Browsing Category

ରାଜ୍ୟ

ନୂଆପଡ଼ା ଉପନିର୍ବାଚନ: ସକାଳ ୭ରୁ ମତଦାନ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ
Read More...

ନୂଆପଡ଼ା ଉପନିର୍ବାଚନ : ସୋମବାରଠୁ ପୋଲିଂ ସେଣ୍ଟରକୁ ଯିବେ ପୋଲିଂ ଅଧିକାରୀ

ନୂଆପଡ଼ା ୯।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ଶେଷ ହେଉଛି ପ୍ରଚାର । ଜୋରଦାର କ୍ୟାମ୍ପେନ୍‌ ଓ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀଙ୍କ ହାତରେ ରହିଛି ଶେଷ ସୁଯୋଗ । ଆଉ ରବିବାର ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ କରି ବାହାରୁ ଆସିଥିବା ବିଭିନ୍ନ ଦଳର ନେତା ଓ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ଗସ୍ତରେ ସେ 'ମାଣ୍ଡିଆ ଦିବସ' ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ । କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଚୌହାନ ସକାଳେ ପାଟନାରୁ ବାହାରି   ୧୧ଟା ସୁଦ୍ଧା
Read More...

ନୂଆ ମଡେଲରେ ହେବ ରାସ୍ତା ନିର୍ମାଣ

ଭୁବନେଶ୍ୱର: ରାସ୍ତା ନିର୍ମାଣ ଯୋଗୁ ଅଧିକ ପ୍ରଦୂଷଣ ବଢ଼ିଛୁ ସୃଷ୍ଟି ହେଉଛି । ଦେଶରେ ରାସ୍ତା ନିର୍ମାଣକୁ ସରକାର ଫୋକସ୍‌ କରୁଛନ୍ତି । ଭିତ୍ତିଭୂମି  ବିକାଶ ପାଇଁ ଏହା ଜରୁରୀ । କିନ୍ତୁ ରାସ୍ତା ନିର୍ମାଣ ବେଳେ ବାହାରୁଥିବା ଅଙ୍ଗାରକାମ୍ଲକୁ କିଭଳି ହ୍ରାସ କରିହେବ ସେ ନେଇ ଆଇଆର୍‌ସିରେ
Read More...

ଦାରିଙ୍ଗବାଡିରେ ଖସୁଛି ପାରଦ

ଦାରିଙ୍ଗବାଡି: ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ
Read More...

ଅଜିତ ଅଗରକର ଓ ବିସିସିଆଇ ଉପରେ ରାଗିଲେ ମହମ୍ମଦ ଶାମିଙ୍କ କୋଚ୍

ନୂଆଦିଲ୍ଲୀ। ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା, ସେତେବେଳେ ସେଥିରୁ ଗୋଟିଏ ନାମ ନଥିଲା। ଏହି ନାମ ହେଉଛି ମହମ୍ମଦ ଶାମି। ଶାମି ବହୁତ ଦିନ ଧରି ଦଳରୁ ବାହାରେ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ
Read More...

ଛାଡ଼ଖାଇ ପାଇଁ ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼

ଭୁବନେଶ୍ବର: ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ
Read More...

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ ଓ ନକଲି ସେବାୟତ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା । ହିଡେନ କ୍ୟାମେରା ପିନ୍ଧିଥିବା ଗୁଜୁରାଟ ଅହମଦାବାଦର ଭକ୍ତ ଭରତ ପାଣ୍ଡିଆ ଶ୍ରୀମନ୍ଦିରର ଜଗମୋହନରେ ଧରାପଡିଲେ। ଭରତ ପାଣ୍ଡିଆ ଶ୍ରୀମନ୍ଦିର ଡ୍ୟୁଟିରେ ଥିବା ଜଣେ ସହକାରୀ କମାଣ୍ଡାଣ୍ଟଙ୍କ ସମ୍ପର୍କୀୟ ହୋଇଥିବାରୁ ଜଣେ ସିପାହୀ
Read More...

ଓଡ଼ିଶାରେ ବନ୍ଦେ ମାତରମ୍‌ର ୧୫୦ ବର୍ଷପୂର୍ତ୍ତି ପାଳନର ଶୁଭାରମ୍ଭ

ଭୁବନେଶ୍ବର: ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା
Read More...

ଭୁବନେଶ୍ୱରରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ

ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଶୁକ୍ରବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଚିବ ଉଷା ପାଢ଼ୀ ପ୍ରମୁଖ ମନ୍ତ୍ରୀ ଗଡ଼କରୀଙ୍କୁ ସ୍ବାଗତ
Read More...