Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହୀରାଞ୍ଚଳର ପ୍ରଭାବ..ଭାପୁର ଗ୍ରାମର ବିଦ୍ୟୁତ ପ୍ରସଙ୍ଗ : ତୁରନ୍ତ ଲାଗିଲା ଗ୍ରାମରେ ନୂତନ ଟ୍ରାନ୍ସଫରମର
ହରଭଙ୍ଗା ୨୪/୬:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ବଣପାହାଡ଼ ଅଞ୍ଚଳରେ ରହିଥିବା ଭା ପୁର ଗ୍ରାମବାସୀ ଦୀର୍ଘ ୧୦ ଦିନରୁ ଅଧିକ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିଲେ । ଉକ୍ତ ସମସ୍ୟା ନେଇ ହୀରାଞ୍ଚଳ ଖବର କାଗଜରେ ପ୍ରସାରଣ ହୋଇଥିଲା ଏବଂ ଖବରକୁ ନେଇ ଟିପିଏସଓଡିଲେ ଉଚ୍ଚପଦସ୍ତ!-->…
Read More...
Read More...
ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ…
ପାରଳାଖେମୁଣ୍ଡି,୨୪/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ!-->…
Read More...
Read More...
ସ୍ମୃତିରଞ୍ଜନ ପ୍ରଧାନ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ
ପାରଳାଖେମୁଣ୍ଡି,୨୪/୬:- ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ (ଭା.ପ୍ର.ସେ.) ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ.)ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ!-->…
Read More...
Read More...
5-ଟି ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର
ଭୁବନେଶ୍ବର: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର!-->…
Read More...
Read More...
ଭକ୍ତଙ୍କୁ ମିଳିଲା ଆଡପ ଅବଢା
ପୁରୀ : ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ସଠିକ୍ ସମୟରେ ମହାପ୍ରଭୁଙ୍କ ନିତି କାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍ ସମୟରେ ବାହାରିଥିଲା । ଏହାକୁ ସେବନ କରି ଭକ୍ତ ହୋଇଛନ୍ତି ଭାବ ବିହ୍ୱଳ । ବହୁ ଦୂରରୁ ଭକ୍ତ ମାନେ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇବା!-->…
Read More...
Read More...
ଓଡ଼ିଶା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଟ୍ ସୋର୍ସିଂ କର୍ମଚାରୀ ଧାରଣାରେ ବସିଛନ୍ତି । ୧୨ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ଦେଇଥିବା ଜଣାପଡିଛି ।ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ!-->…
Read More...
Read More...
ନୂଆଗାଁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର । ସୂଚନା ମୁତାବକ ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବହୁଦିନ ଧରି ଡାକ୍ତର ନଥିଲେ । ଏହି ଅବସରରେ ଆଜି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇଛନ୍ତି!-->…
Read More...
Read More...
ବସୁଧା ଯୋଜନା ଫେଲ: ସାଗୁନଡୁଙ୍ଗୁରୀ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା
ଖଡ଼ିଆଳ: ଜୁନ ୧୫ ତାରିଖ ଆସିଲେ ଚାଷୀ ମାନେ ଆଷାଢ଼ ମାସ ଆସିଗଲା ବୋଲି ଜମିରେ ହଳ କରି ଧାନ ବୁଣା ଆରମ୍ଭ କରି ଦେଇଥାନ୍ତି । ସେହିପରି ୨୦/୨୨ ବର୍ଷ ତଳେ ଚାଷୀ ମାନେ ବୁଣିଥିବା ଚାଷକୁ ବିହିଡା କରି ଅପରାହ୍ନ ସମୟରେ ରଥଯାତ୍ରା ଦେଖି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ଧାନ ବୁଣା ବିହାଡ଼ା!-->…
Read More...
Read More...
ଘୁ ଉଦୟଗିରିରେ ନୂତନ ତହସିଲଦାର ଭାବେ ରଞ୍ଜନ କୁମାର ସାହୁଙ୍କ ଯୋଗଦାନ
ଘୁ ଉଦୟଗିରି: ସ୍ଥାନୀୟ ତହସିଲଦାର ଭାବରେ ରଞ୍ଜନ କୁମାର ସାହୁ ଯୋଗଦାନ କରିଛନ୍ତି । ଏଠି କାର୍ଯ୍ୟରତ ଥିବା ତହସିଲଦାର ଶୁଭ୍ରାଂଜଳି ପ୍ରଧାନଙ୍କ ରାୟଗଡା ଜିଲ୍ଲାର ଗୁଣୁପୁରକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ସାହୁ ଯୋଗ ଦେଇଛନ୍ତି । । ସେ ଜଣେ ଯୁବା, ନୂତନ ଭାବରେ ପ୍ରଥମ ଥର ଘୁ!-->…
Read More...
Read More...
ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ବାଲିଗୁଡ଼ା: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏବେଠାରୁ ସମସ୍ତ ରାଜନୈତିକ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରାକ୍ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କର୍ଣ୍ଣାଟକର ଫଳାଫଳ ପରେ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । କନ୍ଧମାଳ ଜିଲ୍ଲା!-->…
Read More...
Read More...