Browsing Category

ରାଜ୍ୟ

ଖଡ଼ିଆଳ ନଗରପାଳିକା ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା

ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼.
Read More...

ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସରକାର ବାବୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା। ଚାକିରିରୁ ବିଦା ହେଲେ କୋଟିପତି ଓଏଏସ୍‌ ଅଫିସର ତଥା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁଇ ତଳେ ଆୟ
Read More...

ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ବର୍ଷା ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା। ଏହା ପ୍ରଭାବରେ ଦୁଇ ତିନିଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର
Read More...

ସେଞ୍ଚୁରି ଛୁଇଁଛି ଟମାଟୋ,ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌

ଭୁବନେଶ୍ୱର:ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା
Read More...

ଦିଗପହଣ୍ଡି ଦୁର୍ଘଟଣା ; ଓଏସଆରଟିସି ବସ୍‌‌ ଚାଳକ ଗିରଫ

ଭୁବନେଶ୍ୱର: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍‌‌ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ ଧରି ନେଇ ପଚରାଉଚରା କରୁଥିଲା। ଦୁର୍ଘଟଣା ପରେ ମାନସ ସେଠାରୁ
Read More...

କୂଅ ଭିତରୁ ଉଦ୍ଧାର ହେଲା ୬ ଫୁଟର ନାଗସାପ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଦିଲ୍ଲୀପ କହଁରଙ୍କ ବାରିପଟ କୂଆରେ ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ କୂଅରେ ଥିବା ନାଗସାପକୁ ଦେଖି ସ୍ଥାନୀୟ ଲୋକ ସେଭ ସ୍ନେକର ସଦସ୍ୟ କୁଲୁ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ସେଭ ସ୍ନେକ ସଦସ୍ୟ କୁଲୁ କୂଅରୁ
Read More...

ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ

ପାରଳାଖେମୁଣ୍ଡି : ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଗତକାଲି ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ । ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି
Read More...

ଲୁଣିବାହାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଜନ ଶୁଣାଣି, ୧୫୧ ଜଣଙ୍କ ଅଭିଯୋଗ ଶୁଣିଲେ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଉ ତିନି ଦିନ ପରେ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରୁ ଅବସର ନେଉଥିବା ବେଳେ ସୋମବାର ଦିନ
Read More...

ଜାରି ରହିଛି ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା

ପୁରୀ :ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା ଚାଲୁ ରହିଛି । ଆଜି ଗୋଟାଏ କବାଟରେ ରୁପା ଛାଉଣି କାର୍ଯ୍ୟ ଶେଷ ହେବ । ବାହୁଡ଼ା ଯାତ୍ରା ପୁର୍ବରୁ ସିଂହଦ୍ୱାରର ଦୁଇଟି କବାଟର ରୁପା ଛାଉଣୀ କାର୍ଯ୍ୟ ଶେଷ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରାଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ
Read More...