Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁକୁଳା ପଡିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଆଘାତରେ ବଳଦ ମୃତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତଜାମୁସାହି ହାଇସ୍କୁଲ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଲାଗି ଗତକାଲି ସଂଧ୍ୟାରେ ଏକ ବଳଦର ମୃତ୍ୟୁ ଘଟିଛି । ବଳଦ ମୃତ୍ୟୁ ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଅବଗତ କରିଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ମାନେ!-->…
Read More...
Read More...
ଘର ଆଗରୁ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରି
ବାଲିଗୁଡ଼ା : ଘର ଆଗରୁ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତର ଆଦିବାସୀ ଗ୍ରାମରେ ଘଟିଛି ଏଭଳି ଘଟଣା । ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ଆଗରେ ଥିବା ତାଙ୍କ ବୋଲେରୋ ପିକ୍ଅପ୍କୁ ଗତକାଲି ରାତିରେ କେହି!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ୨ ଗୁରୁତର
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରାରେ ଗତ ରାତି ପ୍ରାୟ ୧୦ଟା ୪୦ରେ ବୋମାମାଡ଼ ହୋଇଛି । ଏଥିରେ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଟାକରା ଅଞ୍ଚଳର ଶ୍ରୀନିବାସ!-->…
Read More...
Read More...
ଅଜଣା ଗାଡ଼ି ଧକ୍କାରେ ୫ ମଈଁଷି ମୃତ
ବାଲିଗୁଡ଼ା: ରାଜ ରାସ୍ତାରେ ଗାଈଗୋରୁ ଶୋଇବା ଏବଂ ଚଳପ୍ରଚଳ କାରଣରୁ ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଗତ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ. ଜାତୀୟ!-->…
Read More...
Read More...
କେଡିଏମଏଫର ଦ୍ୱି ବାର୍ଷିକ ନିର୍ବାଚନ:ସନ୍ତୋଷ ସଭାପତି, ଆଦିତ୍ୟ ସମ୍ପାଦକ ମନୋନୀତ
ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ପୂର୍ବତନ ସଭାପତି ସୁନୀଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ!-->…
Read More...
Read More...
ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଚଢାଉ, ୭୪ଜଣଙ୍କ କଟିଲା ଚାଲାଣ
ପୁରୀ : ପରିବହନ କମିଶନର ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧ୍ୟକ୍ଷ କନୱର ଭିସାଲ ସିଂଙ୍କ ତତ୍ତ୍ୱାବଧାନରେ ପୁରୀ ଆଂଚଳିକ ପରିବହନ ଅଧିକାରୀ ଓ ତାଙ୍କ ସହକର୍ମୀଙ୍କ ଦ୍ୱାରା ପୁରୀ ଜିଲ୍ଲାର ଗୋପ, ଚାରିଛକ ଏବଂ ସମୁଦ୍ର କୁଳ ଥାନା ଅଂଚଳରେ ଏକ ସ୍ୱତନ୍ତ୍ର!-->…
Read More...
Read More...
ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ: ମକୁନ୍ଦପୁର ସେବାଶ୍ରମରେ ଭିଜିଲାନ୍ସ ଟିମର ଛାନଭିନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମକୁନ୍ଦପୁର ସେବାଶ୍ରମ ଛାତ୍ରୀ ନିବାସ ନିର୍ମାଣ କାମ ନିମ୍ନମାନର କରାଯିବା ସହ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ (ଏସସି-ଏସଟି ଉନ୍ନୟନ ବିଭାଗ ) ଚିଠି ସଂଖ୍ୟା ୧୧୧୧/୦୫/୦୭ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ!-->…
Read More...
Read More...
ଗାଡିରୁ ୩୦କେଜି ଗଞ୍ଜେଇ ଜବତ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗ ଆଜି ପୁଣି ଏକ ଗଂଜେଇ ବୋଝେଇ ଗାଡି ସହିତ ତିନିଜଣ ଗଂଜେଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ପାହାନ୍ତିଆରୁ ବୌଦ୍ଧ ଜିଲ୍ଲାର ଶଗଡା ଅଂଚଳରୁ ଏକ ଗଂଜେଇ ବୋଝେଇ ମହିନ୍ଦ୍ରା ଗାଡି ସୁବର୍ଣ୍ଣପୁର ସହର ପାର ହୋଇ ବିନିକା ରାସ୍ତାରେ ଯାଉଥିବା ବେଳେ!-->…
Read More...
Read More...
ଅଫିସ୍ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଶିକ୍ଷୟିତ୍ରୀ ଓ ସିଆରସିସି ଆହତ
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଂଚାୟତ ପଢ଼ିଆରୀ ନୋଡାଲ ବିଦ୍ୟାପୀଠରେ ଅଘଟଣ । ଅଫିସ୍ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟି ଆହତ ହୋଇଛନ୍ତି । ଆହତ ଶିକ୍ଷୟିତ୍ରୀ ହେଲେ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା!-->…
Read More...
Read More...
ଭୂସ୍ଖଳନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା
ବାଲିଗୁଡ଼ା :ଆସନ୍ତା ୫ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇବା ସହିତ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହେବା ନେଇ ସତର୍କତା କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ!-->…
Read More...
Read More...