮:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତ ସାନବାଗବର ଗ୍ରାମବାସୀ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ଗାଁ ମୁଣ୍ଡରେ ହୋଇଥିବା ନିମ୍ନମାନର ଆଡିବନ୍ଧ ନିର୍ମାଣର ତଦନ୍ତ ଦାବି କରିଛନ୍ତି । ଗ୍ରାମବାସୀଙ୍କ!-->…
Read More...
Read More...
ବେଆଇନ ମାଟି ଖୋଳି ଚାଲିଛି ନୂତନ ବସଷ୍ଟାଣ୍ଡ କାର୍ଯ୍ୟ
ହରଭଙ୍ଗା,୨୮/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ପୁରୁଣାକଟକ ଗ୍ରାମର ଶ୍ମଶାନ ଘାଟ ନିକଟରୁ ରାତିଅଧିଆ ମାଟିଖୋଳି ବେଆଇନ୍ ଭାବେ ୬!-->…
Read More...
Read More...
ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ
କଟକ: ମୋକିମ ଫାଉଣ୍ଡେସନ ପକ୍ଷରୁ “ଆଭାସ -୨୦୨୩” ସିଡିଏ-ମର୍କତନଗର ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସିଡିଏସ୍ଥିତ ୱିଣ୍ଡସର ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଡିଏ-ମର୍କତନଗର ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକ କ୍ଲବ, ଆବାସିକ ସଂଘର ବରିଷ୍ଠ!-->…
Read More...
Read More...
ଦୁର୍ନୀତି ବିରୁଦ୍ଧରେ ବିଜେପିର ବିକ୍ଷୋଭ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର,୨୮/୮:- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ଆଜି ତରଭା ପେଟ୍ରୋଲ ପମ୍ପଠାରୁ!-->…
Read More...
Read More...
ଚମ୍ପୁଆ ଏବଂ ଝୁମ୍ପୁରା ଅବକାରୀ ବିଭାଗର ମିଳିତ ଚଢାଉ
ଚମ୍ପୁଆ,୨୮/୮:- ଚମ୍ପୁଆ ଓ ଝୁମ୍ପୁରା ଅବକାରୀ ବିଭାଗ ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶନାରେ ଚମ୍ପୁଆ ଅବକାରୀ ନିରୀକ୍ଷକ ଚନ୍ଦନ ମଣ୍ଡଳ ତତ୍ତ୍ୱାବଧାନରେ ଚମ୍ପୁଆ ଉପନିରୀକ୍ଷକ ନେତୃତ୍ୱରେ ବରଧନା, ଟୁଣୁଟୁଣା, ସାନନଇଁ, ନନ୍ଦପୁର ପ୍ରଭୃତି ସ୍ଥାନରେ ଚ଼ଢାଉ କରି ୨୨୦୦!-->…
Read More...
Read More...
ଶ୍ରାବଣର ଶେଷ ସୋମବାରରେ ଶ୍ରୀଲୋକନାଥ ମନ୍ଦିରରେ କାଉଡିଆଙ୍କ ଭିଡ
ପୁରୀ : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ପୁରୀ ଶ୍ରୀଲୋକନାଥ ମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ । କିଏ କଟକ ଗଡଗଡିଆ ଘାଟରୁ ପାଣି ଉଠାଇ ଆସିଛି ତ ଆଉ କିଏ ଚନ୍ଦନପୁର ଭାର୍ଗବୀରୁ ପାଣି ଉଠାଇ ଆସିଛି । ଗତରାତି ପ୍ରାୟ ୧୨ଟା ଠାରୁ ଶ୍ରୀଲୋକନାଥଙ୍କ ନିକଟରେ ଚାଲିଛି ଜଳଲାଗି ।!-->…
Read More...
Read More...
ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର
ପାଟଣାଗଡ,୨୮/୮:- ପାଟଣାଗଡ ବିଧାୟକ ତଥା ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେରଙ୍କୁ ପୁଣି ଏକ ନୂଆ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଧାୟକ ସରୋଜ ମେହେର ଏକ ଦାୟିତ୍ୱ ସମ୍ପନ୍ନ ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ।!-->…
Read More...
Read More...
ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଏଏସ୍ଆଇ ଆରମ୍ଭ କଲା କାର୍ଯ୍ୟ
ପୁରୀ : କୋଣାର୍କ ଐତିହ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦିଗରେ ପୁଣି ଏଏସ୍ଆଇ କାର୍ଯ୍ୟ ଆରମ୍ଭ କରିଛି । ମନ୍ଦିରର ସୁରକ୍ଷା ପାଇଁ ଗତ ମାର୍ଚ୍ଚରୁ ବାଲି କଢ଼ାଯାଇଥିଲେ ହେଁ କିଛି ସମସ୍ୟା ଯୋଗୁଁ ତାହା ବନ୍ଦ ରହିଥିଲା । ତେବେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି । କ୍ରେନ୍ ଜରିଆରେ ମନ୍ଦିର!-->…
Read More...
Read More...
ପୁରୁଣା କେରାଣ୍ଡି ଗ୍ରାମର ରାଧା ଗୋବିନ୍ଦ ମନ୍ଦିରରେ ମାଳତୀ ଝୁଲଣ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଥିବା ରାଧା ଗୋବିନ୍ଦ ମନ୍ଦିରରେ ମାଳତୀ ଝୁଲଣ ୨୬ଠାରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମାଳତୀ ଝୁଲଣ ମହନ୍ତ ମହାରାଜା ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ!-->…
Read More...
Read More...