Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜବରଦଖଲ ଉଚ୍ଛେଦ କଲା ନନ୍ଦାହାଣ୍ଡି ତହସିଲ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ଦଳେଇଗୁଡ଼ା ଗ୍ରାମର ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପାଖରେ ଜବରଦଖଲରେ ଥିବା ୯୦ ସେଣ୍ଟ ସରକାରୀ ଜମିକୁ ରାଜସ୍ୱ ବିଭାଗ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଦୀର୍ଘ ଦିନ ଧରି ଏହି ଜମିକୁ ଦଳେଇଗୁଡ଼ା!-->…
Read More...
Read More...
ବାଲିଗୁଡାରେ ପର୍ଯ୍ୟଟନ ବିଭାଗର ଟିମ
ବାଲିଗୁଡା : ପର୍ଯ୍ୟଟନ ବିଭାଗର ଦୁଇ ଜଣିଆ ଟିମ ବାଲିଗୁଡା ଗ୍ରସ୍ତରେ । ଏହି ଟିମରେ ପର୍ଯ୍ୟଟନ ବିଭାଗର ପ୍ରଣିକା ଛୋଟଉପାଧୟା ଓ ସ୍ନେହାଶିଶ ସରକାର ଆସିଛନ୍ତି । ଗତ କିଛିଦିନ ତଳେ ୫-ଟି ସଚିବ ଭିକେ ପାଣ୍ଡିଆନ ବାଲିଗୁଡାକୁ ଆସିଥିଲେ ,ଏଥିରେ ବିଭିନ୍ନ ସର୍ମ୍ପଦାୟ ତଥା ବାଲିଗୁଡା!-->…
Read More...
Read More...
୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ଉଦଘାଟିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ଗ୍ରାମ ସ୍ଥିତ ଓମ ଖାସବାହାଲ ହାଇସ୍କୁଲଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ବାଳକ ହଷ୍ଟେଲ ଗୃହ ଉଦ୍ଘାଟିତ ହୋଇଯାଇଛି । ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିଟାକାଟି!-->…
Read More...
Read More...
ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ
ପୁରୀ : ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ । ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ । ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ ।!-->…
Read More...
Read More...
ଭିଜିଲାନ୍ସ ହାତରେ ହରଭଙ୍ଗା ଆଇଆଇସି
ହରଭଙ୍ଗା): ବ୍ରହ୍ମପୁର ଭିଜିଲାନ୍ସ ହାତରେ ହରଭଙ୍ଗା ଆଇଆଇସି । ୧ଲକ୍ଷ ଟଙ୍କା ଡିଲ ବେଳେ ଧରିଲା ଭିଜିଲାନ୍ସ । ଆଇଆଇସିଙ୍କୁ ଗିରଫ କରି ଫୁଲବାଣୀ ସଦର ଥାନାରେ ଭିଜିଲାନ୍ସ ଅଟକ ରଖିଥିବା ଜଣାପଡିଛି ।ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନରେ ଥିବା ସୁରୁଣ୍ଡି ମହାନଦୀ ବାଲି ଘାଟର!-->…
Read More...
Read More...
ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ:ପୁରୁଷୋତ୍ତମପୁର ବ୍ଳକ ପ୍ରତାପୁର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଇଫକୋର ନିର୍ଦ୍ଦେଶକ ସିମାଞ୍ଚଳ ପାଢ଼ୀ ଏବଂ ଆଇଏଫଏଫଡ଼ିସିର ମିଳିତ ସହଯୋଗରେ ନଡ଼ିଆ ଚାରା ବଣ୍ଟନ କରାଯାଇଥିଲା । ଏହି ଅବସରରେ ପ୍ରତାପୁର, ନୂଆପଲ୍ଲୀ, ଆଙ୍ଗୁ, ଗୋଠିଆଳି ଗ୍ରାମର ୭ଗୋଟି ସ୍ୱୟଂ!-->…
Read More...
Read More...
ଚାହା ଦୋକାନରୁ ଚୋରି
ଗଞ୍ଜାମ: ପୁରୁଷୋତ୍ତମପୁର ଏନଏସିର ରଥ ସାହି ଛକରେ ପୁଣି ଚୋରମାନେ ସକ୍ରିୟ ହୋଇଛନ୍ତି । ଯାହା ଫଳରେ ଗତକାଲି ରାତ୍ର ୯:୩୦ମିନଟରେ ଲୋକନାଥ ବେହେରା ଚାହା ଦୋକାନର ତାଲା ଭାଙ୍ଗି ଡ୍ରରେ ଥିବା ଏକ ହଜାର ଟଙ୍କା ସହିତ ଏକ ମୋବାଇଲ ସହ କିଛି ସମାନ ଚୋରି ହୋଇଥିବା ଜଣାପଡିଛି ।ଲୋକନାଥ ପୂର୍ବଦିନ!-->…
Read More...
Read More...
ମୁକୁଳା ପଡିଛି ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଆଘାତରେ ବଳଦ ମୃତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତଜାମୁସାହି ହାଇସ୍କୁଲ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଲାଗି ଗତକାଲି ସଂଧ୍ୟାରେ ଏକ ବଳଦର ମୃତ୍ୟୁ ଘଟିଛି । ବଳଦ ମୃତ୍ୟୁ ସମ୍ପର୍କରେ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଅବଗତ କରିଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ମାନେ!-->…
Read More...
Read More...
ଘର ଆଗରୁ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରି
ବାଲିଗୁଡ଼ା : ଘର ଆଗରୁ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତର ଆଦିବାସୀ ଗ୍ରାମରେ ଘଟିଛି ଏଭଳି ଘଟଣା । ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ଆଗରେ ଥିବା ତାଙ୍କ ବୋଲେରୋ ପିକ୍ଅପ୍କୁ ଗତକାଲି ରାତିରେ କେହି!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ୨ ଗୁରୁତର
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରାରେ ଗତ ରାତି ପ୍ରାୟ ୧୦ଟା ୪୦ରେ ବୋମାମାଡ଼ ହୋଇଛି । ଏଥିରେ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଟାକରା ଅଞ୍ଚଳର ଶ୍ରୀନିବାସ!-->…
Read More...
Read More...