Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ୨୩ରେ ଖୋଲିବ ବିଦ୍ୟାଳୟ
ସୁବର୍ଣ୍ଣପୁର :-ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ବିଦ୍ୟାଳୟ ଖୋଲିବା ନେଇ ଆଜି ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଆଜି ( ପତ୍ର ସଂଖ୍ୟା ୬୬ ତା.୨୦/୦୬/୨୩ ) ରେ ବିଦ୍ୟାଳୟ ଖୋଲିବା ନେଇ କାର୍ଯ୍ୟ ସୂଚୀ!-->…
Read More...
Read More...
ନୟାଗଡ଼ରେ ରଥ,ପଥ,ଭକ୍ତ ଆଉ ଜଗନ୍ନାଥ ଏକାକାର
ଦଶପଲ୍ଲା : ନୟାଗଡ଼ରେ ଗଡିଲା ମହାପ୍ରଭୁଙ୍କ ତିନି ରଥ । ଭାବ ବିହ୍ୱଳ ହେଲେ ଭକ୍ତ । ଆଜି ସକାଳ ସମୟରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ପ୍ରଭୁ ଜଗନ୍ନାଥ, ବଲଭଦ୍ର, ସୁଭଦ୍ରାଙ୍କର ପହଣ୍ଡି ବିଜେ କାର୍ଯ୍ୟ ହୋଇଥିଲା । ଅପରାହ୍ନ ୨ ଟା ସମୟରେ ରାଜା ରାମେଶ୍ୱର ପ୍ରସାଦ ସିଂ!-->…
Read More...
Read More...
ବୌଦ୍ଧରେ ପ୍ରସିଦ୍ଧ ରଥଯାତ୍ରା ପାଳିତ
ବୌଦ୍ଧ: ବୌଦ୍ଧ ସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନିଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା । ବ୍ରାହ୍ମଣ ସେବାୟତ ମାନେ ସକାଳ ସାଢେ!-->…
Read More...
Read More...
ବାଲିଗୁଡ଼ାରେ ମହା ଆଡ଼ମ୍ବରରେ ଘୋଷଯାତ୍ରା ପାଳିତ
ବାଲିଗୁଡ଼ା: ଆଜି ବିଶ୍ୱ ନିୟନ୍ତା ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ସାଥିରେ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ମା ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ମହାପ୍ରଭୁଙ୍କ!-->…
Read More...
Read More...
ପ୍ରବଳ ଭିଡରେ ସିନାପାଲି ଘୋଷଯାତ୍ରା,ମହିଳା ଟାଣିଲେ ଦେବଦଳନ ରଥ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ଅଣସର ସାରି ଗତକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ଆଜି ସିନାପାଲିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏ ଅବସରରେ ରଥ ଟାଣିବାକୁ ଆଖପାଖ ଅଂଚଳ ତଥା ପଡୋଶୀ ଛତିଶଗଡ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ!-->…
Read More...
Read More...
କଳିଙ୍ଗା ପଞ୍ଚାୟତ ଅଞ୍ଚଳରେ ୬ ଦିନ ହେଲା ହାତୀ ଆତଙ୍କ
ଘୁ ଉଦୟଗିରି:ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡର ରମ୍ଭା ସେକ୍ସନରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସନ କୁରୁମିଙ୍ଗିଆ ଜଙ୍ଗଲକୁ ୧୭ଗୋଟି ମାଈ, ଅଣ୍ଡିରା ଏବଂ ଛୁଆ ହାତୀପଲ ଗତ ଛଅ ଦିନ ହେଲା ପଶି ଆସିବା ପରେ କଳିଙ୍ଗା, କୁରୁମିଙ୍ଗିଆ,ସୁଜେଲି, ନନ୍ଦଗିରି, ଦୁଗୁଡିପାରି!-->…
Read More...
Read More...
ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ
ବାଲିଗୁଡା: ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତଙ୍କ ଠାରୁ ନିରପେକ୍ଷ ଭାବେ ବେଶ ପରିଚିତ"ଫ୍ରେଣ୍ଡସ ଗ୍ରୁପ' ତରଫରୁ ମା'ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି । ପ୍ରବଳ ଖରା ଓ ଗରମ ଯୋଗୁଁ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ଗ୍ରୁପ ତରଫରୁ ଏକ!-->…
Read More...
Read More...
ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଓଲଟିଲା ପିକଅପ ଭ୍ୟାନ; ୧୫ରୁ ଉର୍ଦ୍ଧ୍ୱ ଆହତ, ଜଣେ ଗୁରୁତର
ରାୟଗଡା : ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ । ୩୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ମ୍ୟାକ୍ସ ପିକଅପ ଭ୍ୟାନ । ୧୫ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ଆହତ ମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଶିଶୁ ଥିବା ଜଣାପଡିଛି!-->…
Read More...
Read More...
ଡାକ୍ତରଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
ସୁବର୍ଣ୍ଣପୁର : ଗତ ୭ତାରିଖରେ ଜିଲ୍ଲାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସାଳୟରୁ ସ୍ଥାନାନ୍ତରିତ ହୋଇ ସହରର ଆଶା ନର୍ସିଂହୋମରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟାକୁ ପ୍ରସବ ପରେ ପ୍ରସୂତି ରଞ୍ଜିତା ବାଘଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ!-->…
Read More...
Read More...
ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘରଧରା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ବେଳେ ନିକଟରେ ଥିବା ଏକ ବଗିଚାର ପାଞ୍ଚ ଶହ ଗଛ ପୋଡି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ମତେ ଆଜି ଦିନ ବାରଟା ସମୟରେ କେଉଁ ଦୁର୍ବୃତ୍ତ ଏହି ଜଙ୍ଗଲ ରେ ନିଆଁ ଲଗେଇ!-->…
Read More...
Read More...