Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନଭେମ୍ବର ୭ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’
ଭୁବନେଶ୍ୱର: ନଭେମ୍ବର ୭ରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ 'ବନ୍ଦେ ମାତରମ'। 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ 'ବନ୍ଦେ ମାତରମ' ଗାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।
!-->!-->…
Read More...
Read More...
ମହିଳା ଭୋଟରଙ୍କ ପାଇଁ ବଡ ଘୋଷଣା କଲେ ତେଜସ୍ବୀ ଯାଦବ
ପାଟନା: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୬ତାରିଖରେ ହେବାକୁ ଯାଉଛି । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏହା ପୂର୍ବରୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେଜସ୍ୱୀ ବିହାରର ମା’ ଏବଂ!-->…
Read More...
Read More...
ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ୪ ଆତଙ୍କବାଦୀ
ନୂଆଦିଲ୍ଲୀ: ମଣିପୁର ଚୁରାଚାନ୍ଦପୁରରେ ଏନ୍କାଉଣ୍ଟର । ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ। ସେମାନେ ସମସ୍ତେ ନିଷିଦ୍ଧ ମଣିପୁର ସଂଗଠନ, ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି ବା ୟୁକେଏନଏ ସହିତ ଜଡିତ ଥିବା ଜଣାପଡିଛି ।
ଖାନପି ଗାଁ ନିକଟରେ ସୁରକ୍ଷା ବାହିନୀ!-->!-->!-->…
Read More...
Read More...
ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ
ଭୁବନେଶ୍ୱର: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।
Read More...
Read More...
ଉତ୍କଳ ବିଲ୍ଡର୍ସରେ ଆୟକର ଚଢ଼ାଉ
ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି!-->…
Read More...
Read More...
କିଡନୀ ରୋଗରେ ଆକ୍ରାନ୍ତ ଶିକ୍ଷକଙ୍କ ମୃତ୍ୟୁ
ଗଣିଆ : ଗଣିଆରେ କିଡନୀ ରୋଗୀଂକ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗଣିଆରେ ୮ଟି ପଞ୍ଚାୟତରେ ୭୧ ଜଣ କିଡନୀ ରୋଗୀ ଚିକତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର କିଡନୀ ରୋଗରେ ଆକ୍ରାନ୍ତ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗଣିଆ ବ୍ଳକର ଧୁଆଁମଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ!-->…
Read More...
Read More...
ଏଣିକି ଯାତ୍ରୀବାହୀ ବସ୍ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ବସ୍ ଅଗ୍ନିକାଣ୍ଡରେ ଜୀବନହାନି ପରେ ଓଡ଼ିଶା ସରକାର ଅକ୍ଟୋବର ୨୦୨୫ ପରେ ରେଜିଷ୍ଟର୍ ହେଉଥିବା ସମସ୍ତ ଯାତ୍ରୀବାହୀ ବସ୍ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ସ୍ଥାପନ ବାଧ୍ୟତାମୂଳକ କରିଛନ୍ତି। ଶୁକ୍ରବାର ଫାୟାର୍ ସର୍ଭିସ୍ ବିଭାଗ ଏହି!-->…
Read More...
Read More...
ଜଳ ସମ୍ପଦ ବିଭାଗ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି।
ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ!-->!-->!-->…
Read More...
Read More...
ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଇସ୍ତାହାର, ସରକାର ଆସିଲେ ମିଳିବ ଏହି ସବୁ ସୁବିଧା
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି। ଏହି ଇସ୍ତାହାରରେ ବିହାରର ଜନସାଧାରଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଇଛି। ପାଟନାର ଗାନ୍ଧୀ ମୈଦାନରେ ଥିବା ହୋଟେଲ ମୌର୍ଯ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇସ୍ତାହାର!-->…
Read More...
Read More...
ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ
ଭୁବନେଶ୍ୱର : ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ। ଭୁବନେଶ୍ୱରରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ ।
ଲୋକସମ୍ପର୍କ ଅଧିକାରିଣୀ ତନୁଜାଙ୍କ ନାମରେ ନୂଆପଡ଼ା!-->!-->!-->…
Read More...
Read More...