Browsing Category

ରାଜ୍ୟ

ଜୋର ଧରୁଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଏବେ ଦିନକୁଦିନ ତେଜିବାରେ ଲାଗିଛି । ଗତକାଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆଜି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପୁରୀବାସୀଙ୍କ ପାଇଁ ଚାରିଦୁଆର ଯଥାଶୀଘ୍ର ଖୋଲିବା
Read More...

ଜୈନ ଗୁରୁଙ୍କ ହତ୍ୟା ପ୍ରତିବାଦରେ ଜୈନ ସମାଜର ନୀରବ ଶୋଭାଯାତ୍ରା

ନବରଙ୍ଗପୁର: କର୍ଣ୍ଣାଟକର ବେଲଗାବିର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ ୪ ତାରିଖରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀଜୀଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ନବରଙ୍ଗପୁରଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ
Read More...

ଦଶପଲ୍ଲାରେ ୫-ଟି ସଚିବ ପାଣ୍ଡିଆନ୍‌

ଦଶପଲ୍ଲା : ଦଶପଲ୍ଲାରେ ପହଞ୍ଚିଲେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ । ଆଜି ଦିବା ୧୧ଟା ୪୫ ରେ ହ୍ୟାଲିକ୍ୟାପ୍ଟର୍‌ ଯୋଗେ ଦଶପଲ୍ଲାର ନେତାଜୀ ମଇଦାନରେ ଅବତରଣ କରି ସାଧାରଣ ଜନତାଙ୍କ ସହିତ କରମର୍ଦ୍ଦନ କରିବା ପରେ ମିଶନ ଶକ୍ତି ମହିଳା ମାନେ ଫୁଲମାଳ, ଫୁଲତୋଡା ଦେବା ସଂଗେ ସଂଗେ ଶୁଭ ଶଂଖନାଦ ଓ
Read More...

ନିଜ ଖର୍ଚ୍ଚରେ ପକ୍କା ରାସ୍ତା ତିଆରି କଲେ ସାହିବାସିନ୍ଦା

ଗଞ୍ଜାମ: ପୁରୁଷୋତ୍ତମପୁର ସହର ବ୍ଳକ ପଛପଟ ରାଣୀଙ୍ଗା ରାସ୍ତାର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖ ରାମକୃଷ୍ଣ ନଗର ନିକଟସ୍ଥ ଗୋପ ପୋଖରୀକୁ ଲାଗି ରହିଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଟିକେ ବର୍ଷା ହେଲେ କାଦୁଅ ପଚପଚ କରୁଛି । ଏହି ରାସ୍ତାରେ ବାଇକ୍‌ ଦ୍ୱାରା ଯାଇ କେତେକ ଲୋକ ପୋଖରୀ ଭିତରକୁ
Read More...

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ ସୁଲତା ଦେଓ

ଭୁବନେଶ୍ବର: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ବ । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ । ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି ସୁଲତା ଦେଓ । ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ସୁଲତା ନିଯୁକ୍ତ ହୋଇଛନ୍ତି ।
Read More...

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍‌ ଓ ୨୦ଟି ଫାୟାର ମ୍ୟାନ୍‌ ପଦବୀ ରହିଛି। ଏହି ନୂତନ ପଦବୀ
Read More...

ପୁଣି ବାଘ ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣିନେଲା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ରେଞ୍ଜ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ଖାଇଯାଇଛି । ଗତକାଲି ସନ୍ଧ୍ୟାରେ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,ଏହି ସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଯାତ୍ରା କରିବ | ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା
Read More...

ପ୍ରସ୍ତାବିତ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ, ୧୨ ଘଣ୍ଟିଆ…

ପାଟଣାଗଡ଼ : ପାଟଣାଗଡ ବ୍ଲକ ଛକ ଠାରେ ପ୍ରସ୍ତାବିତ ଥିବା ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆଜି ପାଟଣାଗଡ଼ ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି । ସ୍ଥାନୀୟ ବିଧାୟକ ଏହି ପ୍ରତିମୂର୍ତ୍ତି ସ୍ଥାପନ
Read More...