Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା ପ୍ରସଂଗ, ତୀବ୍ର ନିନ୍ଦା କଲା ଜିଲ୍ଲା…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପ୍ରସଂଗରେ ପ୍ରତିବାଦ ଜଣାଇଛି କଂଗ୍ରେସ । ଆନ୍ଧ୍ର!-->…
Read More...
Read More...
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ୟାରିଅର କାଉନସିଲିଂ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ଏମ୍ପ୍ଲେଇ ଏକ୍ସଚେଞ୍ଜଙ୍କ ସହାୟତାରେ ୟାର ଫୋର୍ସ ଅଗ୍ନିବୀର ବାୟୁ ,ଅଗ୍ନିପଥ ସ୍କିମ ଉପରେ ଏକ କ୍ୟାରିଅର କାଉନସିଲିଂ ଅନୁଷ୍ଠିତ ହୋଇଯାଇଛି । ସ୍କାଡ୍ରେନ ଲିଡ଼ର ଏନଏଏସସି ,ଏଏଫ ଭୁବନେଶ୍ୱର ଶ୍ରୀ ରାଜେଶ ଓ!-->…
Read More...
Read More...
ଯୁବ ବିଜେଡ଼ି ନେତାଙ୍କୁ ଗୁଳିମାଡ !
ପୁରୀ : ଯୁବ ବିଜେଡ଼ି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡ ହୋଇଥିବା ଅଭିଯୋଗ । ତେବେ ଗୁଳିମାଡ ହୋଇଛି କି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଜି ଅପରାହ୍ନରେ ୪ ଜଣ ସୋମନାଥଙ୍କ ଗୋଦାମ!-->…
Read More...
Read More...
ଅସହାୟଙ୍କୁ ମେଡିକାଲ ନେଲା ସ୍ୱେଚ୍ଛାସେବୀ ସଂଗଠନ
ହରଭଙ୍ଗା : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗ୍ରାମର ପ୍ରଦୀପ କୁମାର ସାହୁ । ତାଙ୍କର ନାଭିରେ ଘା!-->…
Read More...
Read More...
ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ବାସହରା ହେଲେ ପରିବାର
ନନ୍ଦାହାଣ୍ଡି : ଘର ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ବାସହରା ହେଲେ ପରିବାର ବର୍ଗ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରୀ ସଦର ପଞ୍ଚାୟତରେ । ଆଜି ଦିନ ୧୨ ଘଣ୍ଟା ସମୟରେ କୌଣସି କାରଣବଶତଃ ଜୟରାମ ସାହୁଙ୍କ ଘର ହୁତୁ ହୁତୁ!-->…
Read More...
Read More...
ଝରାପଡାବାସୀଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ,ବୁଦ୍ଧିଜୀବୀଙ୍କ ପ୍ରଶଂସା
ସୁବର୍ଣ୍ଣପୁର : ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗାଁକୁ ପହଞ୍ଚିଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ଏହି ବସ୍ତିର ଲୋକଙ୍କ ସହିତ ସବୁ ସମସ୍ୟା ଉପରେ ଅନୁଧ୍ୟାନ ଓ ଆଲୋଚନା କରି ତୁରନ୍ତ ପଦକ୍ଷେପ!-->…
Read More...
Read More...
ୟୁଥ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୂଆଗାଁ : ନୟାଗଡ ଜିଲ୍ଲା ବାହାଝୋଲା ପଞ୍ଚାୟତ ମଧ୍ୟରେ ଥିବା ବାବା ଫୁଲେଶ୍ୱର ପୀଠରେ ଆଜି ଫୁଲେଶ୍ୱର ୟୁଥ କ୍ଲବ ଅନୁକୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୪୫ଜଣ ସଦସ୍ୟଙ୍କୁ ନେଇ ୧୦୦ଅଧିକ ବିଭିନ୍ନ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥିଭାବରେ ଓଡଗାଁ!-->…
Read More...
Read More...
ମାଆ ଚାଲିଗଲେ, ବାପା ଅନ୍ୟଜଣଙ୍କୁ ବାହା ହୋଇ ଘରୁ ଫେରାର, ବେସାହାରା ତିନି ପିଲାଙ୍କ ଥଇଥାନ ଦାବି
ନନ୍ଦାହାଣ୍ଡି : ମାଆଙ୍କ ମୃତ୍ୟୁ ବରଣ ପରେ ବାପା ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ବାହା ହୋଇ କେଉଁଆଡେ ଚାଲିଗଲେ, କଞ୍ଚା ବୟସରେ ଦୁଇ ଝିଅ ଓ ପୁଅ ବାପା ଥାଇ ମଧ୍ୟ ଅନାଥ । ତିନି ଜଣ ଏବେ ବୃଦ୍ଧ ଆଈଅଜାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଅଳିଏ ଖାଇଲେ ଆର ଅଳି ଉପାସରେ ଦିନ କାଟୁଛନ୍ତି । ଏହିପରି!-->…
Read More...
Read More...
ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ
ଚମ୍ପୁଆ: ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚମ୍ପୁଆରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରାଯିବା ସହ ଖୁଣ୍ଟ ପୋତି ପରିସୀମା ନିର୍ଦ୍ଧାରଣ କରାଯାଇଛି । ବହୁପ୍ରତିକ୍ଷିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୯ରୁ ପ୍ରସ୍ତାବିତ ହୋଇଥିଲେ ହେଁ ଏହାର କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା!-->…
Read More...
Read More...
କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ
ସୁବର୍ଣ୍ଣପୁର: ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାରକୁ ସନ୍ଦେହରେ ଅଟକାଇଥିଲେ । ଅବକାରୀ ବିଭାଗର ଯାଞ୍ଚ ପରେ କାରରେ ୨୦.୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ବୌଦ୍ଧ ଜିଲ୍ଲା!-->…
Read More...
Read More...