Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ବେଟିବଚାଓ ବେଟି ପଢାଓ କାର୍ଯ୍ୟକ୍ରମ
ବୌଦ୍ଧ,୨୫/୭- ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ନୂତନ ଭାବେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ!-->…
Read More...
Read More...
ଭାଲୁ ଧରିବା ପାଇଁ ଯନ୍ତା ବସାଇଲା ବନ ବିଭାଗ
ନନ୍ଦାହାଣ୍ଡି : ଗତକାଲି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମା ଭାଲୁ ସହ ଦୁଇଟି ଭାଲୁ ଛୁଆ ନଜର ଆସିବା ପରେ ଭାଲୁକୁ ଧରିବା ପାଇଁ ସଜାଗ ହୋଇଉଠିଛି ବନ ବିଭାଗ । ଗତକାଲି ଭାଲୁ ରହିଥିବା ଖବର ଶୁଣି ବନ ବିଭାଗର ସ୍ୱତନ୍ତ୍ର!-->…
Read More...
Read More...
ଶ୍ରୀମନ୍ଦିରକୁ ଚନ୍ଦନ କାଠ ପ୍ରଦାନ
ପୁରୀ : କଟକ ଜିଲ୍ଲା ଟାଙ୍ଗୀ ନିବାସୀ ଲକ୍ଷ୍ମୀଧର ସାହୁ ଓ ତାଙ୍କ ଧର୍ମ ପତ୍ନୀ ନିରୁପମା ସାହୁ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସାଢେ ତିନି କିଗ୍ରା ଓଜନର ଚନ୍ଦନ କାଠ ଅର୍ପଣ କରିଛନ୍ତି । ଏହି ଚନ୍ଦନ ଗଛଟି ଶ୍ରୀ ସାହୁଙ୍କ ବାଡ଼ିରେ ହୋଇଥିଲା ଓ ସେ!-->…
Read More...
Read More...
ଅବକାରୀ ବିଭାଗର ଚଢ଼ାଉ
ଚମ୍ପୁଆ : ଚମ୍ପୁଆ ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶନାରେ ଚମ୍ପୁଆ ଅବକାରୀ ନିରୀକ୍ଷକ ଚ଼ନ୍ଦନ କୁମାର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଉପ ନିରକ୍ଷକ ଦିଲ୍ଲୀପ କୁମାର ତଣ୍ଡି, ଚମ୍ପୁଆ ଉପନିରକ୍ଷକ ରମେଶ ମହାନ୍ତିଙ୍କ ଦ୍ୱାରା ଚମ୍ପୁଆ ଥାନା ଅନ୍ତର୍ଗତ!-->…
Read More...
Read More...
୭ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ବିଜୟ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ!-->…
Read More...
Read More...
ଓଡିଶାରେ ମହାମହିମ : ମହାନତା ଦେଖାଇଲେ, ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ମହାନତା ଦେଖାଇଛନ୍ତି। ଓଡ଼ିଶାବାସୀଙ୍କୁ ସେ ବହୁତ ଭଲ ପାଆନ୍ତି ବୋଲି ପ୍ରମାଣିତ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଯେତେବେଳେ କାର୍କେଡ୍ରେ ରାଜଭବନ!-->…
Read More...
Read More...
ଖବର ପ୍ରକାଶ ପରେ ଝରାପଡାରେ ପହଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚିଥିଲେ ।!-->…
Read More...
Read More...
ଶାଗୁଆନ କାଠ ସହ ଯନ୍ତ୍ରପାତି ଜବତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ସିଲେଟପାଣି ଗ୍ରାମର କାଠ କାରବାର ସ୍ଥଳୀ ଉପରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ବ୍ୟାପକ କାଠ ଜବତ୍ ହୋଇଥିବା ବେଳେ ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଜବତ ହୋଇଅଛି । ସିଲେଟପାଣି!-->…
Read More...
Read More...
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି
ପୁରୀ : ପୁରୀ ବାସିନ୍ଦାଙ୍କ ବହୁ ଦାବି ପରେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି । କେବଳ ପୁରୀ ବାସି ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବା ନେଇ ବ୍ୟବସ୍ଥା ହୋଇଚି । ତେବେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ!-->…
Read More...
Read More...
ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କଲା ବାପା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା ନିଜ ୧୩ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଏକ ନିନ୍ଦନୀୟ ଘଟଣା ସାମନା ଆସିଛି । ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁର ଗଜାନନ୍ଦ ମାଝୀ ଓ ତାର!-->…
Read More...
Read More...