Browsing Category

ରାଜ୍ୟ

ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ୍‌ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହଠାରେଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଳାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ମହାଦେବଙ୍କ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି , ଗାଧୋଇବା ବେଳେ ଭାସିଗଲେ ନାବାଳକ,ନାବାଳିକା

ବାଲିଗୁଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ମିନାଝୋଲାରେ ଅଘଟଣ । ଶ୍ରାବଣ ଶେଷ ସୋମବାରରେ ମିନାଝୋଲା ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ମହାଦେବଙ୍କ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି ଦୁଇ ପରିବାରର ପୁଅ,ଝିଅ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଶ୍ରୀରାମପୁର କଲୋନୀସାହିର
Read More...

ଛତ୍ରଙ୍ଗ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ହରଭଙ୍ଗା,୨୮/୮:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଅତିରିକ୍ତ ଆରକ୍ଷୀ
Read More...

ଜାଗା ମିଶନରେ ୫ଟି ମହାନଗରର ୬୫ ହଜାର ଗରିବ ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

ଭୁବନେଶ୍ୱର: ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ।ଗରିବ ଲୋକଙ୍କ ପାଇଁ ଆଜି ଏକ ଐତିହାସିକ ଦିବସ। ଯେଉଁମାନେ ସହରର
Read More...

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୋକ ସାଲୁବାଲୁ ସୁଜି ଯୋଗାଉଥିବା ଏସ୍‌ଏସ୍‌ଜି ଗ୍ରୁପକୁ ନୋଟିସ୍‌

ଗଣିଆ: ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନା କରିଛନ୍ତି । ଏପରିକି ଅଙ୍ଗନୱାଡି କେନ୍ଦ୍ରରେ କୋମଳମତି ଶିଶୁମାନଙ୍କୁ ଛତୁଆ ଓ ସୁଜି ଯୋଗାଇ ଦେଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଛି ଦିନତଳେ ସୁଜିରୁ ପୋକ ସାଲୁବାଲୁ ବାହାରୁଥିବା ବିଭିନ୍ନ ଗଣମାଧ୍ୟମରେ
Read More...

ଝୁଲଣ ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ : ଶନିବାରଠାରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥି ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଚି ମହାପ୍ରଭୁ ଝୁଲଣ ଯାତ୍ର ଦେଖିବା ପାଇଁ । ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ
Read More...

ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ଅଧିବକ୍ତା ପରିଷଦ କନ୍ଧମାଳ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମଳା କାନ୍ତ ପାଣ୍ଡେ, ଡଃ ଅନନ୍ତ ଚରଣ ମିଶ୍ର, ଓକିଲ ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତି, ସମାଲୋଚକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ
Read More...

ଏଆଇସିସି ସଭ୍ୟା ସନ୍ଧ୍ୟା ମହାପାତ୍ରଙ୍କ ଦେହାନ୍ତରେ ବିଧାୟକ ମୋକିମଙ୍କ ଶୋକ

କଟକ: ପୂର୍ବତନ ପ୍ରଦେଶ କଂଗ୍ରେସ ଉପ-ସଭାପତି ,ଶୃଙ୍ଖଳା କମିଟିର ପୂର୍ବତନ ଅଧ୍ୟକ୍ଷା ତଥା ଏ.ଆଇ.ସି.ସି ସଭ୍ୟା ସନ୍ଧ୍ୟା ମହାପାତ୍ରଙ୍କ ବିୟୋଗରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଗଭୀର ଶୋକ ପ୍ରକାଶ କରିବା ସହିତ କଂଗ୍ରେସ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ତାଙ୍କ
Read More...

ଦଶପଲ୍ଲାକୁ ସବ୍‌ ଡିଭିଜନ ମାନ୍ୟତା, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଦଶପଲ୍ଲା : ଦଶପଲ୍ଲା ବାସୀଙ୍କ ବାରମ୍ବାର ଦାବି ସତ୍ତେ୍ୱ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦଶପଲ୍ଲାକୁ ସବ୍‌ ଡିଭିଜନର ମାନ୍ୟତା ମିଳିପାରୁନଥିବା ଅଭିଯୋଗ ହେଉଛି । ମାନ୍ୟତା ଦେବାନେଇ ସରକାରୀ ସ୍ତରରେ ଟାଳଟୁଳ ନିତି ଅବଲମ୍ବନ କରାଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ
Read More...

ବିକାଶର ନଗ୍ନ ଚିତ୍ର, ଖଟିଆରେ ବୁହାହେଲା ରୋଗୀ

ହରଭଙ୍ଗା : ବାସ୍ତବ ଚିତ୍ର ବୟାନ କରୁଛି ବିକାଶ କେତେ! ଦୁର୍ଗମ ଅଚଳରେ ପୁଣି ଖଟିଆରେ ବୁହାହେଲା ରୋଗୀ । ରୋଗୀ ଖୋଦ ୱାର୍ଡ ସଭ୍ୟାଙ୍କ ସ୍ୱାମୀ । ବିକାଶ ନାଁରେ କୋଟି କୋଟି ସରକାରୀ ରାଜସ୍ୱ ହରିଲୁଟ ହେଉଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି
Read More...