Browsing Category

ରାଜ୍ୟ

ରାଜ୍ୟରେ ୨୫ରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ

ଭୁବନେଶ୍ବର : ଆଜି(ସୋମବାର) ପଶ୍ଚିମ କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍‌ ୨୫ ତାରିଖ ଆଡ଼କୁ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର
Read More...

ଫୁଲବାଣୀ ହାଟପଦାଠାରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ :ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସର ପ୍ରତିଷ୍ଠା ହୋଇଥିଲା । ଲୋକମାନ୍ୟ
Read More...

ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ : ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ୱାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ୱାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ
Read More...

ପୂର୍ବତନ ପୋଲିସ ଅଧିକାରୀ ଗୋବିନ୍ଦ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ : ପୂର୍ବତନ ପୋଲିସ ଅଧିକାରୀ ତଥା ଗୋ ସେବକ ଭାବରେ ସାରା ଓଡିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋବିନ୍ଦ ମହାନ୍ତିଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ସେ ନିଜେ ଉପବାସ ରହି ଗୋ ମାତାଙ୍କ
Read More...

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର

ସୋନପୁର : ସୋନପୁର ସଦର ବ୍ଲକ ଖାରୀ ଗ୍ରୀଡ୍‌ ଅନ୍ତର୍ଗତ ଦେଉଲି ଗ୍ରାମର ଗାଁ ମୁଣ୍ଡରେ ଏକ ବିପଦପୂର୍ଣ୍ଣ ମୁକୁଳା ଟ୍ରାନ୍ସଫର୍ମର ରହିଥିବା ଅଭିଯୋଗ ହୋଇଛି । ଏହା ରାସ୍ତା ପାର୍ଶ୍ୱରେ ଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଛୋଟ ଛୋଟ ପିଲାମାନେ ଯିବା ଆସିବା କରିବା ସହ ଖେଳକୁଦ କରିଥାନ୍ତି
Read More...

ବିଷାକ୍ତ ଛତୁଖାଇ ଚାରିଜଣ ଅସୁସ୍ଥ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ଚାରିଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା (୪୦) ନିଜ ଜମିକୁ ଆଜି ସକାଳ
Read More...

୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ
Read More...

ଲଷ୍ମୀପୁର ରାସ୍ତା ଶୋଚନୀୟ, ଅତିଶୀଘ୍ର ନୂତନ ରାସ୍ତା ନିର୍ମାଣ ପାଇଁ ଦାବି

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବରଗାଁ ଗ୍ରାମ ପଞ୍ଚାୟତ ଡୁମେରବାହାଲ ଗ୍ରାମର ଏକ ପଡା ହେଉଛି ଲଷ୍ମୀପୁର । ପଡାରେ ଯାତାୟତ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଗତ ୨୫ ବର୍ଷ ତଳେ ହୋଇଥିବା କଂକ୍ରିଟ ସମ୍ପୂର୍ଣ୍ଣ ଉପୁଡି ଯାଇଛନ୍ତି । ଆଉ ଥରେ ରାସ୍ତା ନିର୍ମାଣ
Read More...

ହୃଦଘାତରେ ଆକ୍ରାନ୍ତ ପ୍ରଫୁଲଙ୍କୁ ନୂଆ ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

ଘୁ ଉଦୟଗିରି: ଗରିବଙ୍କ ପାଇଁ ବରଦାନ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଗରିବ,ଅସହାୟ ଲୋକଙ୍କୁ ହୃଦଘାତ ଭଳି ରୋଗ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପାଖରେ ଅର୍ଥ ନଥାଏ କି ସମ୍ବଳ ନଥାଏ । ଯାହାପାଖରେ କିଛି ସମ୍ବଳ ଥାଏ ସେ ଧାର କରଜ ବନ୍ଧା ଛନ୍ଦା କରି ଚିକିତ୍ସିତ ହେଉଥିବା ଏବଂ
Read More...

ସାପ କାମୁଡାରେ ୩ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଚମ୍ପୁଆ ୨୩ା୭: ଚମ୍ପୁଆ ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ଠାରେ ଗତ ରାତିରେ ସର୍ପ ଦଂସନରେ ଘଟିଥିବା ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ରାତି ଅଧରେ କୋଚିଂ ସେଂଟରରେ ବିଶାକ୍ତ ସାପ ପ୍ରବେଶ କରି ୪ ଜଣକୁ ଦଂଶନ କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଜଣେ ଛାତ୍ରକୁ କଟକ ଇଙ୍ଗ୍‌
Read More...