Browsing Category

ରାଜ୍ୟ

ଗୋତମୁଣ୍ଡା ବାହୁଡା ଯାତ୍ରା ;ଏକ ନିଆରା ପରମ୍ପରା

କୋକସରା : ଆଜି ହେଉଛି କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା । ଏଠି କିନ୍ତୁ ନିଆରା ଢଙ୍ଗରେ ପାଳିତ ହୁଏ ରଥଯାତ୍ରା । ଗ୍ରାମ୍ୟ ଦେବାଦେବୀଙ୍କ ଲାଠି, କୁର୍ସୀ ଓ କାଳିଶୀ ଗହଣରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡନ୍ତି ଶ୍ରୀଜୀଉ । ଏପରି ଏକ ନିଆରା ପରମ୍ପରା ଦେଖିବାକୁ ମିଳେ
Read More...

ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ

ବାଲିଗୁଡ଼ା: ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ହୋଇଥିବା ଜଣାପଡ଼ିଛି । ସୂଚନା
Read More...

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍
Read More...

ଫୁଲବାଣୀ ଅବକାରୀ ବିଭାଗ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରୁ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ
Read More...

ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର

ହରଭଙ୍ଗା :ପରିତ୍ୟକ୍ତ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାହାଯ୍ୟ କରି ଭାଲୁକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ଭାଲୁକୁ ଛାଡିଥିବା ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜି
Read More...

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌, ୫ ମୃତ

କେନ୍ଦୁଝର : ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ମୌଳାଭଞ୍ଜାର ମର୍ମନ୍ତୁଦ ଦୁର୍ଘଟଣା ସ୍ମୃତିରେ ସତେଜ ଥିବାବେଳେ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ଷଠୀଘର ନିକଟରେ ଆଉ ଏକ ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତି ୨ଟା ।
Read More...

ଚିକେନ ଦୋକାନ ଭିତରେ ପଶିଗଲା କାର

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଟିକାବାଲି ପଟୁ ଆସୁଥିବା ଏକ ନାଲି ରଙ୍ଗର କାର ଭାରସାମ୍ୟ ହରାଇ ଏକ ଚିକେନ ଦୋକାନ ଭିତରେ ପଶି ଯାଇଛି । ଉକ୍ତ ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି । କାରରେ
Read More...

ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି

ପୁରୀ : ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି । ଭାରତର ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ ଆଜି ସପରିବାର ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିଛନ୍ତି । ଯଶୋଦା ବେନଙ୍କ ସହ ତାଙ୍କ
Read More...

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ ଶିଶୁ ଶ୍ରମିକ
Read More...

୩୩ ପିଇଓଙ୍କ ଜିଲ୍ଲାରେ ଅଦଳ ବଦଳ, ଜାଣନ୍ତୁ କିଏ କେଉଁଠି କି ଗଲେ

ହରଭଙ୍ଗା,୨୭/୦୬:- ବୌଦ୍ଧଜିଲ୍ଲା ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶମତେ ପତ୍ର ସଂଖ୍ୟା ୪୭୭ଅନୁଯାୟୀ ୨୩/୦୬/୨୦୨୩ରେ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଏକ ଅଦଳ ବଦଳ ହୋଇଥିବା
Read More...